LIFESTYLE

ସ୍ୱାସ୍ଥ୍ୟ ପାଇଁ ଅମୃତ ସଦୃଶ ଦେଶୀ ଘିଅ, ଜାଣନ୍ତୁ ଏହାର ଉପକାରିତା

ଦେଶୀ ଘିଅ ମନୁଷ୍ୟ ଶରୀର ପାଇଁ ଅମୃତ ସଦୃଶ । ଏହା ଦେହ ପ୍ରତି ଅତ୍ୟନ୍ତ ହିତକର । ଖାଦ୍ୟକୁ ସୁରୁଚି ସମ୍ପର୍ଣ୍ଣ କରିବା ସହିତ ଶକ୍ତି ମଧ୍ୟ ଯୋଗାଇଥାଏ ଓ ଅନେକ ପ୍ରକାର ରୋଗରୁ ମଧ୍ୟ ରକ୍ଷା କରେ ଏହି ଦେଶୀ ଘିଅ ବା ଶୁଦ୍ଧ ଗାଈ ଘିଅ ।

·         ଏହା ଶରୀରକୁ ଶକ୍ତି ଯୋଗାଇବା ସହ ମୁଣ୍ଡକୁ ମଧ୍ୟ ସୁସ୍ଥ ରଖିଥାଏ ।

·         ଏହା ଶରୀରରେ ଥିବା ଅଦରକାରୀ ଜୀନିଷକୁ ବାହାରକୁ ବାହାର କରିଥାଏ ।

·         ଆମ ଶରୀରର ଆବଶ୍ୟକ ଅଙ୍ଗ ଯଥା, ଆଖି, କାନ, ଚର୍ମକୁ ସୁରକ୍ଷିତ ରଖିଥାଏ ।

·         ଏହା ସହ ଆମ ଶରୀର ଥିବା ମାଂସପେଷୀକୁ ମଧ୍ୟ ଶକ୍ତ କରିଥାଏ । ଯଦି ବା କୋଲେଷ୍ଟ୍ରଲ ପାଇଁ ସାବଧାନତା ଅବଲମ୍ବନ କରାଯାଏ ।  ତେବେ ଏହା ଶରୀର ପ୍ରତି ବେଶୀ ପ୍ରଭାବିତ କରିନ ଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି ।

·         ଦେଶୀ ଘିଅରେ ଭିଟାମିନ ଏ, ଡି, ଇ, ଏବଂ କେ ଭରପୁର ରହିଛି ।

·         ଶ୍ଵାସ ରୋଗରେ ପୀଡିତ ଥିଲେ ପ୍ରତିଦିନ ଖାଦ୍ୟରେ ଶୁଦ୍ଧ ଗାଈ ଘିଅ ବ୍ୟବହାର କରିବା ଭଲ । ରୋଗରୁ ଉପସମ ମିଳିଥାଏ । ଛେଳି ଘିଅ ଅତ୍ୟନ୍ତ ଭଲ ।

କେଉଁ ମାନଙ୍କ ପାଇଁ ଦେଶୀ ଘିଅ ବର୍ଜନୀୟ :-

·         ତେବେ ଆପଣ ଯଦି କୌଣସି ହୃଦଘାତ ଜନିତ ଅବା  ମେଦବହୁଳ ରୋଗରେ ଆକ୍ରାନ୍ତ ତେବେ ଏହି ଦେଶୀ ଘିଅକୁ ଖାଦ୍ୟରୁ ଏଡେଇବା ଆବଶ୍ୟକ ।

·         ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତି ପ୍ରତିଦିନ ୧୦ରୁ ୧୫ ଗ୍ରାମରୁ ଅଧିକ ଘିଅ ଖାଇବା ଉଚିତ ନୁହେଁ  ।

ମନୁଷ୍ୟ ସ୍ୱାସ୍ଥ୍ୟ ପାଇଁ ଅମୃତ ସଦୃଶ ଦେଶୀ ଘିଅ, ଜାଣନ୍ତୁ ଏହାର ଉପକାରିତା  ସ୍ୱାସ୍ଥ୍ୟ ପାଇଁ ଅମୃତ ସଦୃଶ ଦେଶୀ ଘିଅ, ଜାଣନ୍ତୁ ଏହାର ଉପକାରିତା

ପଢନ୍ତୁ, ଘରର କେଉଁ ସ୍ଥାନରେ କେଉଁ ଉପାୟ କଲେ ସୁଖ ସମୃଦ୍ଧି ବଜାୟ ରହିବ , ଆସନ୍ତୁ ଜାଣିବା

Related posts

ରୋଗ ନିୟନ୍ତ୍ରଣ କରେ ବରକୋଳି ,ଜାଣିବା ଏହାର ଉପକାରିତା

ENO Beuro

ରାତି ଅନିଦ୍ରା ରହିଲେ କ’ଣ ହୁଏ ଏବୋଂ ଏହାର ନିରାକାର ପାଇଁ କ’ଣ କରିବେ ଜାଣନ୍ତୁ

ENO Beuro

ଆବଶ୍ୟକତାଠୁଁ କମ୍‌ ଶୋଇଲେ ଏହା ଶରୀର ଉପରେ କଣ ପ୍ରଭାବ ପକାଇଥାଏ ? ଆସନ୍ତୁ ଜାଣିବା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More