• Home
  • LIFESTYLE
  • ଜୀରା ଚା’ ପିଇବା ଦ୍ଵାରା ଆମକୁ କ’ଣ ଲାଭ ମିଳିଥାଏ ଜାଣନ୍ତୁ?
LIFESTYLE

ଜୀରା ଚା’ ପିଇବା ଦ୍ଵାରା ଆମକୁ କ’ଣ ଲାଭ ମିଳିଥାଏ ଜାଣନ୍ତୁ?

ଓଜନ କମାଇବା ପାଇଁ ପିଅନ୍ତୁ ଜୀରା ଚା’

ଓଜନ ବଢ଼ିବା ଯେତେ ସହଜ ହୋଇଥାଏ ଓଜନ କମିବା ଆଦୌ ବି ସେତିକି ସହଜ ହୋଇ ନ ଥାଏ। ଓଜନ କମାଇବା ପାଇଁ ଲୋକଙ୍କୁ ବହୁ କସରତ୍‌ କରିବାକୁ ପଡ଼ିଥାଏ। ମାତ୍ର ଜୀରା ଏକ ଏପରି ମସଲା ଯାହା ଓଜନ କମାଇବାରେ ଅବ୍ୟର୍ଥ ଉପାୟ ଭାବେ କାର୍ଯ୍ୟ କରେ । ଜୀରା କେବଳ ଓଜନ ବଢ଼ାଇବାରେ ନୁହେଁ ବରଂ ଅନ୍ୟ ଗୁଡ଼ାଏ ଶାରୀରିକ ସମସ୍ୟାକୁ ଆୟତ୍ତ କରିପାରେ ।

  • ଜୀରାକୁ ତରକାରୀ, ଭାତରୁ ନେଇ ଚା’ ଆଦି ବିଭିନ୍ନ ଭାରତୀୟ ଖାଦ୍ୟପେୟରେ ବ୍ୟବହାର କରିପାରନ୍ତି ।
  • ହୃଦ୍‌ରୋଗ ଏବଂ ପେଟ ସମସ୍ୟା ଆଦି ଜୀରା ଖାଇବା ଦ୍ୱାରା ଭଲ ହୋଇଥାଏ । ଜୀରାରେ ଭିଟାମିନ୍‌ ‘ସି’ ଥିବା ହେତୁ ଏହା ହଜମ ଶକ୍ତି ବଢ଼ାଇବା ସହ ଶରୀରରୁ ବିଷାକ୍ତ ପରିମାଣ କମ୍‌ କରିଥାଏ ।
  • ଜୀରା ଖାଇବା ଦ୍ୱାରା ମଧୁମେହକୁ ବି ଆୟତ୍ତରେ ରଖିହେବ ବୋଳି ଡାକ୍ତରମାନେ ମତ ରଖିଛନ୍ତି ।
  • ଜୀରା ଚା’ ବି କରି ପିଇପାରିବେ। ପ୍ରଥମେ କିିଛି ଜୀରାକୁ ସାମାନ୍ୟ ଭାଜି ଦିଅନ୍ତୁ । ତା’ପରେ ସାମାନ୍ୟ ପାଣି ମିଶ୍ରଣ କରି ସେ ପାଣିକୁ ଫୁଟାନ୍ତୁ । ପାଣି ଫୁଟିବା ପରେ ସେଥିରେ ଘୋଡ଼ଣି ଘୋଡ଼େଇ କିଛି ସମୟ ରଖି ଦିଅନ୍ତୁ । ତା’ପରେ ତାକୁ ଛାଣି କରି ପିଅନ୍ତୁ ।

ଜୀରା ଚା’ ପିଇବା ଦ୍ଵାରା ଆମକୁ କ’ଣ ଲାଭ ମିଳିଥାଏ ଜାଣନ୍ତୁ? tea 1

ପଢନ୍ତୁ ;

ରେସ୍‌ ୩ ଶୁଟିଂ ପାଇଁ କଶ୍ମୀରରେ ସଲମାନ ଖାନ

Related posts

ମଦ ଠାରୁ ଦୂରେଇ ରୁହନ୍ତୁ! ନଚେତ ହୋଇପାରେ ଏହି ସବୁ ସମସ୍ୟା

Krishna Kumar Manoj

କାକୁଡି ଖାଇବା ଦ୍ଵାରା କେଉଁ ସବୁ ରୋଗ ଦୂର ହୋଇଥାଏ ଜାଣନ୍ତୁ ? 

Krishna Kumar Manoj

ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇଲେ କିଡ୍‌ନିରେ ଜମିରହିଥାଏ ଷ୍ଟୋନ୍‌!

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More