LIFESTYLE

ଆସନ୍ତୁ ଜାଣିବା କଦଳୀ ଚୋପାର ଔଷଧୀୟ ଗୁଣ ବିଷୟରେ

ସବୁ ଫଳରେ ରହିଥାଏ କିଛି ନା କିଛି ଔଷଧୀୟ ଗୁଣ । କଦଳୀ ପ୍ରାୟତଃ ସମସ୍ତଙ୍କୁ ସବୁ ଋତୁରେ ମିଳିଥାଏ ।  ଆମେ ସାଧାରଣତଃ କଦଳୀ ଖାଇ ଏହାର ଚୋପାକୁ ଫୋପାଡି ଦେଇଥାଉ । କିନ୍ତୁ  ଏହାର ଚୋପା ଆମ ପାଇଁ ବେଶ ଲାଭଦାୟକ । ଏହାର ଚୋପାକୁ  ତ୍ଵଚାରେ ଆପଣ ଲଗାଇ ପାରିବେ । ତେବେ ଆସନ୍ତୁ ଜାଣିବା କଦଳୀ ଚୋପା ଦ୍ଵାରା ଆମକୁ କି କି ଲାଭ ମିଳିଥାଏ ?

କଦଳୀ ଚୋପାର ଔଷଧୀୟ ଗୁଣ :-

  • ଯଦି ଆପଣଙ୍କ ଦାନ୍ତ ହଳଦିଆ ଅଛି ତେବେ କେମିକାଲ ଯୁକ୍ତ ଟୁଥବେଷ୍ଟରୁ ବହୁତ ଭଲ କଦଳୀ ଚୋପା । ଏହା ଦାନ୍ତର ହଳଦିଆ ପଣ ଦୂର କରିଥାଏ । ୨ ମିନିଟ ପର୍ଯ୍ୟନ୍ତ ଚୋପାର ଭିତର ଅଂଶକୁ ରଗଡି ପାଣିରେ ପାଟିକୁ ସଫା କରନ୍ତୁ ।
  • ଆପଣଙ୍କ ମୁହଁରେ ବାରମ୍ବାର ବ୍ରଣ ହେଉଛି କି ? ତେବେ ଆପଣ କଦଳୀ ଚୋପାର ଖଣ୍ଡେ ଛୋଟ ଖଣ୍ଡରେ ଟିକେ ମହୁ ଓ ଟିକେ ହଳଦୀ ଗୁଣ୍ଡ ମିଶାଇ ମୁହଁରେ ଘସନ୍ତୁ । ୧୦ -୧୫ ମିନିଟ ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।
  • ଖଣ୍ଡିଆ କିମ୍ବା ଶରୀରର କୌଣସି ଜାଗାରେ ମାଡ ହୋଇଥିଲେ ସେ ଜାଗାରେ କଦଳୀ ଚୋପାକୁ ଅଧ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ । ଏହା ଦ୍ଵାରା ଦାଗ କମ ହେବା ସହ ଦରଜ କମ ହୋଇଥାଏ ।
  • ଆଖି ଦାଗ ଦୂର କରିବା ପାଇଁ କଦଳୀ ଚୋପା ଲାଭଦାୟକ । ଚୋପାର ଧଳା ଅଂଶକୁ ଆଲୋବେରା ସହ ମିଶାଇ ଲଗାଇଲେ  ଦୂର ହୋଇଥାଏ କଳା ଦାଗ।

ପଢନ୍ତୁ ;

୧୦୦ କୋଟିି କ୍ଳବରେ ସାମିଲ ହେଲା ‘ରେଡ୍‍’

Related posts

ଉଦର ସମ୍ବନ୍ଧୀୟ ରୋଗରୁ ମୁକ୍ତି ଓ ରୋଗ ପ୍ରତିଶୋଧକ ଶକ୍ତି ବୃଦ୍ଧି କରେ ଚକୋଲେଟ

ENO Beuro

ଆପଣ ପ୍ରତି ଦିନ ନଖ କାମୁଡୁଛନ୍ତି କି ? ଏହି ଅଭ୍ୟାସକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ENO Beuro

ବୟସ ଅନୁସାରେ କେତେ ସମୟ ଶୋଇବା ଆପଣଙ୍କ ଶରୀର ପାଇଁ ଭଲ ଜାଣନ୍ତୁ ?

ENO Beuro

1 comment

Leave a Comment