• Home
  • LIFESTYLE
  • ଗୋଲମରିଚ ଅନେକ ରୋଗ ଭଲ କରିବାରେ ସହାୟକ ହୋଇଥାଏ ,ଜାଣନ୍ତୁ ଏହାର ଫାଇଦା ବିଷୟରେ
LIFESTYLE

ଗୋଲମରିଚ ଅନେକ ରୋଗ ଭଲ କରିବାରେ ସହାୟକ ହୋଇଥାଏ ,ଜାଣନ୍ତୁ ଏହାର ଫାଇଦା ବିଷୟରେ

ଖାଦ୍ୟ ପ୍ରସ୍ତୁତି ସମୟରେ ଅଧିକାଂଶ ସମୟରେ ଗୋଲମରିଚକୁ ବ୍ୟବହାର କରାଯାଏ । କେବଳ କଳା ଗୋଲମରିଚ ନୁହେଁ ବରଂ ଧଳା ଗୋଲମରିଚ ମଧ୍ୟ ଲାଭଦାୟକ ହୋଇଥାଏ । ଫ୍ଲେବୋନୋଇଡ, ଭିଟାମିନ ଏବଂ ଆଂଟି ଅକ୍ସିଡାଂଟ ଭଳି ଗୁଣରେ ଭରପୁର ଧଳା ଗୋଲମରିଚ କେତେକ ରୋଗ ଭଲ କରିବାରେ ମଧ୍ୟ ସହାୟକ ହୋଇଥାଏ।

ଆସନ୍ତୁ ଜାଣିବା ଗୋଲମରିଚର ଫାଇଦା ବିଷୟରେ ;

ଖାଦ୍ୟରେ ଗୋଲମରିଚ ଖାଇବା ଦ୍ୱାରା ପାଚନ ଜନିତ ସମସ୍ୟା ଦୂର ହୋଇଥାଏ । ଏଥିରେ ଥିବା ହାଇଡ୍ରୋକ୍ଲୋରିକ ଏସିଡ ଗ୍ୟାସ,ଏସିଡିଟି,ଅଲ୍ସର ଏବଂ ପେଟ ଇନଫେକସନ ଆଦି ଅସୁବିଧାରୁ ମୁକ୍ତି ଦେଇଥାଏ ।ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶରୀରରେ ଥିବା ବ୍ୟର୍ଥ ପଦାର୍ଥ ୟୁରିନ ଦ୍ୱାରା ବାହାରିଯାଏ । ଯାହା ଦ୍ୱାରା ହୃଦୟ ଜନିତ ସମସ୍ୟା ଦେଖାଯାଇ ନଥାଏ ।

ମେଥି,ହଳଦୀ ଏବଂ ଗୋଲମରିଚକୁ ଦୁଗ୍ଧରେ ମିଶାଇ ପିଇବା ଦ୍ୱାରା ମଧୁମେହ ନିୟନ୍ତ୍ରଣ ହୋଇଥାଏ।

ଧଳା ଗୋଲମରିଚ ଖାଇବା ଦ୍ୱାରା ଆଣ୍ଡୁ ଗଣ୍ଡି ସମସ୍ୟା ଏବଂ ମାଂସପେଶୀ ସମସ୍ୟା ଦୂର ହୋଇଥାଏ ।

ଏକ ଗବେଶଣାରୁ ଜଣାପଡିଛି ଧଳା ଗୋଲରିଚ ଖାଇବା ଦ୍ୱାରା କର୍କଟ ଭଳି ରୋଗ ମଧ୍ୟ ଭଲ ହୋଇପାରେ । ଏଥିରେ ଥିବା ଔଷଧୀୟ ଗୁଣ ହାନିକାରକ କର୍କଟ କୋଷକୁ ପୁରାପୁରି ନିପାତ କରିବାକୁ ସକ୍ଷମ ହେଇଥାଏ । କେବଳ ସେତିକି ନୁହେଁ କର୍କଟ କୋଷର ବଂଶବୃଦ୍ଦି କରିବାକୁ ଦେଇନଥାଏ ।

ମହୁ ସହିତ ଗୋଲମରିଚ ମିଶାଇ ଖାଇବା ଦ୍ୱାରା ଥଣ୍ଡା,କାଶ ଆଦି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଏଥିରେ ଥିବା ଆଂଟି ବାୟୋଟିକ ଗୁଣ ଶରୀରକୁ ଗରମ କରେ ଏବଂ ଥଣ୍ଡା ଆଦି ଭଲ କରେ ।

ଗୋଲମରିଚ ଅନେକ ରୋଗ ଭଲ କରିବାରେ ସହାୟକ ହୋଇଥାଏ  ,ଜାଣନ୍ତୁ ଏହାର ଫାଇଦା ବିଷୟରେ white pepper powder

ପଢନ୍ତୁ ;

ସବୁ ମନୋକାମନା ପୂର୍ଣ୍ଣ ହେବ ,ପାଠ କରନ୍ତୁ ଭଗବାନ ବିଷ୍ଣୁଙ୍କର ଏହି ମନ୍ତ୍ର

Related posts

ଶରୀରରେ ରକ୍ତର ଅଭାବ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

Krishna Kumar Manoj

ଛତୁ ଖାଇବା ଦ୍ୱାରା ଶରୀରକୁ କି କି ଉପକାର ମିଳିଥାଏ ଜାଣନ୍ତୁ

Krishna Kumar Manoj

ଅଣ୍ଡା ସିଝା ପାଣି ଫିଙ୍ଗି ଦେଉଛନ୍ତି କି ? ଏହି ପାଣିର ମଧ୍ୟ ଉପକାରିତା ରହିଛି ! ଜାଣନ୍ତୁ କ’ଣ ?

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More