LIFESTYLE

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ

ବ୍ୟସ୍ତବହୁଳ ଜୀବନରେ ବ୍ୟାୟାମ ପାଇଁ ସମୟ ବାହାର କରିବା ମୁସ୍କିଲ । ଫିଟ ରହିବା ଲାଗି ଦିନକୁ ଅତି କମରେ ୧ ଘଣ୍ଟା ବ୍ୟାୟାମରେ ବିତେଇବାକୁ ପଡିବ । କିନ୍ତୁ ସପ୍ତାହରେ ପାଞ୍ଚଥର ୬୦୦ ସେକଣ୍ଡ ଲେଖାଏଁ କଠିନ ବ୍ୟାୟାମ ଦ୍ଵାରା ଏଣିକି ନିଜକୁ ଫିଟ ରଖିପାରିବ ବୋଲି ବିଶେଷଜ୍ଞ ମାନେ ଦାବି କରିଛନ୍ତି ।

ପ୍ରତି ସପ୍ତାହରେ ମାତ୍ର ୧୦ ମିନିଟ କଠିନ ବ୍ୟାୟାମ ଶରୀରକୁ ଅଧିକ କାମ କରିବା ପାଇଁ ପ୍ରୋଶ୍ଚାହିତ କରିଥାଏ । ଏହା ଶରୀରକୁ ଆଉ ଏକ ସ୍ତରକୁ ନେଇ ଯିବା ପାଇଁ ଗତି ପ୍ରଦାନ କରେ ।

ବ୍ୟାୟାମ ର ଉପକାରିତା

  • ୩୦ ମିନିଟ ଧରି ଧୀରେ ଧୀରେ ବ୍ୟାୟାମ ନକରି କମ ସମୟରେ ୮୫% କଠିନ ବ୍ୟାୟାମ କରିବା ସହ ସମାନ ।
  • ୧୦ ମିନିଟ ଧରି ଅବିରତ ଦଉଡି ଡିଆଁ, କମ ଦୂରତାରେ ଖୁବ କ୍ଷିପ୍ର ବେଗରେ ଦୌଡିବା, ଡେଇଁବା ଦ୍ଵାରା ହରୁଦ୍ସ୍ପନ୍ଦନ ବୃଦ୍ଧି ପାଏ
  • ତିନି ସପ୍ତାହ ଧରି ୧୦ ମିନିଟର ଏହି କଠିନ ବ୍ୟାୟାମ ଶରୀରକୁ କଠିନ ପରିଶ୍ରମ କରିବା ପାଇଁ ଯୋଗ୍ୟ କରେ ଓ ସୁସ୍ଥ ରଖିବାରେ ସାହାଜ୍ୟ  କରେ ।
  •  ଏପରି ବ୍ୟାୟାମ କମରୁ ଆରମ୍ଭ କରି କଠିନ ପର୍ଯ୍ୟନ୍ତ ଯିବା ଉଚିତ ।

yoga କଠିନ ୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ yoga 1

ପଢନ୍ତୁ; ବିବାହରେ ବରକୁ ମିଳିଲା ପେଟ୍ରୋଲ ଉପହାର

 

Related posts

ସୌନ୍ଦର୍ଯ୍ୟ ପାଇଁ ଘରୋଇ ଉପାୟରେ କିପରି କରିବେ ବିଟ୍ ଫେସପ୍ୟାକ୍ ଜାଣନ୍ତୁ

Krishna Kumar Manoj

କେବଳ ଠାକୁରଙ୍କ ପୂଜାରେ ନୁହେଁ ଶରୀରର ବିଭିନ୍ନ ସମସ୍ୟା ପାଇଁ ଲାଭଦାୟକ ହୋଇଥାଏ ଏହି ଫୁଲ ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Krishna Kumar Manoj

ନେଲ୍‌ ପଲିସ୍‌ ଲଗାଇବା ବେଳେ ଏହି ସବୁ କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More