LIFESTYLE

ମୋଟାପଣରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ତେବେ ସକାଳେ ପିଅନ୍ତୁ ଏହି ପତ୍ର ରସ

juice

ଆଜିର ଯୁବପିଢି ମୋଟାପଣକୁ ନେଇ ବହୁତ ଚିନ୍ତିତ ରହୁଛନ୍ତି। ମୋଟାପଣକୁ କମାଇବା ପାଇଁ ହେଲେ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ। ଏହା ସହ ଘରୋଇ ଉପାୟ ଅବଲମ୍ବନ କରିବା ଦ୍ଵାରା ମଧ୍ୟ ମୋଟାପଣ କମିଥାଏ।

ସକାଳୁ ଖାଲିପେଟରେ ଧନିଆ ପତ୍ର ଜୁସ୍‌ ପିଇଲେ ମିଳିଥାଏ ଅନେକ ଫାଇଦା। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌ ବି-୧୨ ରହିଛି। ଏହା ସହିତ ଏଥିରେ ୮୯ ପ୍ରତିଶତ ଜଳ, କାର୍ବୋହାଇଡ୍ରେଟ୍‌, ତନ୍ତୁ, ପ୍ରୋଟିନ୍‌, ଭିଟାମିନ୍‌-ଏ, ସି, କେ, ମ୍ୟାଗ୍ନେସିୟମ୍‌, ମାଙ୍ଗାନିଜ୍‌, ପୋଟାସିୟମ୍‌ ଆଦି ଉପାଦାନ ରହିଥାଏ।

ଏହା ଶରୀରରେ କୋଲଷ୍ଟରଲସ୍ତର ହ୍ରାସ କରିବାରେ ମହୌଷଧି ଭଳି କାମ କରିଥାଏ। ଏହା ହାର୍ଟ ଆଟାକ୍‌ ସମସ୍ୟାରୁ ଦୂରେଇ ରଖେ।

ଏହାର ଜୁସ୍‌ ନିୟମିତ ପିଇଲେ କର୍କଟ ରୋଗରୁ ମୁକ୍ତି ମିଳିବା ସହିତ ବିଭିନ୍ନ ପ୍ରକାର ଚକ୍ଷୁ ସମସ୍ୟା ଦୂର ହୋଇଥାଏ।

ପଢନ୍ତୁ; ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ହଇଚଇ: ଦର୍ଶକଙ୍କ କାନ କାମୁଡିଦେଲେ ଆଇଟମ ଗାର୍ଲ

Related posts

ପାରାଲିସିସ ରୋଗରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ

ENO Beuro

ଏହି ଲୋକଙ୍କ ଆଗରେ ନିଜର ଗୁପ୍ତାକଥା କୁହନ୍ତୁ ନାହିଁ

ENO Beuro

ସ୍ତନକର୍କଟ, ମଳାଶୟକର୍କଟ ଏବଂ ମୁଖକର୍କଟରୁ ରକ୍ଷାକରିଥାଏ ପିଆଜ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ENO Beuro

1 comment

Leave a Comment