• Home
  • LIFESTYLE
  • ଖରାଦିନେ ଜଲ୍‌ଜିରା ପାଣି ପିଇବା ଦ୍ଵାରା ଆମକୁ କେଉଁ ଫାଇଦା ମିଳିଥାଏ ଜାଣନ୍ତୁ ? 
LIFESTYLE

ଖରାଦିନେ ଜଲ୍‌ଜିରା ପାଣି ପିଇବା ଦ୍ଵାରା ଆମକୁ କେଉଁ ଫାଇଦା ମିଳିଥାଏ ଜାଣନ୍ତୁ ? 

ଖରାଦିନ ଆସିଲେ ସାଧାରଣତଃ ଥଣ୍ଡା ପାନୀୟ ପିଇବାକୁ ସମସ୍ତଙ୍କ ମନ ବଳିଥାଏ । ଏହି ସମୟରେ ଯେଉଁମାନେ ଜଲ୍‌ଜିରା ଭଳି ଥଣ୍ଡା ପାନୀୟ ସେବନ କରନ୍ତି ତାହା ସେମାନଙ୍କ ଅଜାଣତରେ ସ୍ବାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ। ଖରାଦିନେ ଶରୀରରେ ଜଳୀୟ ଅଂଶ କମି ଯାଉଥିବା ବେଳେ ଜଲ୍‌ଜିରା ଏହାକୁ ପୂରଣ କରିଥାଏ ।

ଜଲ୍‌ଜିରାର ଉପକାରିତା :-

  • ଜଲ୍‌ଜିରା ସ୍ବାସ୍ଥ୍ୟ ପାଇଁ ଏକ ହିତକର ପାନୀୟ । ଏହାକୁ ଖରାଦିନେ ନିୟମିତ ପିଇଲେ ଆମେ ଅନେକ ସମସ୍ୟାଠାରୁ ଦୂରେଇ ରହିପାରିବା ।
  • ଖରାଦିନେ ଜଲ୍‌ଜିରା ପିଇବା ଦ୍ଵାରା ପେଟ ଦୋଷ ଦୂର ହୋଇଥାଏ ।
  • ଗ୍ୟାସ ସମସ୍ୟା ଭୋଗୁଥିବା ବ୍ୟକ୍ତି ନିୟମିତ ଭାବେ ଜଲ୍‌ଜିରା ସେବନ କଲେ ଏହି ସମସ୍ୟା ଦୂର ହୋଇଥାଏ ।
  • ଡିହାଇଡ୍ରେସନ୍‌ ହେଉଥିଲେ ଜଲ୍‌ଜିରା ପିଅନ୍ତୁ। ଏହା ତୁରନ୍ତ ଠିକ୍‌ ହୋଇଯିବ ।
  • ସବୁଠାରୁ ବଡକଥା ହେଲା ମୋଟାପା ବା ମେଦବହୁଳତାରେ ଏହା ଭଲ କାମ କରିଥାଏ । ନିୟମିତ ଏହାର ସେବନରେ ଶରୀରରୁ ଚର୍ବି ଅଂଶ କମିଯାଇଥାଏ ।
  • ରକ୍ତହୀନତା ରୋଗରେ ପୀଡିତ ଥିବା ବ୍ୟକ୍ତିମାନେ ଖରାଦିନେ ଜଲ୍‌ ଜିରା ପିଇଲେ ଲାଭ ମିଳିଥାଏ ।
  • ଖରାଦିନେ ଜଲ୍‌ଜିରା ପିଇବା ଦ୍ଵାରା ଶରୀର ସୁସ୍ଥ ରହିଥାଏ ।
  • ଗରମ ଦିନରେ ଆପଣ ପେଟ ଥଣ୍ଡା ପାଇଁ ଜଲ୍‌ଜିରା କୁ ମଧ୍ୟ ବ୍ୟବହାର କରିପାରିବେ ।

ଖରାଦିନେ ଜଲ୍‌ଜିରା ପାଣି ପିଇବା ଦ୍ଵାରା ଆମକୁ କେଉଁ ଫାଇଦା ମିଳିଥାଏ ଜାଣନ୍ତୁ ?  jaljeera water 1

ପଢନ୍ତୁ ;

ଗରମ ଦିନେ ଫେସ୍‌ର ଇନ୍‌ଷ୍ଟାଣ୍ଟ ଗ୍ଲୋ ପାଇଁ ଆପଣାନ୍ତୁ ଏହି ଉପାୟ

Related posts

ସାପ କାମୁଡାର ଶିକାର କେବେ ହୋଇଛନ୍ତି କି ? ଡାକ୍ତରଖାନା ଯିବା ପୂର୍ବରୁ ଆପଣାନ୍ତୁ ଏହି ଉପାୟ

Krishna Kumar Manoj

ଯଦି ଆପଣ ବି ରାତିରେ କେଶ ସଫା କରୁଛନ୍ତି , ତେବେ ସାବଧାନ ହୋଇଯାଆନ୍ତୁ

Krishna Kumar Manoj

ସାକ୍ଷାତକାର ରେ ସଫଳତା ପାଇବା ପାଇଁ ଆପଣାନ୍ତୁ କେତେକ ଗୁରୁତ୍ୱପୂର୍ଣ୍ଣ କଥା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More