LIFESTYLE

ଜାମୁକୋଳିରେ ଭରିରହିଛି ଅନେକ ଔଷଧୀୟ ଗୁଣ , ଜାଣନ୍ତୁ ଏହାକୁ ଖାଇବା ଦ୍ଵାରା କି ଲାଭ ମିଳିଥାଏ ?

କାମୁକୋଳି ଶରୀର ପାଇଁ ବେଶ ଲାଭଦାୟକ ।  ଜାମୁକୋଳିରେ ଭରିରହିଛି ଅନେକ ଔଷଧୀୟ ଗୁଣ । ଜାମୁ କୋଳି କେବଳ ଶରୀର ପାଇଁ ଉପକାରୀ ତାହା ନୁହେଁ, ବରଂ ତାର ମଞ୍ଚି, ପତ୍ର ଓ ଗଛର ବକଳ ବା ଛେଲି ମଧ୍ୟ ଲାଭଦାୟକ ଅଟେ ।  ତେବେ ଆସନ୍ତୁ ଜାଣିବା ଜାମୁ କୋଳିକୁ କିଭଳି ଖାଇଲେ ତାହା ଶରୀରରେ ଔଷଧ ଭଳି କାମ କରିବ ।

ଜାମୁକୋଳିର ଉପକାରିତା :-

  • ଜାମୁ କୋଳି ମଞ୍ଚି ଗୁଣ୍ଡରେ ପାଣି ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହାକୁ ଶରୀର ହୋଇଥିବା କୌଣସି ଘା’ ବା କ୍ଷତ ସ୍ଥାନରେ ଲଗାଇବା ଦ୍ବାରା ତାହା ଭଲ ହୋଇଯାଇ ଥାଏ ।
  • ତ୍ଵଚାରେ ଚମକ ଆଣିବାରେ ସାହଯ୍ୟ କରେ ଜାମୁ କୋଳି । ନିୟମିତ ଏହାକୁ ଖାଇବା ଦ୍ବାରା ରଙ୍ଗ ସଫା ହୋଇଥାଏ ।
  • ଜାମୁ କୋଳି ମଞ୍ଚିକୁ ଗୁଣ୍ଡ କରି ସେଥିରେ ଅଳ୍ପ ଲୁଣ ମିଶାଇ ଦାନ୍ତରେ ଲଗାଇବା ଦ୍ବାରା ଦାନ୍ତ ବିନ୍ଧା ଦୂର ହୁଏ ।
  • ଜାମୁ କୋଳି ଖାଇବା ଦ୍ବାରା ଲିଭର(ଯକୃତ) ସମସ୍ୟା ଦୂର ହୋଇଥାଏ ।
  • ଜାମୁ କୋଳି ଗଛର ବକଳକୁ ଫୁଟେଇ ପିଇବା ଦ୍ବାରା ପେଟ ରୋଗରୁ ମୁକ୍ତି ମିଳେ ।
  •  ମଧୁମେହ ବା ଡାଇବେଟିସ୍ ରୋଗୀଙ୍କୁ ଜାମୁ କୋଳି ଖାଇବାକୁ ପରାମର୍ଶ ଦିଆଯାଏ ।

ଜାମୁକୋଳିରେ ଭରିରହିଛି ଅନେକ ଔଷଧୀୟ ଗୁଣ , ଜାଣନ୍ତୁ ଏହାକୁ ଖାଇବା ଦ୍ଵାରା କି ଲାଭ ମିଳିଥାଏ ? black berry

ପଢନ୍ତୁ ;

ଟାଟୁ କରୁଛନ୍ତି କି? ସାବଧାନ! ନଚେତ୍ ହୋଇପାରେ ଏହି ସବୁ ସମସ୍ୟା

Related posts

ଆସନ୍ତୁ ଜାଣିବା, ଆଣ୍ଠୁ ଯନ୍ତ୍ରଣାର କାରଣ ଓ ସଠିକ ଖାଦ୍ୟ ଓ ସଠିକ କାର୍ଯ୍ୟ ସମ୍ବନ୍ଧରେ

Krishna Kumar Manoj

ଆସନ୍ତୁ ଜାଣିବା କେଉଁ ପାତ୍ରରେ ଖାଇବା ଦ୍ଵାରା ଜ୍ଞାନ ଏବଂ ଆୟୁ ବୃଦ୍ଧି ହୋଇଥାଏ?

Krishna Kumar Manoj

ଆପଣ ଜାଣିଛନ୍ତି କି କିନ୍ନରମାନଙ୍କ ଅନ୍ତିମ ସଂସ୍କାର କିପରି ହୋଇଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More