LIFESTYLE

ନଡିଆ ପାଣି ଆମ ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ ?

ନଡ଼ିଆର ପାଣି ଆମ ସ୍ୱାସ୍ଥ୍ୟ  ପାଇଁ ଖୁବ୍ ଭଲ । ତେବେ ନଡିଆ ଫଳର ପାଣି ନିୟମିତ ପିଇଲେ ଯୁବତୀ-ମହିଳାଙ୍କ କେଶ ଓ ତ୍ଵଚାର ସମସ୍ୟା ଦୂର ହୋଇଥାଏ ।  ବିଶେଷଜ୍ଞଙ୍କ ମତ ଅନୁସାରେ ନଡିଆ ପାଣି ପିଇବା ଦ୍ଵାରା ଆମ ଶରୀର ମଧ୍ୟ ସୁସ୍ଥ ରହିଥାଏ ।

ନଡିଆ ପାଣିର ଉପକାରିତା :-

  • ସତେଜ ନଡ଼ିଆ ପାଣି ସପ୍ତାହକୁ ୨ ରୁ ୩ଥର ପିଇଲେ ତାହା ଆମ କେଶମୂଳକୁ ଦୃଢ଼ କରିବା ସହ ରୁପି ହେବାରୁ ରକ୍ଷା କରେ ।
  • ନଡ଼ିଆ ପାଣିକୁ ତୁଳାରେ ନେଇ କେଶମୂଳରେ ମାଲିସ୍ କଲେ କେଶର ଘନତ୍ଵ ବଢ଼େ ।
  • ଘିକୁଆଁରୀ ସହ ନଡ଼ିଆ ପାଣି ମିଶାଇ କେଶରେ ଲଗାଇବା ଦ୍ଵାରା ମଧ୍ୟ ବିଭିନ୍ନ ସମସ୍ୟା ଦୂର ହୋଇଥାଏ ।
  • ଲେମ୍ବୁ ରସ ୧ ଚାମଚରେ ନଡ଼ିଆ ପାଣି ମିଶାଇ ଲଗାଇଲେ ତାହା କେଶଝଡ଼ା ୧ସପ୍ତାହ ମଧ୍ୟରେ ବନ୍ଦ କରେ ।
  • ମୁହଁ କିମ୍ବା ଶରୀରେ ଯଦି କଳା ଦାଗ ଥାଏ , ତେବେ ସେହି ଜାଗାରେ ପ୍ରତିଦିନ ନଡିଆ ପାଣି ଲଗାନ୍ତୁ ଦେଖିବେ ଏହା ଔଷଧୀୟ ଭଳି କାମ କରିବ ।
  • ଯଦି ଆପଣଙ୍କ କିଛି ପେଟ ଦୋଷ ଅଛି ତେବେ ନଡିଆ ପାଣି ପିଅନ୍ତୁ । ଦେଖିବେ ପେଟ ଦୋଷ କୁଆଡେ ଗାୟବ ହୋଇଯିବ ।

ନଡିଆ ପାଣି ଆମ ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ ? coconut water 1

ପଢନ୍ତୁ ;

ଏହି ସବୁ ଲକ୍ଷଣରୁ ଜାଣନ୍ତୁ ଘରେ ବାସ୍ତୁଦୋଷ ଅଛି

Related posts

ଆଖି ତଳେ ପଡ଼ୁଥିବା କଳା ଦାଗକୁ ଦୂର କରିବାରେ ସକ୍ଷମ ହୋଇଥାଏ ଏହିସବୁ ଫଳ! ଜାଣନ୍ତୁ

ENO Beuro

ଖରାଦାଉରୁ ଚର୍ମ ଏବଂ କେଶକୁ ରକ୍ଷା କରିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର!

ENO Beuro

ଆସନ୍ତୁ ଜାଣିବା କେଉଁ ପାତ୍ରରେ ଖାଇବା ଦ୍ଵାରା ଜ୍ଞାନ ଏବଂ ଆୟୁ ବୃଦ୍ଧି ହୋଇଥାଏ?

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More