• Home
  • LIFESTYLE
  • କେଉଁ ସବୁ ରୋଗରୁ ଦୂରେଇ ରଖେ ଲାଲ୍ ଅଙ୍ଗୁର ଜାଣନ୍ତୁ?
LIFESTYLE

କେଉଁ ସବୁ ରୋଗରୁ ଦୂରେଇ ରଖେ ଲାଲ୍ ଅଙ୍ଗୁର ଜାଣନ୍ତୁ?

ଲାଲ ରଙ୍ଗର ଅଙ୍ଗୁର ଦେଖିବାକୁ ଯେତିକି ସୁନ୍ଦର ଶରୀର ପାଇଁ ମଧ୍ୟ ସେମିତି ଲାଭକାରୀ । ଏହି ଅଙ୍ଗୁରରେ ଭିଟାମିନ୍‌ ଭରି ରହିଛି । ଏଥିରେ ଆଣ୍ଟିଅକ୍ସିଟେଣ୍ଟ ମାତ୍ରା ଅଧିକ ରହିଛି। ଲାଲ୍ ଅଙ୍ଗୁର ଖାଇବା ଦ୍ୱାରା ଶରୀରକୁ ଭରପୂର ମାତ୍ରାରେ ପୋଷଣ ମିଳିଥାଏ । ଏହାସହ ଅନେକ ରୋଗରୁ ଶରୀରକୁ ରକ୍ଷା କରିଥାଏ ଏହାର ନିୟମିତ ସେବନ ।

ରୋଗରୁ ଦୂରେଇ ରଖେ ଲାଲ୍ ଅଙ୍ଗୁର :-

  • ରକ୍ତ ଚାପ ଜନିତ ସମସ୍ୟା ଥିଲେ ଲାଲ୍ ଅଙ୍ଗୁର ଖାଇବା ଆରମ୍ଭ କରିଦିଅନ୍ତୁ । ଏଥିରେ ଥିବା ପୋଟାସିୟମ ରକ୍ତ ଚାପ ଜିନତ ରୋଗରୁ ରକ୍ଷା କରିଥାଏ । ଯଦି ଶରୀରରେ ପୋଟାସିୟମ ମାତ୍ରା କମ୍ ଥାଏ ତା’ ହେଲେ  ରକ୍ତଚାପ ଜନିତ ସମସ୍ୟା ଦେଖାଦେଇଥାଏ।

grapes ଅଙ୍ଗୁର କେଉଁ ସବୁ ରୋଗରୁ ଦୂରେଇ ରଖେ ଲାଲ୍ ଅଙ୍ଗୁର ଜାଣନ୍ତୁ? grapes

  • ଲାଲ ଅଙ୍ଗୁରରେ ଥିବା ପୋଟାସିୟମ ଉଚ୍ଚ ରକ୍ତ ଚାପ ଆଶଙ୍କା କମ୍ କରିଥାଏ ।
  • ଲାଲ ଅଙ୍ଗୁର ତ୍ୱଚା ପାଇଁ ବହୁତ ଲାଭକାରୀ। ଏହା ତ୍ୱଚାକୁ ସୁସ୍ଥ ରଖିଥାଏ । ଏହାର ରେସବେରାଟ୍ରଲ ଗୁଣ ବ୍ରଣ ଠାରୁ ତ୍ୱଚାକୁ ଦୂରେଇ ରଖେ ।
  • ଲାଲ୍ ଅଙ୍ଗୁର ଆପଣଙ୍କୁ ଏଲଜର୍ଟିକ ସମସ୍ୟାରୁ ଦୂରେଇ ରଖେ। ଏହା ଭିତରେ ଥିବା କରବସେନାଟିନ୍ ଗୁଣ ଆଣ୍ଟି-ଇଫଲେମେଟ୍ରି ହୋଇଥାଏ। ଯାହା ଏଲର୍ଜିରୁ ଦୂରେଇ ରଖେ ।

 

ପଢନ୍ତୁ ;ନେଲ୍‌ ପଲିସ୍‌ ଲଗାଇବା ବେଳେ ଏହି ସବୁ କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ

Related posts

କେଉଁ ଭଳି ପୁଅମାନଙ୍କଠାରୁ ଝିଅମାନେ କାହିଁକି ଦୂରେଇ ରୁହନ୍ତି ଜାଣନ୍ତୁ

Krishna Kumar Manoj

ମେହେନ୍ଦୀ ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ଶରୀର ପାଇଁ ମଧ୍ୟ ଉପକାରୀ ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Krishna Kumar Manoj

କେବଳ ଜୁସ କି ସାଲାଡ ନୁହେଁ , ଅନେକ ରୋଗର ଔଷଧ ପାଇଁ ମଧ୍ୟ ଖୁବ ଦରକାରୀ ଏ ଫଳ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More