LIFESTYLE

ଖାଲି ପେଟରେ ପିଅନ୍ତୁ କିସ୍‌ମିସ ପାଣି, ମିଳିବ ଅନେକ ଫାଇଦା

ଡ୍ରାଏ ଫ୍ରୁଟ୍‌ସ ମଧ୍ୟରୁ କିସ୍‌ମିସ ଅନ୍ୟତମ। ଅଙ୍ଗୁରକୁ ଶୁଖାଯାଇ ଏହା ତିଆରି ହୋଇଥାଏ। ଏହାକୁ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ।

ତେବେ ଆସନ୍ତୁ ଜାଣିବା କିସ୍‌ମିସକୁ ପାଣିରେ ଭିଜାଇ ପିଈବା ଦ୍ଵାରା କଣ ଫାଇଦା ମିଳିଥାଏ

କିସ୍‌ମିସକୁ ରାତିରେ ପାଣିରେ ଭିଜାଇ ସକାଳେ ଖାଇଲେ ରକ୍ତଚାପ ନର୍ମାଲ ରହିଥାଏ।

ମଧୁମେହ ରୋଗୀ ପ୍ରତିଦିନ ରାତିରେ ୨ରୁ ୪ଟି କିସ୍‌ମିସକୁ ପାଣିରେ ଭିଜାଇ ଖାଇଲେ ମଧୁମେହ ନିିୟନ୍ତ୍ରିତ ହୋଇଥାଏ। ଏହା ସହ ଶରୀରର କ୍ୟାଲୋରି ପରିମାଣ କମ ହେବା ସହ ଓଜନ ମଧ୍ୟ କମ ହୋଇଥାଏ।

kishmis

ଏଥିରୁ ମଧ୍ୟ ପ୍ରଚୁର ପରିମାଣରେ ମିନେରାଲ, କ୍ୟାଲସିୟମ, ଭିଟାମିନ ମିଳିଥାଏ।

କିସ୍‌ମିସ୍‌ରେ ଭିଟାମିନ-ଏ ପରିମାଣ ଅଧିକ ଥିବାରୁ ଏହା ଦୃଷ୍ଟିଶକ୍ତି ମଧ୍ୟ ବଢ଼ାଇଥାଏ।

ପଢନ୍ତୁ; ତୃତୀୟ ଟି-୨୦: ସିରିଜ ବରାବର କଲା ଭାରତ

Related posts

ଆପଣଙ୍କୁ ଛୋଟ ଛୋଟ କଥାକୁ ନେଇ ରାଗ ଆସୁଛି କି ? ଆସନ୍ତୁ ଜାଣିବା ରାଗ/କ୍ରୋଧ ଉପରେ କିପରି ନିୟନ୍ତ୍ରଣ କରାଯାଏ?

ENO Beuro

ଅନେକ ଔଷଧୀୟ ଗୁଣରେ ଭରପୁର ରହିଥାଏ “ବାଦାମ” , ଜାଣନ୍ତୁ ଏହାକୁ ଖାଇଲେ କି ଲାଭ ମିଳିଥାଏ

ENO Beuro

୫ଟି ଭୟଙ୍ଗର ରୋଗରୁ ମୁକ୍ତି ଦେଇଥାଏ ଧନିଆ ଗୁଣ୍ଡ ;ଆସନ୍ତୁ ଜାଣିବା ଧନିଆ ଗୁଣ୍ଡର କେତେକ ଉପକାରିତା ବିଷୟରେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More