LIFESTYLE

ଆସନ୍ତୁ ଜାଣିବା ନଡିଆ ତେଲ ସ୍ୱାସ୍ଥ୍ୟ କାହିଁକି ଲାଭଦାୟାକ

ନଡିଆ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର । ଆଉ ଏହାର ତେଲକୁ କେବଳ କେଶର ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ନଡିଆ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇଲେ ଅନେକ ଫାଇଦା ମିଳିଥାଏ ।

ନଡିଆ ତେଲର ଉପକାରିତା

ନିକଟରେ ଏକ ପରୀକ୍ଷାରୁ ଜଣାପଡିଛି ନଡିଆ ତେଲ ଏଲଜାଇମର୍ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ । ଅଲଗା ତେଲ ଅପେକ୍ଷା ନଡିଆ ତେଲରେ କମ୍ ଫ୍ୟାଟ୍ ଥାଏ । ତେଣୁ ଏଥିରେ ପ୍ରସ୍ତୁତ ଖାଦ୍ୟ ଓଜନ କମାଇବାରେ ସାହାଯ୍ୟ କରେ ।

ଅନେକ ଲୋକ କୁହନ୍ତି ହୃତପିଣ୍ଡ ପାଇଁ ନଡିଆ ତେଲ ଭଲ ନୁହେଁ । କିନ୍ତୁ ଏହି ଧାରଣା ଭୂଲ୍ । ନଡିଆ ତେଲରେ ଲଉରିକ୍ ଏସିଡ୍ ଅଧିକ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ ।

ଥାଇରଏଡ୍ ରୋଗୀଙ୍କ ପାଇଁ ବହୁ ଉପକାରୀ ନଡିଆ ତେଲ । କାରଣ ଏହି ତେଲ ଥାଇରଏଡକୁ କଣ୍ଟ୍ରୋଲ୍ କରିବାରେ ସାହାଯ୍ୟ କରିଥାଏ ।

ଶରୀରକୁ ସୁସ୍ଥ ରଖିବାକୁ ହେଲେ ଇମ୍ୟୁନିଟି ମଜଭୂତ ହେବା ଦରକାର । ଏହି ତେଲରେ ଥିବା ମିନେରାଲ୍ସ ଶରୀରର ଇମ୍ୟୁନିଟି ବଢାଇବା ସହ ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
ଆସନ୍ତୁ ଜାଣିବା ନଡିଆ ତେଲ ସ୍ୱାସ୍ଥ୍ୟ କାହିଁକି ଲାଭଦାୟାକ cocount oil
ପଢନ୍ତୁ ;

ଆଜିର ଯୁବପିଢୀ ଲିଭ୍ ଇନ୍ ସଂପର୍କକୁ କାହିଁକି ଆପଣାଉଛନ୍ତି ? ଆସନ୍ତୁ ଜାଣିବା

 

Related posts

କେଉଁ ସବୁ ରୋଗରୁ ରକ୍ଷା କରେ ଆଖୁରସ ଜାଣନ୍ତୁ?

ENO Beuro

ଖରାଦିନେ ତ୍ଵଚାର ଯତ୍ନ କିପରି ନେବେ ଜାଣନ୍ତୁ ?

ENO Beuro

ବଦଳୁଥିବା ପାଗ ସହ ନିଜକୁ ରଖନ୍ତୁ ଫିଟ୍ ! ଆସନ୍ତୁ ଜାଣିବା କିଛି ଟିପ୍ସ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More