LIFESTYLE

ସକାଳେ ଖାଆନ୍ତୁ ଡ୍ରାଏ ଫ୍ରୁଟସ୍‌,ମିଳିବ ଅନେକ ସୁଫଳ

dry

 

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ଦିନକୁ ଅତି କମ୍‌ରେ ସାତଟି ଡ୍ରାଏ ଫ୍ରୁଟସ୍‌ ଖାଇଲେ ବିଭିନ୍ନ ପ୍ରକାର ରୋଗ ଦୂରେଇ ଯାଏ। ଡ୍ରାଏ ଫ୍ରୁଟସ୍‌ ପ୍ରଭାବରେ ଶରୀରରେ କୋଲେଷ୍ଟରଲ୍‌ ମାତ୍ରା ଆଶାତୀତ ଭାବେ ହ୍ରାସ ପାଇ ଶରୀର ହୋଇଥାଏ ସ୍ଲିମ୍‌।
  • ଡ୍ରାଏ ଫ୍ରୁଟସ୍‌ରେ ପୋଲିଫେଲନ୍‌ ପ୍ରଚୁର ମାତ୍ରାରେ ଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
  • କିସ୍‌ମିସ୍‌, କାଜୁ, ଅଖରୋଟ୍‌ ଆଦି ଡ୍ରାଏ ଫ୍ରୁଟସ୍‌ ଶରୀର ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଡ୍ରାଏ ଫ୍ରୁଟସ୍‌ରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ୍‌ ରହିଛି।
  • ଏହାକୁ ନିୟମିତ ଖାଇବା ଦ୍ଵାରା ମେଦବହୁଳତା ହ୍ରାସ ପାଇଥାଏ। ନିୟମିତ ଏପରି କଲେ ୬ମାସରୁ ଏକ ବର୍ଷ ମଧ୍ୟରେ ବିନା ଡାଏଟିଂରେ ତଥା ବ୍ୟାୟାମରେ ଜଣେ ସ୍ଲିମ୍‌ ହୋଇପାରିବେ।

ପଢନ୍ତୁ;  କାଳ ହେଲା ପରକୀୟା ପ୍ରୀତି,ପତ୍ନୀ ଏବଂ ପ୍ରେମିକକୁ ହତ୍ୟା କଲା ସ୍ଵାମୀ

Related posts

ନୀତିଦିନ ଖାଆନ୍ତୁ ରସୁଣ, କାରଣ ଏଥିରେ ଭରିରହିଛି ଅବିଶ୍ଵସନୀୟ ଔଷଧୀୟ ଗୁଣ

ENO Beuro

କଦଳୀ ପତ୍ରରେ ଖାଇବା ଦ୍ଵାରା ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମିଳିଥାଏ ମୁକ୍ତି

ENO Beuro

ମୋମୋ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ଜାଣନ୍ତୁ

ENO Beuro

Leave a Comment