• Home
  • LIFESTYLE
  • ଏମିତି ଏକ ସୁସ୍ଵାଦୁ ଫଳର ବୃକ୍ଷ , ଯେଉଁ ବୃକ୍ଷର ସଂପୂର୍ଣ୍ଣ ଅଂଶ ଔଷଧୀୟ ଗୁଣରେ ଭରପୁର
LIFESTYLE

ଏମିତି ଏକ ସୁସ୍ଵାଦୁ ଫଳର ବୃକ୍ଷ , ଯେଉଁ ବୃକ୍ଷର ସଂପୂର୍ଣ୍ଣ ଅଂଶ ଔଷଧୀୟ ଗୁଣରେ ଭରପୁର

ପିଜୁଳି ଏକ ଏମିତି ଫଳ ଯାହା ସ୍ଵାଦରେ ଭରା ଓ ସବୁସ୍ଥାନରେ ସହଜରେ ମଧ୍ୟ ମିଳିଯାଏ । କେତେକ ପିଜୁଳି ଗଛରେ ବର୍ଷସାରା ପିଜୁଳି ହୁଏ । ଡାକ୍ତରୀ ବିଜ୍ଞାନ ଅନୁସାରେ ଗୋଟିଏ ପିଜୁଳିରେ ୭ତ ସେଓ ପରିମାଣର ଭିଟାମିନ ରହିଛି । ପିଜୁଳିରେ ଭିଟାମିନ୍-ଏ, ସି, ପୋଟାସିୟମ୍ ଓ ଫ।ଇବର ଭରପୁର ହୋଇ ରହିଥାଏ। ଏ ତ ଗଲା ଫଳର କଥା , ଏହା ବ୍ୟତୀତ ପିଜୁଳି ଗଛ ଗୋଟେ ଏମିତି ଏକ ସୁସ୍ଵାଦୁ ଫଳର ବୃକ୍ଷ ଯାହାର ମୂଳଠାରୁ ଆରମ୍ଭ କରି ଡାଳ ପର୍ଯ୍ୟନ୍ତ ସବୁଥିରେ ଭରପୂର ହୋଇ ରହିଛି ଔଷଧୀୟ ଗୁଣ। ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ :-

  • ନିୟମିତ ପିଜୁଳି ଖାଇଲେ କ୍ୟାନସର ପରି ଭୟଙ୍କର ରୋଗ ବି ହୋଇନଥାଏ।
  • ପିଜୁଳି ଗଛର ପତ୍ର ବେଶ ଗୁଣକାରୀ। ଏହାକୁ ଶୁଖାଇ ଗୁଣ୍ଡ କରି କ୍ଷୀର ସହ ପିଇଲେ ଭଲ ନିଦ ହୋଇଥାଏ।
  • ପିଜୁଳି ପତ୍ରର କଅଁଳିଆ ପତ୍ରକୁ ବାଟି ମୁଣ୍ଡରେ ଲଗାଇଲେ ମୁଣ୍ଡବିନ୍ଧା ଭଲ ହୋଇଥାଏ।
  • କଫ ଦୋଷ ଥିଲେ ପିଜୁଳିକୁ ବିଟଲୁଣ ସହ ମିଶାଇ ଖାଆନ୍ତୁ।

ଏମିତି ଏକ ସୁସ୍ଵାଦୁ ଫଳର ବୃକ୍ଷ , ଯେଉଁ ବୃକ୍ଷର ସଂପୂର୍ଣ୍ଣ ଅଂଶ ଔଷଧୀୟ ଗୁଣରେ ଭରପୁର  ଏମିତି ଏକ ସୁସ୍ଵାଦୁ ଫଳର ବୃକ୍ଷ , ଯେଉଁ ବୃକ୍ଷର ସଂପୂର୍ଣ୍ଣ ଅଂଶ ଔଷଧୀୟ ଗୁଣରେ ଭରପୁର

ପଢନ୍ତୁ, ଏହି ସବୁ ସଙ୍କେତ ମିଳିଲେ ଜାଣିବେ ନିଶ୍ଚିତ ଭାବରେ ଧନପ୍ରାପ୍ତିର ଯୋଗ ରହିଛି

Related posts

ବଡି ବିଲଡିଂ ବନେଇବା ପାଇଁ ଏହି ଖାଦ୍ୟ ଖାଆନ୍ତୁ

Krishna Kumar Manoj

କାନରେ ବି ହେଇପାରେ କ୍ୟାନସର, ଜାଣିରଖନ୍ତୁ ଏହାର କିଛି ଲକ୍ଷଣ

Krishna Kumar Manoj

ଆସନ୍ତୁ ଜାଣିବା ପୁରୁଷଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ କଥା !

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More