LIFESTYLE

ହୃଦ୍‌ରୋଗ ପାଇଁ ବେଶ ଲାଭଦାୟକ ଗୋଲପ ଫୁଲ! ଆସନ୍ତୁ ଜାଣିବା ଏହି ଫୁଲରେ ଥିବା ଉପକାରୀ ଗୁଣ ସମ୍ପର୍କରେ

ଆପଣ ସମସ୍ତେ ଜାଣିଥିବେ ଗୋଲାପ ବହୁତ ସୁନ୍ଦର ଏବଂ ମହକପୂର୍ଣ ଗଛ ଅଟେ ,ଏହି ଗୁଣ ପାଇଁ ଗୋଲାପ ଫୁଲକୁ ସମସ୍ତେ ପସନ୍ଦ କରନ୍ତି। ଏହି ଗୋଲାପ ଫୁଲକୁ ପ୍ରେମର ପ୍ରତୀକ ବୋଲି ମଧ୍ୟ କୁହାଯାଏ । ସବୁ ପ୍ରେମୀଯୁଗଳ ପ୍ରେମ ନିବେଦନ ପାଇଁ ଗୋଲାପ ଫୁଲକୁ ବ୍ୟବହାର କରିଥାନ୍ତି।କଣ ଆପଣ ଜାଣିଛନ୍ତି କି ? ଏହି ଫୁଲ ତାର ଔଷଧୀୟ ଗୁଣ ପାଇଁ ମଧ୍ୟ ପରିଚିତ ଅଟେ।

ଆସନ୍ତୁ ଜାଣିବା ବିଭିନ୍ୟ ରୋଗ ପାଇଁ ଗୋଲାପ ଫୁଲର ଭୂମିକା କଣ ରହିଛି-

  • ଧଳା ଚନ୍ଦନ ପାଉଡରରେ କର୍ପୁର ଏବଂ ଗୋଲାପ ଜଳ ମିଶାଇ ମଥାରେ ଲଗାନ୍ତୁ ,ଏହାଦ୍ବାରା ଆପଣ ମୁଣ୍ଡବିନ୍ଧାରୁ ରକ୍ଷପାଇପାରିବେ।
  • ଗୋଲାପରେ ପ୍ରଚୁର ପରିମାଣରେ ଭିଟାମିନ୍‌ ସି ରହିଥାଏ, ଯାହାକି ଶରୀରର ହାଡ଼କୁ ଶକ୍ତ କରିଥାଏ । ଯଦି ଆପଣଙ୍କର ଆଣ୍ଠୁ ଗଣ୍ଠି ବ୍ୟଥା ହେଉଛି ତେବେ ଗୋଲାପ ଜୁସ୍‌କୁ ପ୍ରତି ଦିନ ପିଅନ୍ତୁ ସୁଫଳ ମିଳିବ।
  • ଗୋଲପ ଫୁଲ ହୃଦ୍‌ରୋଗ ପାଇଁ ଲାଭଦାୟକ । ହୃଦୟର ସ୍ପନ୍ଦନ ବଢ଼ିବା ମାତ୍ରେ ଶୁଖିଲା ଗୋଲାପ ପାଖୁଡ଼ାକୁ ପାଣିରେ ଫୁଟାଇ ପିଇବା ଦ୍ୱାରା ଶାନ୍ତି ମିଳିଥାଏ।
  • ମୋଟାପଣକୁ କମାଇବା ପାଇଁ କିଛି ଲୋକ ଯୋଗ ଏବଂ ବ୍ୟାୟାମ କରିଥାନ୍ତି, ଯାହାକୁ କରିବା ପାଇଁ ଅଧିକ ସମୟ ମଧ୍ୟ ଲାଗିଥାଏ । କିନ୍ତୁ ସମୟ ଅପଚୟ ନ କରି ଗୋଲାପ ମାଧ୍ୟମରେ ଆପଣ ଆପଣଙ୍କର ମୋଟାପଣ ହଟାଇ ପାରିବେ । ଗୋଟେ ଗ୍ଲାସ ପାଣିରେ ଗୋଲାପର ୧୦-୧୫ଟି ପାଖୁଡ଼ାକୁ ପକାଇ ଗୋଲାପି ରଙ୍ଗ ହେବା ପର୍ଯ୍ୟନ୍ତ ଫୁଟାନ୍ତୁା ରଙ୍ଗ ବଦଳିଯିବା ପରେ ସେଥିରେ ଅଳେଇଚ ପାଉଡ଼ର ଏବଂ ମହୁ ମିଶାନ୍ତୁ। ଦେଖିବେ ଆପଣଙ୍କ ମୋଟାପଣ ଧୀରେ ଧୀରେ କମିବାକୁ ଲାଗିବ।
  • ଗୋଲାପ ଜୁସ ପିଇବା ଦ୍ଵାରା ଏହା ଶରୀରକୁ ତାଜା ଏବଂ ସୁସ୍ଥ ରଖିଥାଏ। ଏହା ଶରୀରକୁ ଡିହାଇଡ୍ରେସନରୁ ବଞ୍ଚାଇବା ସହ ଥକାପଣ ଦୂର କରିଥାଏ।

ପଢନ୍ତୁ;

ବାସ୍ତୁଶାସ୍ତ୍ର ଅନୁସାରେ ଘରର କେଉଁ କୋଣରେ ପଶୁ ଓ ପକ୍ଷୀଙ୍କ ଫଟୋ ଲଗେଇଲେ କ’ଣ ହୁଏ ଜାଣନ୍ତୁ ?

Related posts

ମୁହଁରେ ଉଠୁଥିବା ଅନାବଶ୍ୟକୀୟ କେଶ ରୁ ମୁକ୍ତି ପାଇଁ କେତେକ ଘରୋଇ ଉପାୟ

ENO Beuro

ଆପଣଙ୍କ ଓଠ ଫାଟୁଛି କି ? ତେବେ ଜାଣିରଖନ୍ତୁ ଏହି ଘରୋଇ ଉପଚାର

ENO Beuro

ସବୁବେଳେ ଚିନ୍ତାଗ୍ରସ୍ତ/ ବିଷାଦଗ୍ରସ୍ତ ରହୁଛନ୍ତି କି?ଏଥିରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଉପାୟ!

ENO Beuro

2 comments

Leave a Comment