LIFESTYLE

ଉଷୁମ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ ଜାଣନ୍ତୁ ? 

ଉଷୁମ ପାଣି ପିଇବାର ଉପକାରିତା

ସମସ୍ତେ ଜାଣିଛନ୍ତି ପାଣି ପିଇବା ଶରୀର ପାଇଁ ନିହାତି ଦରକାର । ତେବେ ଉଷୁମ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ । ପ୍ରତିଦିନ ଉଷୁମ ପାଣି ପିଇବା ଦ୍ଵାରା ଆମକୁ ବିଭିନ୍ନ ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ । ଉଷୁମ ପାଣି ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ଆପେ ଆପେ ବାହାରି ଯାଇଥାଏ ।

ଏଥିପାଇଁ ସକାଳୁ ଉଠି ଉଷୁମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ପିଅନ୍ତୁ । ଉଷୁମ ପାଣି ପିଇବା ଦ୍ୱାରା ପାଚନ କ୍ରିୟାକୁ ଆହୁରି ସକ୍ରିୟ ହୋଇଥାଏ ।ଶରୀରରେ ଥିବା ମେଟାବଲିଜିମକୁ କମାଇବାରେ ଏହା ସାହାଯ୍ୟ କରିଥାଏ ।

ଉଷୁୂମ ପାଣି ପିଇବା ଦ୍ୱାରା ଏହା ରକ୍ତ ପ୍ରବାହ ପ୍ରତିବନ୍ଧକ ସାଜୁଥିବା ତତ୍ତ୍ୱକୁ ନଷ୍ଟ କରିଦିଏ । ଥଣ୍ଡାରୁ ନାକ ବନ୍ଦ କିମ୍ବା ତଣ୍ଟିରେ ଦରଜ ଅନୁଭୂତ ହେଉଥିଲେ ଉଷୁମ ପାଣି ପିଇଲେ ଆରାମ ଲାଗିଥାଏ । ଉଷୁମ ପାଣି ପିଇଲେ ପିତ୍ତ ଦୋଷ ଦୂର ହୋଇଥାଏ ।

ଉଷୁୂମ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଏହା କୁ ପିଇବା ଦ୍ଵାରା କୌଣସି ରୋଗ ମଧ୍ୟ ହୋଇ ନ ଥାଏ ।

ପଢନ୍ତୁ ;

ହିନ୍ଦୁଧର୍ମରେ ଭଗବାନଙ୍କୁ କେଉଁ ଫୁଲ ଅର୍ପଣ କରିଲେ କ’ଣ ଲାଭ ମିଳେ ଜାଣନ୍ତୁ 

Related posts

ଖରାଦିନେ ଶରୀର ସୁସ୍ଥ ରଖିବା ପାଇଁ ପିଅନ୍ତୁ ଏହି ଜୁସ

ENO Beuro

ବୈବାହିକ ଜୀବନର ସଫଳତା ପାଇଁ ତ୍ୟାଗର ଭୂମିକା କଣ ରହିଛି ? ଆସନ୍ତୁ ଜାଣିବା

ENO Beuro

ଅଣ୍ଡା ଖାଇବା ଆମ ଶରୀର ପାଇଁ କେତେ ଲାଭଦାୟକ ଓ କେତେ କ୍ଷତିକାରକ ଜାଣନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More