• Home
  • LIFESTYLE
  • ୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ
LIFESTYLE

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ

ବ୍ୟସ୍ତବହୁଳ ଜୀବନରେ ବ୍ୟାୟାମ ପାଇଁ ସମୟ ବାହାର କରିବା ମୁସ୍କିଲ । ଫିଟ ରହିବା ଲାଗି ଦିନକୁ ଅତି କମରେ ୧ ଘଣ୍ଟା ବ୍ୟାୟାମରେ ବିତେଇବାକୁ ପଡିବ । କିନ୍ତୁ ସପ୍ତାହରେ ପାଞ୍ଚଥର ୬୦୦ ସେକଣ୍ଡ ଲେଖାଏଁ କଠିନ ବ୍ୟାୟାମ ଦ୍ଵାରା ଏଣିକି ନିଜକୁ ଫିଟ ରଖିପାରିବ ବୋଲି ବିଶେଷଜ୍ଞ ମାନେ ଦାବି କରିଛନ୍ତି ।

ପ୍ରତି ସପ୍ତାହରେ ମାତ୍ର ୧୦ ମିନିଟ କଠିନ ବ୍ୟାୟାମ ଶରୀରକୁ ଅଧିକ କାମ କରିବା ପାଇଁ ପ୍ରୋଶ୍ଚାହିତ କରିଥାଏ । ଏହା ଶରୀରକୁ ଆଉ ଏକ ସ୍ତରକୁ ନେଇ ଯିବା ପାଇଁ ଗତି ପ୍ରଦାନ କରେ ।

ବ୍ୟାୟାମ ର ଉପକାରିତା

  • ୩୦ ମିନିଟ ଧରି ଧୀରେ ଧୀରେ ବ୍ୟାୟାମ ନକରି କମ ସମୟରେ ୮୫% କଠିନ ବ୍ୟାୟାମ କରିବା ସହ ସମାନ ।
  • ୧୦ ମିନିଟ ଧରି ଅବିରତ ଦଉଡି ଡିଆଁ, କମ ଦୂରତାରେ ଖୁବ କ୍ଷିପ୍ର ବେଗରେ ଦୌଡିବା, ଡେଇଁବା ଦ୍ଵାରା ହରୁଦ୍ସ୍ପନ୍ଦନ ବୃଦ୍ଧି ପାଏ ।
  • ତିନି ସପ୍ତାହ ଧରି ୧୦ ମିନିଟର ଏହି କଠିନ ବ୍ୟାୟାମ ଶରୀରକୁ କଠିନ ପରିଶ୍ରମ କରିବା ପାଇଁ ଯୋଗ୍ୟ କରେ ଓ ସୁସ୍ଥ ରଖିବାରେ ସାହାଜ୍ୟ କରେ ।
  •  ଏପରି ବ୍ୟାୟାମ କମରୁ ଆରମ୍ଭ କରି କଠିନ ପର୍ଯ୍ୟନ୍ତ ଯିବା ଉଚିତ ।

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ   ୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ

Related posts

କଦଳୀ ପତ୍ରରେ ଖାଇବା ଦ୍ଵାରା ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମିଳିଥାଏ ମୁକ୍ତି

Krishna Kumar Manoj

ଆସନ୍ତୁ ଜାଣିବା ନଡିଆ ତେଲ ସ୍ୱାସ୍ଥ୍ୟ କାହିଁକି ଲାଭଦାୟାକ

Krishna Kumar Manoj

ତ୍ୱଚାରେ ଚମକ ଆଣିବା ସହ ପେଟ ସମସ୍ୟା ଦୂର କରିଥାଏ “ଷ୍ଟ୍ରବେରି”, ଜାଣିରଖନ୍ତୁ ସବୁବେଳେ କେଉଁ ଖାଦ୍ୟ ଖାଇବାଦ୍ୱାରା ତ୍ୱଚାର ଚମକ ବଜାୟ ରହିଥାଏ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More