• Home
  • LIFESTYLE
  • ଖରାଦିନେ ଲେମ୍ବୁ-ପୋଦିନା ସର୍ବତ ପିଇବା ଶରୀର ପାଇଁ କେତେ ଉପକାରୀ ଜାଣନ୍ତୁ ?
LIFESTYLE

ଖରାଦିନେ ଲେମ୍ବୁ-ପୋଦିନା ସର୍ବତ ପିଇବା ଶରୀର ପାଇଁ କେତେ ଉପକାରୀ ଜାଣନ୍ତୁ ?

ବାହାରକୁ ବାହାରିଲେ ଖରାଦିନେ ଶୋଷ ମେଣ୍ଟାଇବା ପାଇଁ ଲୋକମାନେ ମୃଦ୍ୟୁପାନୀୟର ସାହାରା ନିଅନ୍ତି। ଏଥିରେ କେମିକାଲ ଥିବାରୁ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। କେମିକାଲ୍ ଅପେକ୍ଷା ପ୍ରାକୃତିକ ମୃଦ୍ୟୁପାନୀୟ ଲେମ୍ବୁ-ଚିନି ଓ ପୋଦିନା ସର୍ବତ ଶରୀର ପାଇଁ ଲାଭଦାୟକ ହୋଇଥାଏ ।ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହେବା ହୋଇଥାଏ ।

ଲେମ୍ବୁ-ପୋଦିନା ସର୍ବତର ଉପକାରିତା :-

  • ଲେମ୍ବୁ ପାଣି ହଜମ ପ୍ରକିୟାରେ ସହାୟକ ହୁଏ । ଏହାସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ମଧ୍ୟ ସାହାଯ୍ୟ କରେ ।
  • ଖରା ତାତିରେ ଜଳାପୋଡ଼ାକୁ ଲେମ୍ବୁ କମ୍ କରେ ।ଏହାଛଡ଼ା ଜଳୀୟଅଂଶକୁ ମଧ୍ୟ ବଢ଼ାଇ ଥାଏ ।
  • ପୋଦିନା ହଜମ ପ୍ରକିୟାକୁ ତ୍ଵରାନ୍ଵିତ କରିବାରେ ସହାୟକ ହୋଇଥାଏ ।
  • ବଦହଜମରୁ ଲେମ୍ବୁ ପାଣି ରକ୍ଷା କରେ ।
  • ଲେମ୍ବୁ ରସକୁ ଗରମ ପାଣିରେ ମିଶାଇ ପିଇଲେ ଓଜନ କମେ ।
  • ସର୍ବତ ପିଇବା ସମୟରେ ଗ୍ଲାସକୁ ପ୍ରଥମେ ଲକ୍ଷ୍ୟ କରନ୍ତୁ ଏହା ସଫା ଅଛି କି ନାହିଁ ଦେଖନ୍ତୁ । ଯଦି ଗ୍ଲାସ୍ ସଫା ଅଛି ତେବେ ପିଅନ୍ତୁ । ନଚେତ୍ ସଫା କରି ସର୍ବତ ଦେବାକୁ ଦୋକାନୀକୁ କୁହନ୍ତୁ ।
  • ପ୍ଲାଷ୍ଟିକ୍ ଗ୍ଲାସରୁ ଦୂରେଇ ରୁହନ୍ତୁ। କାଚ କିମ୍ବା ଷ୍ଟିଲ୍ ଗ୍ଲାସରେ ସର୍ବତ ପିଅନ୍ତୁ । ଦୋକାନୀ କାହା ସାହାଯ୍ୟରେ ସର୍ବତକୁ ମାଠିଆରୁ କାଢ଼ୁଛନ୍ତି ତାହା ଲକ୍ଷ୍ୟ କରନ୍ତୁ।

ଖରାଦିନେ ଲେମ୍ବୁ-ପୋଦିନା ସର୍ବତ ପିଇବା ଶରୀର ପାଇଁ କେତେ ଉପକାରୀ ଜାଣନ୍ତୁ ? juice 1

ପଢନ୍ତୁ ;

ପାଟଣାଗଡ ପାର୍ସଲ ବୋମା ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ ବୁଲେଟ୍ ରାଜା ‘ ର ପ୍ରେସ୍ ମିଟ୍

Related posts

ଆପଣ ଜାଣିଛନ୍ତି କି ? ତମ୍ବା ବାସନରେ ପାଣି ପିଇବା ଦ୍ଵାରା ମିଳିଥାଏ ଅନେକ ଫାଇଦା! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

Krishna Kumar Manoj

ଗରମ ଦିନେ କେଉଁ କାରଣରୁ ଓଜନ ବଢିଥାଏ ଜାଣନ୍ତୁ ? କେମିତି କରିବେ ଓଜନ ନିୟନ୍ତ୍ରଣ

Krishna Kumar Manoj

ଘିମିରି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More