LIFESTYLE

ବିଭିନ୍ନ ରୋଗରୁ ଉପସମ ପାଇଁ ନିୟମିତ ସକାଳୁ ଖାଆନ୍ତୁ ବାଦାମ

ନିୟମିତ ସକାଳୁ ବାଦାମ ଖାଇଲେ କ’ଣ ଲାଭ ମିଳେ ଜାଣନ୍ତୁ

ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ବହୁତ କିଛି ଉପାୟ ଅବଲମ୍ବନ କରିଥାଉ । ଯଦି ଆମେ ପୁଷ୍ଟିକର ଖାଦ୍ୟକୁ ଖାଇବା ତେବେ ନିଶ୍ଚିତ ରୂପେ ଆମ ଶରୀର ସୁସ୍ଥ ରହିବ । ଯଦି ଆପଣ ନିୟମିତ ସକାଳୁ ସାତଦିନ ପର୍ଯ୍ୟନ୍ତ ବାଦାମ ଖାଇବେ ତ ସବୁ ସମସ୍ୟା ଆପଣଙ୍କର ଦୂର ହେଇଯିବ ।

ଆପଣ ପ୍ରତ୍ୟକଦିନ ସକାଳୁ ୪ ଗୋଟି ବାଦାମର ସେବନ କରିବା ଉଚିତ । ଏହା ଦ୍ଵାରା ଆପଣଙ୍କୁ ବହୁତ ଫାଇଦା ମିଳିବ ।  ଏହା ଆପଣଙ୍କୁ ରୋଗରୁ ଉପସମ ଦେଇଥାଏ । ଆଜି ଆମେ ଆପଣଙ୍କୁ ଏକ ପୌଷ୍ଟିକ ଜିନିଷ ବାଦାମ ବିଷୟରେ କହିବାକୁ ଯାଉଛୁ ଯାହା କି ଆମ ଶରୀରକୁ ସୁସ୍ଥ ରଖିଥାଏ ।

ମଧୁମେହ :-  ଯଦି ଆପଣ ମଧୁମେହ ପରି ସମସ୍ୟା ରେ ପଡିଛନ୍ତି ତେବେ ସୁଗାର ଶରୀରର ଇନ୍ସୁଲିନକୁ ବଢିବାକୁ ଦେଇ ନ ଥାଏ ।  କିନ୍ତୁ ଯଦି ଆପଣ ଏହି ବାଦାମକୁ ନିୟମିତ ଅଭ୍ୟାସ କରନ୍ତି ତେବେ ମଧୁମେହ ନିଶ୍ଚିତ ରୂପେ ଦୂରେଇଯିବ ।

ଅଂଟା ବିନ୍ଧା :- ସାଧାରଣ ଭାବରେ ଯଦି ଆପଣ ସାତ ଦିନ ପର୍ଯ୍ୟନ୍ତ ଲାଗଡ଼ର ସକାଳୁ ଖାଲି ପେଟ ରେ ବାଦାମ ଖାଇବେ ତ ନିଶ୍ଚିତ ରୂପେ ଆପଣଙ୍କର ଅଣ୍ଟା  ଦରଜ ପରି ସମସ୍ୟା ରହିବ ନାହିଁ ।

ରକ୍ତ ଚାପ :-  ଆଜିକା ସମୟରେ ଅନେକ ଲୋକେ ଏହି ସମସ୍ୟାରୁ ରକ୍ଷା ପାଇବା ପାଁଇ ଅନେକ ପନ୍ଥା ଅବଲମ୍ବନ କରିଥାନ୍ତି । କିନ୍ତୁ ଏତେ ମାତ୍ରା ରେ ଉପକୃତ ହୁଅନ୍ତି ନାହିଁ ।  ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ରହିଛି ତେବେ ଆପଣ ନିୟମିତ ୨ଟି ବାଦାମ ଖାଆନ୍ତୁ । ଏହା ଦ୍ଵାରା ରକ୍ତ ଚାପ କମ ହୋଇଥାଏ । ଏହି ଉପାୟକୁ ଅବଲମ୍ବନ କରନ୍ତୁ ଦେଖିବେ ଏହାର ଚମତ୍କାରିତା ।

ଓଜନ ନିୟନ୍ତ୍ରଣ :- ପ୍ରତିଦିନ ବାଦାମ ଖାଇବା ଦ୍ଵାରା ଓଜନ ନିୟନ୍ତ୍ରଣ ହୋଇଥାଏ ।

ପଢନ୍ତୁ ;

ହୋଲି ଦିନ ହନୁମାନଙ୍କୁ କେମିତି ପୂଜା କଲେ କଟିବ ଗ୍ରହ ଦୋଷ ଜାଣନ୍ତୁ

Related posts

ଆପଣଙ୍କ ମୁହଁରେ ଥିବା କଳା ଦାଗ ପାଇଁ ଚିନ୍ତିତ ଅଛନ୍ତି କି? ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ENO Beuro

ଆସନ୍ତୁ ଜାଣିବା ଅମୃତଭଣ୍ଡା କେତେ ଉପକାରୀ ଓ ଶରୀରକୁ ନିରୋଗ ରଖିବାରେ ଏହାର ଭୂମିକା କଣ

ENO Beuro

ଲବଙ୍ଗରୁ ପ୍ରସ୍ତୁତ ଲବଙ୍ଗ ତେଲରେ ରହିଛି ଭରପୂର ଔଷଧୀୟ ଗୁଣ ! ଆସନ୍ତୁ ଜାଣିବା ଏହି ତେଲର କିଛି ଅନ୍ୟ ଉପକାରିତା ବିଷୟରେ

ENO Beuro

Leave a Comment