• Home
  • LIFESTYLE
  • ଡାଲି ଖାଇବା ଦ୍ଵାରା ଆମକୁ କି ଲାଭ ମିଳେ ଆସନ୍ତୁ ଜାଣିବା
LIFESTYLE

ଡାଲି ଖାଇବା ଦ୍ଵାରା ଆମକୁ କି ଲାଭ ମିଳେ ଆସନ୍ତୁ ଜାଣିବା

ଡାଲିରେ ପ୍ରଚୁର ମାତ୍ରାରେ ଭିଟାମିନ ଥାଏ । ଏହା ଆମ ଶରୀର ପାଇଁ ବହୁତ ଲାଭ ଦାୟକ । ଏମିତି କି ଆମ ଓଡିଆ ଘରେ ପ୍ରତିଦିନ ଅନେକ ଲୋକ ଡାଲି ଖାଇବାକୁ ବହୁତ ଭଲ ପାଆନ୍ତି ।  ପ୍ରାୟତଃ ଓଡିଆ ଘରେ ପ୍ରତିଦିନ ଡାଲି ତିଆରି ହୁଏ । ନୀତିଦିନ ଖାଦ୍ୟରେ ବହୁତ ପରିମାଣର ପ୍ୟାଟ ଲୁଚିକି ଥାଏ, ଯାହାର ମୁଖ୍ୟ କାରଣ ଆମ ଶରୀରର ଓଜନ ବଢିଥାଏ । କିନ୍ତୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ ଡାଲିରେ ପ୍ୟାଟର ପରିମାଣ ବହୁତ କାମ ଥାଏ ।

ଡାଲି ଖାଇବାର ଉପକାରିତା :-

  • ପ୍ରୋଟିନ ଓ ଆଇରନ ଡାଲିରୁ ମିଳିଥାଏ ।
  • ଡାଲି ଖାଇବା ଦ୍ୱରା ଶରୀରର ଓଜନ ବଢି ନଥାଏ । ଖାସ କରି ଯେଉଁମାନେ ନିୟମିତ ନିରାମିଷ ଭୋଜନ କରନ୍ତି ସେମାନଙ୍କ ଶରୀରକୁ ବହୁତ ପରିମାଣରେ ପ୍ରୋଟିନ ମିଳିଥାଏ ।
  • ଡାଲି ଭାତ ଖାଇବା ଦ୍ୱାରା ଆପଣଙ୍କ ପେଟ ବହୁତ ସମୟ ପୁରିକି ରୁହେ ଅଧିକ ସମୟ ଭୋ
  • ଏଥିରେ ଫୋଲିନ ମାନ ଥିବା ହେତୁ ଆପଣଙ୍କ ହାର୍ଟ ଜନିତ ରୋଗ ହୁଏ ନାହିଁ  ।
  • ଡାଲି ଖାଇବା ଦ୍ଵାରା ଆପଣଙ୍କ ଶରୀର କେବେ ବି ଦୁର୍ବଳ ହୁଏ ନାହିଁ ।

ଡାଲି ଖାଇବା ଦ୍ଵାରା ଆମକୁ କି ଲାଭ ମିଳେ ଆସନ୍ତୁ ଜାଣିବା dal

ପଢନ୍ତୁ ;

କଣ୍ଠଶିଳ୍ପୀ ଉଦିତ୍ ନାରାଣୟଙ୍କ ପୁଅ ଆଦିତ୍ୟ ନାରାୟଣ ଗିରଫ

Related posts

ମନକୁ ସ୍ଥିର ତଥା ନିୟନ୍ତ୍ରଣ କରିବା ପାଇଁ ଆପଣାନ୍ତୁ ଏହି ପାଞ୍ଚଟି ଉପାୟ

Krishna Kumar Manoj

ସକାଳୁ ଆଲାର୍ମ ବାଜିବା ପରେ ବି ପୁଣି ସୋଇପଡୁଛନ୍ତି କି ? ତେବେ ଆପଣନ୍ତୁ ଏହି ଉପାୟ

Krishna Kumar Manoj

ମହିଳାଙ୍କୁ କାହିଁକି କୁହାଯାଏ ରହସ୍ୟମୟୀ,ଆସନ୍ତୁ ଜାଣିବା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More