LIFESTYLE

ତେଜପତ୍ର ର ଅବିଶ୍ଵାସନୀୟ ଔଷଧୀୟ ଗୁଣ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ତେଜପତ୍ର ର ଅବିଶ୍ଵାସନୀୟ ଔଷଧୀୟ ଗୁଣ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ତେଜପତ୍ର ରେ ପ୍ରତୁର ପରିମାଣର କପର୍, ପଟାସିୟମ୍ , କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଏବଂ ଆଇରନ୍ ଅଛି । ଏହାକୁ ସାଧାରଣତଃ ମସଲା ରୂପେ ବ୍ୟବହାର କରାଯାଏ । କିନ୍ତୁ ଏଥିରେ ଭରିରହିଛି ଅନେକ ଔଷଧୀୟ ଗୁଣ । ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ତେବେ ନଜର ପକାନ୍ତୁ ତେଜପତ୍ରର ଔଷଧୀୟ ଗୁଣ ଉପରେ ।

ପାଚନ ପ୍ରକ୍ରିୟା : ତେଜପତ୍ରକୁ ଖାଇଲେ ପାଚନ ଜନିତ ଅନେକ ସମସ୍ୟା ଦୂର କରିଥାଏ । ଏସିଡିଟି, କୋଷ୍ଠକାଠିନ୍ୟ, ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ତେଜପତ୍ର ।

ମଧୁମେହ : ଯେଉଁ ବ୍ୟକ୍ତି ମାନେ ମଧୁମେହରେ ପୀଡିତ ସେମାନଙ୍କ ପାଇଁ ତେଜପତ୍ର ଖୁବ୍ ଲାଭଦାୟକ । ଖାଦ୍ୟରେ ନିୟମିତ ତେଜପତ୍ର ବ୍ୟବହାର କଲେ ସୁଗାର୍ ସ୍ତର ନିୟନ୍ତ୍ରିତ ହୋଇଥାଏ ।

କିଡନୀ ସମସ୍ୟା : ପାଣିରେ ତେଜପତ୍ରକୁ ପକାଇ କିଛି ସମୟ ଫୁଟାନ୍ତୁ । ଥଣ୍ଡା ହୋଇସାରିବା ପରେ ଏହି ପାଣିକୁ ପିଅନ୍ତୁ । ନିୟମିତ ଏହି ପାଣି ପିଇଲେ କିଡନୀ ସମ୍ବନ୍ଧିତ ବହୁ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଆଂଟି କ୍ୟାନ୍ସର ତତ୍ୱ : ତେଜପତ୍ରରେ କେଫିକ୍ ଏସିଡ୍, କ୍ୱେରସେଟିନ୍ ଏବଂ ଇଉଗିନେଲ୍ ନାମକ ତତ୍ୱ ରହିଛି । ଯାହା ମେଟାବୋଲିଜିମ୍ ଏବଂ କ୍ୟାନ୍ସର୍ ଭଳି ରୋଗ ସହ ଲଢିବା ପାଇଁ ସାହାଯ୍ୟ କରିଥାଏ ।

ପୀଡା ପାଇଁ ଲାଭଦାୟକ : ତେଜପତ୍ରରେ, ମିଶ୍ରି, ଅଦା ଓ ଗୋଲମରିଚକୁ ଫୁଟାଇ ପିଇଲେ ଦେହହାତ ଦରଜ କାମେ ଓ ଥଣ୍ଡା ରୋଗରୁ ମଧ୍ୟ ରକ୍ଷା ମିଳେ । ।

ଫୁର୍ତ୍ତି  ଲାଗେ :  ରାତିରେ ପାଣିରେ ତେଜପତ୍ରକୁ ଭିଜାଇ ରଖନ୍ତୁ । ପ୍ରତିଦିନ ସକାଳୁ ଉଠି ଏହି ପାଣି ପିଅନ୍ତୁ । ଏପରି କଲେ ଅଳସୁଆ ପଣ ଯାଏ ଏବୋଂ କାମ କରିବାକୁ ବଳ ଆସେ ତଥା ଦିନସାରା ଫୁର୍ତ୍ତି ଆସେ ।

ତେଜପତ୍ର ର ଅବିଶ୍ଵାସନୀୟ ଔଷଧୀୟ ଗୁଣ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ପଢନ୍ତୁ, ଓଲିଉଡ ଜଗତରେ ଆଉ ଏକ ନୂଆ ମୁହଁ, ଆଗାମୀ ଓଡିଆ ସିନେମା ଯୋଗୀରେ ସେ ମୁଖ୍ୟ ନାୟକ

Related posts

ଏହି ସବୁ ଲକ୍ଷଣ ଦେଖାଯାଉଥିଲେ, ଜାଣନ୍ତୁ ମସ୍ତିସ୍କ ଟ୍ୟୁମରର ଶିକାର ହୋଇଛନ୍ତି

ENO Beuro

ହୋମିଓପାଥି ଔଷଧ ଖାଉଛନ୍ତି କି ? ତେବେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା

ENO Beuro

ଆସନ୍ତୁ ଜାଣିବା କାନ୍ଦିବା ଦ୍ଵାରା ଶରୀରକୁ କି ଲାଭ ମିଳେ

ENO Beuro

Leave a Comment