LIFESTYLE

ମଧୁମେହ ରୋଗକୁ ନିୟନ୍ତ୍ରଣ କରିଥାଏ “ବାଇଗଣ”, ଆସନ୍ତୁ ଜାଣିବା ଏହା ଶରୀର ପ୍ରତି କେତେ ଉପଯୋଗୀ ?

ଖାଇବା ଥାଳିରେ ଆଳୁ ପରେ ବାଇଗଣର ସ୍ଥାନ ଅଧିକ ମାତ୍ରରେ ଆସିଥାଏ। ବାଇଗଣରେ ପୋଷାକ ତତ୍ଵ ଏବଂ ଭିଟାମିନ ଭରପୁର ଥାଏ। ଏହି ପରିବା ଭାରତରେ ଅଧିକ ମାତ୍ରାରେ ବ୍ୟବହାର କରାଯାଇଥାଏ। ଏହା ଦେଖିବାକୁ ଉପରୁ ଶୁଖିଲା ଲାଗିଥାଏ, କିନ୍ତୁ ଏଥିରେ ୯୨ ପ୍ରତିଶତ ଜଳ ଥାଏ। ଏହାକୁ ଖାଇବା ଦ୍ଵାରା କିଛି ମାତ୍ରାରେ ଭିଟାମିନ ଏ ଏବଂ ବି ମଧ୍ୟ ଶରୀରକୁ ମିଳିଥାଏ।

ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ଵାରା କଣ ଲାଭ ମିଳିଥାଏ-

  • ଏହି ବାଇଗଣରେ ଏକ ପୋଷାକ ତତ୍ଵ ରହିଛି ଯାହା କ୍ୟାନସର ସେଲକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ।
  • ବାଇଗଣ ପୋଡାକୁ ଗୋଟା ଖାଇଲେ କାଶ ସମସ୍ୟାରୁ ମୁକ୍ତି ମିଳେ। ସକାଳୁ ଖାଲି ପେଟରେ ବାଇଗଣ ଭର୍ତ୍ତାରେ ଅଳ୍ପ ଚିନି ମିଶାଇ ଖାଇଲେ ରକ୍ତଜନିତ ରୋଗର ଆଶଙ୍କା କମ୍ ହୁଏ। ଗବେଷକଙ୍କ ମତରେ ବିଷାକ୍ତ ଛତୁ ଖାଇଦେଲେ ,ଗୋଟା ବାଇଗଣକୁ ଚକଟି ତୁରନ୍ତ ଖାଇଲେ ବିଷ କ୍ରିୟା ପ୍ରଭାବହୀନ ହୋଇଥାଏ।
  • ବାଇଗଣ ଭର୍ତ୍ତାରେ ଛୋଟ ଚାମଚରେ ଏକ ଚାମଚ ମହୁ ମିଶାଇ ଖାଇଲେ ସୁନିଦ୍ରା ହୁଏ। ତରକାରିରେ ଏହା ଖାଇବା ଖୁବ୍ ଲାଭପ୍ରଦ।
  • ବାଇଗଣ ସୁପରେ ହେଙ୍ଗୁ ଓ ରସୁଣ ସମପରିମାଣର ମିଶାଇ ପିଇଲେ ଅମ୍ଲ ରୋଗରୁ ରକ୍ଷା ମିଳେ।
  • ଏଥିରେ ଖାଦ୍ୟ ତନ୍ତୁ ପ୍ରଚୁର ପରିମାଣରେ ଥାଏ । ଟାଇପ୍-୨ ମଧୁମେହ ରୋଗୀ ଏହାକୁ ନିୟମିତ ଖାଇଲେ ଶର୍କରା ନିୟନ୍ତ୍ରଣରେ ରହେ।

ପଢନ୍ତୁ;

ଶ୍ରୀଦେବୀଙ୍କ ଚିତା ଭସ୍ମ ଭସାଇବା ପାଇଁ ରାମେଶ୍ୱରମ୍‌ ସମୁଦ୍ରକୂଳରେ ଉପସ୍ଥିତ ହେଲେ ବୋନି କପୁର ଏବଂ ତାଙ୍କର ଦୁଇ ଝିଅ

Related posts

ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ? ନଚେତ୍ ହୋଇପାରେ ଅନେକ ସମସ୍ୟା

ENO Beuro

ଆପଣଙ୍କ ମୁହଁରେ ଥିବା କଳା ଦାଗ ପାଇଁ ଚିନ୍ତିତ ଅଛନ୍ତି କି? ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ENO Beuro

ନିର୍ବନ୍ଧରୁ ବାହାଘର ପର୍ଯ୍ୟନ୍ତ ଏହି ସବୁ ଦିଗରେ ଧ୍ୟାନ ରଖନ୍ତୁ

ENO Beuro

Leave a Comment