LIFESTYLE

ଆସନ୍ତୁ ଜାଣିବା ପାନ ପତ୍ରକୁ କେଉଁ ଉପାୟରେ ବ୍ୟବହାର କଲେ ଅନେକ ଉପକାର ମିଳିପାରିବ!

ପାନପତ୍ରକୁ ଆମେ ବିଭିନ୍ୟ ଉପାୟରେ ବ୍ୟବହାର କରିଥାଉ। ଆପଣ ଜାଣିନଥିବେ ଏହି ପତ୍ରରେ ଅନେକ ଉପକାରିତା ରହିଛି। ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ଅଟେ।

ତେବେ ଆସନ୍ତୁ ଜାଣିବା ଏହି ପତ୍ରରେ ଥିବା ଉପକାରିତା ସମ୍ପର୍କରେ-

  • ପାନପତ୍ର ମକଚି କଳରେ ଜାକିଲେ ପାଇରିଆ ଓ ଦାନ୍ତର ଯାବତୀୟ ରୋଗ ଦୂର ହୋଇଥାଏ।
  • କାନ ବିନ୍ଧୁଥିଲେ ଗୋଟି ପାନପତ୍ର ରସକୁ ସାମାନ୍ୟ ଉଷୁମ କରି କାନରେ ପକାଇଲେ କାନ ବିନ୍ଧା କମି ଯାଇ ଥାଏ।
  • ଚକ୍ଷୁର ଦୃଷ୍ଟିଶକ୍ତି କମି ଆସୁଥିବା ଲୋକ ଏହାର ରସକୁ ପାନ କଲେ ଦୃଷ୍ଟିଶକ୍ତି ବୃଦ୍ଧି ହୋଇଥାଏ।
  • ଗୋଟିଏ ପାନପତ୍ର ରସରେ ୫ ବୁନ୍ଦା ମହୁ ଓ ୫ ବୁନ୍ଦା ଅଦାରସ ମିଶାଇ ସେବନ କଲେ ସ୍ୱରଭଙ୍ଗ, ଥଣ୍ଡା, କାଶ, କଫ ଦୂର ହୁଏ।
  • ଶିଶୁ ବା ବୃଦ୍ଧ ରୋଗୀମାନଙ୍କର ଝାଡା ହେଉ ନଥିଲେ, ପାନପତ୍ରର ଡେମ୍ଫକୁ ମଳଦ୍ୱାରାରେ ପୁରାଇ ଅଳ୍ପ କିଛି ସମୟ ରଖିଲେ ଝାଡା ସମସ୍ୟା ଦୂର ହୋଇଥାଏ।
  • ଗୋଟିଏ ପାନପତ୍ରକୁ ଛେଚି ସେହି ରସରେ ଅଧଚାମଚ ମହୁ ମିଶାଇ ଚାଟି ଖାଇଲେ ଛାତିରେ ଜମା ହୋଇଥିବା କଫରୁ ଉପଶମ ମିଳିଥାଏ।

ପଢନ୍ତୁ; ଅମୃତଭଣ୍ଡାର ଜୁସ୍‌ ପିଇଲେ କ’ଣ କ’ଣ ଲାଭ ହୁଏ ଆସନ୍ତୁ ଜାଣିବା ?

Related posts

ଯୋଗ ଓ ଧ୍ୟାନ କରିବା ଦ୍ୱାରା ଦୂରହୋଇଥାଏ କ୍ୟାନସରର ଆଶଙ୍କା! ଜାଣନ୍ତୁ ?

ENO Beuro

ଆପଣ ଜାଣିଛନ୍ତି କି ? ଅନାବନା ସ୍ଥାନରେ ଦେଖିବାକୁ ମିଳୁଥିବା ଏହି ବୃକ୍ଷର ଚମତ୍କାରୀ ଔଷଧୀୟ ଗୁଣ

ENO Beuro

କାହିଁକି କମ୍ ବୟସର ଯୁବକଙ୍କୁ ପସନ୍ଦ କରନ୍ତି ମହିଳାମାନେ ଜାଣନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More