• Home
  • LIFESTYLE
  • ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ସଜନା ଶାଗ!ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ
LIFESTYLE

ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ସଜନା ଶାଗ!ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ଶରୀରରେ ରକ୍ତର ପରିମାଣ କମ୍‌ ହେଲେ ମନୁଷ୍ୟ ରୋଗାକ୍ରାନ୍ତ ହୋଇପଡେ। ତେବେ ଶରୀରରେ ରକ୍ତ କମିଗଲେ ଔଷଧ ପରିବର୍ତ୍ତେ କିଛି ଘରୋଇ ଉପଚାର କଲେ ଲାଭ ମିଳିଥାଏ। ସଜନା ଶାଗ ଖାଇବା ଶରୀର ପାଇଁ ବେଶ ଲାଭଦାୟକ। ଏହାକୁ ଖାଇବା ଦ୍ଵାରା ଅନେକ ରୋଗ ଦୂର ହୋଇଥାଏ।

ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

  • ସଜନା ଛୁଇଁ କିମ୍ବା ପତ୍ର ଖାଇବା ଦ୍ୱାରା ପାଚନ କ୍ରିୟା ସୁଚାରୁ ରୂପେ ହେଇଥାଏ। ରକ୍ତଚାପ କୁ ମଧ୍ୟ ନିୟନ୍ତ୍ରଣ କରିଥାଏ।
  • ସଜନା ପତ୍ରର ରସକୁ ଅଳ୍ପ ଉଷୁମ କରି ଯେ କୌଣସି ଫୁଲା କିମ୍ବା ବ୍ୟଥା କରୁଥିବା ସ୍ଥାନରେ ମାଲିସ କରିବା ଦ୍ୱାରା ତୁରନ୍ତ ଆରାମ ଲାଗିଥାଏ ଏବଂ ଫୁଲା କମିଥାଏ।

drumstick ସଜନା ଶାଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ସଜନା ଶାଗ!ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ drumstick

  • ଏହି ଶାଗ ଖାଇବା ଦ୍ଵାରା  ଦୁଷ୍ଟି  ଶକ୍ତି ବଢିଥାଏ।
  • ଶରୀରରେ ଆଇରନ୍‌ର ମାତ୍ରା କମ୍‌ ହେଲେ ସଜନା ଶାଗ ବ୍ୟତୀତ ଗାଜର ଓ ଅମୃତଭଣ୍ଡା ରସ ପିଇଲେ ଏହା ଦୂର ହୋଇଥାଏ।

 

ପଢନ୍ତୁ; ସିସିଟିଭିରେ କଏଦ୍‌ ହେଲା ମୋବାଇଲ ବିସ୍ଫୋରଣ ଘଟଣା: ହୋଟେଲରେ ଖାଉଥିବା ବେଳେ ଫାଟିଲା ସ୍ମାର୍ଟଫୋନ୍‌

Related posts

ହୃଦ୍‌ରୋଗ ପାଇଁ ବେଶ ଲାଭଦାୟକ ଗୋଲପ ଫୁଲ! ଆସନ୍ତୁ ଜାଣିବା ଏହି ଫୁଲରେ ଥିବା ଉପକାରୀ ଗୁଣ ସମ୍ପର୍କରେ

Krishna Kumar Manoj

ଆପଣ ଜାଣିଛନ୍ତି କି ? ଷ୍ଟିମ୍‌ ନେବା ଦ୍ଵାରା ବଢିଥାଏ ତ୍ୱଚାର ଉଜ୍ଜ୍ୱଳତା ! ଜାଣନ୍ତୁ ସେ ସମ୍ପର୍କରେ

Krishna Kumar Manoj

କେମିକାଲ ହେୟାର କଲର କରିବା ପରିବର୍ତ୍ତେ ପ୍ରାକୃତିକ ଉପାୟରେ କିପରି କେଶକୁ ରଙ୍ଗ କରିପାରିବେ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More