• Home
  • LIFESTYLE
  • ଅନେକ ରୋଗକୁ ନିୟନ୍ତ୍ରଣ କରିବାରେ ସହାୟତ କରିଥାଏ ଗ୍ରୀନମଟର ;ଆସନ୍ତୁ ଜାଣିବା, ଏଥିରେ ରହିଥିବା କେତେକ ଉପକାରୀତା ସମ୍ବନ୍ଧରେ
LIFESTYLE

ଅନେକ ରୋଗକୁ ନିୟନ୍ତ୍ରଣ କରିବାରେ ସହାୟତ କରିଥାଏ ଗ୍ରୀନମଟର ;ଆସନ୍ତୁ ଜାଣିବା, ଏଥିରେ ରହିଥିବା କେତେକ ଉପକାରୀତା ସମ୍ବନ୍ଧରେ

ଦୈନନ୍ଦିନ ଜୀବନରେ ସୁସ୍ଥ ଶରୀର ପାଇଁ ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଆମେ  ଖାଇଥାଉ । ତେବେ ଯଦି ଆମେ ଗ୍ରୀନମଟରକୁ ଥଣ୍ଡା ଦିନେ ଖାଇବା ଏହା ବହୁତ ଭଲ । ଏହି ସବୁଜ ମଟରକୁ ପଲାଉ, ପୋହା ଭଳି ଅନେକ ଖାଦ୍ୟରେ ବ୍ୟବହାର କରାଯାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଗ୍ରୀନମଟରରେ କ୍ୟାଲୋରୀ, କାର୍ବୋହାଇଡ୍ରେଟସ, ପ୍ରୋଟିନ, ଫାଇବର, ଭିଟାମିନ ଭଳି ପୋଷଣ ତତ୍ୱ ରହିଛି । ଯାହା ଅନେକ ରୋଗକୁ ନିୟନ୍ତ୍ରଣ କରିବାରେ ସହାୟତ କରିଥାଏ । ତେବେ ଆସନ୍ତୁ ଜାଣିବା, ମଟରରେ ରହିଥିବା କେତେକ ଉପକାରୀତା ସମ୍ବନ୍ଧରେ;
-ଗ୍ରୀନମଟର ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢିଥାଏ । ଏହା ସହ ମସ୍ତିଷ୍କରେ ରହିଥିବା ଛୋଟ ଛୋଟ ସମସ୍ୟାକୁ ଦୂର କରିବାରେ ସହାୟତା ହୋଇଥାଏ ।

-ଶରୀରର କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବା ସହ ମଟାପଣକୁ ମଧ୍ୟ ଦୂର କରିବାରେ ସହାୟତା ହୋଇଥାଏ  ଗ୍ରୀନମଟର । ଏହି ମଟର ଶରୀରର ଟ୍ରାଇଗ୍ଲିସରାଇଡର ସ୍ତରକୁ ନିୟନ୍ତ୍ରଣ ରଖିବା ସହ ବ୍ଲଡର କୋଲେଷ୍ଟ୍ରଲକୁ ମଧ୍ୟ ସନ୍ତୁଳିନ ରଖିଥାଏ ।

-ଏଟିଂ-ଇନଫ୍ଲେମେଟୁର ଓ ଅକ୍ସଡେଂଟ ଭରପୂର ମାତ୍ରାରେ ଉପଲବ୍ଧ ସବୁଜ ମଟରରେ । ଏହି ଦୁଇଟିତ୍ତତତ୍ୱ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇବାରେ ସହାଯ୍ୟ କରିଥାଏ । ଯାହା ଫଳରେ ହୃଦ ଜନିତ ସମସ୍ୟାକୁ ଦୂର କରିବପାରେ ସହାୟତା ହୋଇଥାଏ  ।

-ମଟରରେ ପ୍ରୋଟିନ ଭରପୂର ମାତ୍ରାରେ ରହିଛି । ଡାଇଟରେ ମଟରକୁ ସାମିଲ କରନ୍ତୁ, ଏହା ମସଲକୁ ମଜଭୁତ କରିବା ପାଇଁ ବେଶ ଉପଯୋଗୀ ।

-ଓଜନ ହ୍ରାସ କରିବା ପାଇଁ ବର୍କୱାଉଟ ଓ ଟାଇଂଟିଗ କରିଥାଉ । ଯଦି ଆପଣ ଏହା ନକରି ପ୍ରତିଦିନ ସବୁଜ ମଟରକୁ ଖାଇବେ, ତେବେ ଓଜନ ହ୍ରାସ ହେବା ସମ୍ଭାବନା ଅଧିକ ରହିଛି  ।
ଅନେକ ରୋଗକୁ ନିୟନ୍ତ୍ରଣ କରିବାରେ ସହାୟତ କରିଥାଏ ଗ୍ରୀନମଟର ;ଆସନ୍ତୁ ଜାଣିବା, ଏଥିରେ ରହିଥିବା କେତେକ ଉପକାରୀତା ସମ୍ବନ୍ଧରେ greenpea2

ପଢନ୍ତୁ ;

ଆପଣ ଘରେ ବସି ଅନଲାଇନରେ କରିପାରିବେ ଆପଣଙ୍କ ପିଲାର ଜନ୍ମ ପ୍ରମାଣପତ୍ର ; ଆସନ୍ତୁ ଜାଣିବା ଏହାର ପୁରା ପ୍ରକ୍ରିୟା

Related posts

କିଡ଼ନୀ ଷ୍ଟୋନ ସମସ୍ୟାର କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ଜାଣନ୍ତୁ

Krishna Kumar Manoj

ଆସନ୍ତୁ ଜାଣିବା କର୍କଟ ରୋଗୀଙ୍କ ପାଇଁ ଚିନ୍ତାଗ୍ରସ୍ତ ରହିବା ଭଲ ନୁହଁ କାହିଁକି

Krishna Kumar Manoj

ନିଜ ମନ ପସନ୍ଦ ଝିଅର ଫୋନନମ୍ବର ଜାଣିବାକୁ ଚାହୁଁଛନ୍ତି କି ? ତେବେ ଜାଣି ରଖନ୍ତୁ ଏହି ସବୁ ଟିପ୍ସ 

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More