• Home
  • LIFESTYLE
  • ବିଶେଷଜ୍ଞଙ୍କ ମତ : ମଧୁମେହ ରୋଗୀଙ୍କ ପାଇଁ ଭେଣ୍ଡି କେତେ ଉପଯୋଗୀ ଜାଣନ୍ତୁ
LIFESTYLE

ବିଶେଷଜ୍ଞଙ୍କ ମତ : ମଧୁମେହ ରୋଗୀଙ୍କ ପାଇଁ ଭେଣ୍ଡି କେତେ ଉପଯୋଗୀ ଜାଣନ୍ତୁ

ଭେଣ୍ଡିର ଉପକାରିତା

ସବୁଜ ପନିପରିବା ତାଲିକାରେ ରହିଥିବା ପରିବାଟି ହେଉଛି ଭେଣ୍ଡି । ଏହି ପାରିବାକୁ ନେଇ ବିଭିନ୍ନ ପ୍ରକାର ସୁଆଦିଆ ବ୍ୟଞ୍ଜନ ବେଶ୍ ସହଜରେ ପ୍ରସ୍ତୁତ ହୋଇପାରିବ । ବିଶେଷଜ୍ଞଙ୍କ ମତ ଅନୁସାରେ ମଧୁମେହ ରୋଗୀଙ୍କ ନିମନ୍ତେ ଏହା ଏକ ଔଷଧୀୟ ଖାଦ୍ୟ । ଏହାକୁ ଅନ୍ତତଃ ସପ୍ତାହକୁ ୩ ରୁ ୪ଥର ଭେଣ୍ଡି ଖାଇବା ମଧୁମେହ ରୋଗୀଙ୍କ ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ ।

ଭେଣ୍ଡିରେ ଫାଇବର୍ ପ୍ରଚୁର ପରିମାଣରେ ଥିବାରୁ ତାହା ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରେ । ଏହା ସହ ଭେଣ୍ଡି ନିୟମିତ ଖାଇଲେ ପାଚନ କ୍ରିୟା ଉତ୍ତମ ହେବା ସହ ଅମ୍ଳ ହେବାର ଆଶଙ୍କା ଖୁବ୍ କମ୍ ।

ପ୍ରଚୁର ପରିମାଣରେ ପୋଷକତତ୍ତ୍ବ ଭରପୂର ଭେଣ୍ଡିରେ ଭିଟାମିନ୍ ସି ଆବଶ୍ୟକ ପରିମାଣରେ ଅଛି । ଏଣୁ ପିଲା ଠାରୁ ବୟସ୍କ ପ୍ରତ୍ୟହ ଭେଣ୍ଡି ଖାଇବା ଲାଭକାରୀ । ବିଶେଷ କରି ମଧୁମେହ ରୋଗୀଙ୍କ ପାଇଁ ଏହା ବେଶ ଲାଭ ଦାୟକ ।

ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥିବା ଭେଣ୍ଡି ଶରୀରକୁ ଶକ୍ତି ଯୋଗାଇବା ସହ ରୋଗପ୍ରତିରୋଧକ ଶକ୍ତି ବଢ଼ାଏ । ଦୈନିକ ଆହାରରେ ଏହାକୁ ସାମିଲ କଲେ କର୍କଟ ଆକ୍ରାନ୍ତ କରିବାର ଭୟ କମ୍ ରହିଛି ।ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଲୋକେ ମଧ୍ୟ ଭେଣ୍ଡି ପ୍ରସ୍ତୁତ ବ୍ୟଞ୍ଜନ ଖାଇବା ଉଚିତ ।

ବିଶେଷଜ୍ଞଙ୍କ ମତ : ମଧୁମେହ ରୋଗୀଙ୍କ ପାଇଁ ଭେଣ୍ଡି କେତେ ଉପଯୋଗୀ ଜାଣନ୍ତୁ lady finger

ପଢନ୍ତୁ ;

ଆପଣ ପ୍ରେମରେ ପଡିଛନ୍ତି କି ? ତେବେ ଏହି ସବୁ କଥା ଉପରେ ଧ୍ୟାନ ଦିଅନ୍ତୁ

Related posts

ଆସନ୍ତୁ ଜାଣିବା ବ୍ରେଡ ଖାଇବା ଦ୍ଵାରା କେଉଁ ସମସ୍ୟା ଦେଖା ଦେଇଥାଏ

Krishna Kumar Manoj

ଧନତେରାସ ରେ ଭୁଲରେ ବି କିଣନ୍ତୁନି ଏସବୁ ଜିନିଷ, ହେଇପାରେ ସମସ୍ୟା

Krishna Kumar Manoj

କର୍କଟ ରୋଗରୁ ପାଇପାରିବେ ମୁକ୍ତି ,ଯଦି ଆପଣ ଖାଦ୍ୟରେ ସାମିଲ କରିବେ ଏହି ୪ ଟି ଜିନିଷ

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More