LIFESTYLE

ରକ୍ତଚାପଜନିତ ଅସୁବିଧାକୁ ଦୂର କରିବାକୁ ଖାଆନ୍ତୁ “ରାଶି ଲଡୁ” ,ଜାଣନ୍ତୁ ଏହାକୁ ଖାଇବା ଦ୍ଵାରା କେଉଁ କେଉଁ ସମସ୍ୟା ଦୂର ହୋଇଥାଏ?

ଆମ ସମାଜରେ ରାଶି ଲଡୁ ଏବଂ ରାଶି ତେଲର ଚାହିଦା ବହୁତ ରହିଛି। ଏହାକୁ ଖାଇବା ଶରୀର ପାଇଁ ବେଶ ଉପକାରୀ ଅଟେ। ରାଶିତେଲ କେଶ ପାଇଁ ଖୁବ ଭଲ। ଏହା କେଶ ସମସ୍ୟା ଦୂରକରିଥାଏ।  ଏହାର ଅନେକ ଉପକାରିତା ରହିଛି।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

ରାଶି ଲଡୁ ଖାଇବା ଦ୍ଵାରା ରକ୍ତଚାପଜନିତ ଅସୁବିଧାକୁ ଦୂର ହୋଇଥାଏ। ଦୈନିକ ରାଶି ଖାଇଲେ କାର୍ଡିଓମସ୍କୁଲାର୍‌ ସିଷ୍ଟମ୍‌ରେ ଉତ୍ପନ୍ନ ହେଉଥିବା ଉତ୍ତେଜନା ହ୍ରାସ ପାଇଥାଏ।

ରାଶିରେ ପଚୁର ପରିମାଣରେ ଭିଟାମିନ୍‌ ଏବଂ ମିନେରାଲ୍‌ସ ଥିବା ଯୋଗୁଁ ଏହା କର୍କଟ ରୋଗ ସହ ଲଢ଼ିବାର କ୍ଷମତା ବି ବୃଦ୍ଧି କରିଥାଏ । ଏଥିରେ ଫାଇଟେଟ୍‌ ନାମକ ଏକ ପଦାର୍ଥ ଥିବା ହେତୁ ତାହା କର୍କଟ ରୋଗର କୋଷ ବୃଦ୍ଧିକୁ ପ୍ରତିହତ କରିଥାଏ ବୋଲି ଏକ ଗବେଷଣାରୁ ଜଣାଯାଇଛି । ବିଶେଷକରି ରାଶି ଖାଇଲେ ବା ରାଶି ତେଲ ଲଗାଇଲେ ତ୍ୱଚା ମୁଲାୟମ ବି ରହେ।

ଯଥେଷ୍ଟ ପରିମାଣର ରାଶି ଖାଇଲେ ଏହା ଆପଣଙ୍କର ଯୌନ କ୍ଷମତା ବଢ଼ାଇବାରେ ସହାୟକ ହୋଇଥାଏ । ପ୍ରତିଦିନ ଅନ୍ୟୁନ ୧୦୦ ଗ୍ରାମ୍‌ ରାଶି ଦ୍ୱାରା ପ୍ରସ୍ତୁତ ଯେ କୌଣସି ଖାଦ୍ୟ ଗ୍ରହଣ କଲେ ଏହି ସୁଫଳ ମିଳିଥାଏ ବୋଲି ଚିକିତ୍ସକଙ୍କ ମତ।

ପଢନ୍ତୁ;

୨୦୨୫ ସୁଦ୍ଧା ଭାରତ ହେବ ଟିବି ମୁକ୍ତ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Related posts

ଖରାଦିନେ ଅଧିକ କେଶ ଝଡୁଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର!

ENO Beuro

ଦେଶୀ ଘିଅ ଖାଇବା ଦ୍ଵାରା ମିଳିଥାଏ ଏହିସବୁ ଫାଇଦା ! ଜାଣନ୍ତୁ

ENO Beuro

ଡାଲି ଖାଇବା ଦ୍ଵାରା ଆମକୁ କି ଲାଭ ମିଳେ ଆସନ୍ତୁ ଜାଣିବା

ENO Beuro

1 comment

Leave a Comment