LIFESTYLE

ଶରୀରରେ ଅନାବଶ୍ୟକ ଚର୍ବି ହ୍ରାସ କରିବାରେ ସହାୟକ ହୋଇଥାଏ ପନିର!

ପନିର ଖାଇବା ଶରୀର ପାଇଁ ବେଶ ଲାଭଦାୟକ ଅଟେ। ଏହାକୁ ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି।

ଆସନ୍ତୁ ଜାଣିବା ପନିରରେ ଥିବା ଭଲ ଗୁଣ ସମ୍ପର୍କରେ-

  • ପନିରରେ ଅଛି ଲେନୋଲିକ ଏସିଡ୍ । ଏହା ଶରୀରରେ ଅନାବଶ୍ୟକ ଚର୍ବି ହ୍ରାସ କରିବାରେ ସହାୟକ ହୋଇଥାଏ। ଏହା ଓଜନ ବଢ଼ାଏ ନାହିଁ।ପନିରରେ କ୍ୟାଲସିୟମ୍ ଅଛି। ତେଣୁ ହାଡ଼ ଲାଗି ଏହା ଉପକାରୀ।
  • ଏଥିରେ ଏମିନୋ ଏସିଡ୍ ଭରପୁର ରହିଥାଏ । ଏହା ନିଦ ଭଲ ହେବାରେ ସାହାଯ୍ୟ କରେ।
  • ପନିରରେ କିଛି ମାତ୍ରାରେ ମଧ୍ୟ ଫସଫରସ୍ ଥାଏ। ତେଣୁ ଏହା ଦାନ୍ତ ଲାଗି ଭଲ ବୋଲି ଧରାଯାଏ। ପନିରର ଆଉ ଏକ ଭଲ ଗୁଣ ହେଲା ଏଥିରେ ଫାଇବର ରହିଛି। ତେଣୁ ଏହା ସହଜରେ ହଜମ ହୋଇଥାଏ।
  • ଭିଟାମିନ୍ କେ ଥିବାରୁ ପନିର ମସ୍ତିଷ୍କର କ୍ଷମତା ବଢ଼ାଇବାରେ ସହାୟକ ହୁଏ । ପନିରରେ ଓମେଗା-୩ ଫେଟି ଏସିଡ ରହିଥିବାରୁ ଗର୍ଭବତୀମାନଙ୍କ ଲାଗି ଏହା ଉପାଦେୟ।

ପଢନ୍ତୁ; ଆଳୁ ଆମ ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ ?

Related posts

ଆପଣ ଜାଣିଛନ୍ତି କି ? ଅନାବନା ସ୍ଥାନରେ ଦେଖିବାକୁ ମିଳୁଥିବା ଏହି ବୃକ୍ଷର ଚମତ୍କାରୀ ଔଷଧୀୟ ଗୁଣ

ENO Beuro

ସକାଳୁ ଖାଲି ପେଟରେ ଉଷୁମ ପାଣି ପିଇଲେ କି ଉପକାର ମିଳେ ଆସନ୍ତୁ ଜାଣିବା

ENO Beuro

ଜୀବନଶୈଳୀରେ ପରିବର୍ତ୍ତନ ଚାହୁଁଛନ୍ତି କି ? ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ENO Beuro

1 comment

Leave a Comment