LIFESTYLE

ଜାଣନ୍ତୁ କାଗେଜି ଲେମ୍ବୁର ଉପକାରୀ ଗୁଣ ବିଷୟରେ !

ମୋଟାପଣ ଦୂର କରେ କଗେଜି ଲେମ୍ବୁ

କଗେଜି ଲେମ୍ବୁ ଆମ ଶରୀର ପାଇଁ ବେସ ଉପଜିଗୀ  । କାଗେଜି ଲେମ୍ବୁରେ ଖାଲି ସ୍ୱାଦିଷ୍ଟ ସର୍ବତ ହୁଏ ନାହିଁ, ଏହା ବିଭିନ୍ନ ରୋଗ ପାଇଁ ମଧ୍ୟ ଉପକାରୀ ସାବ୍ୟସ୍ତ ହୋଇଥାଏ । ମୁଣ୍ଡବିନ୍ଧା, କେଶ ସମସ୍ୟା, ପେଟ କାମୁଡ଼ିବା, ବାନ୍ତି ଭଳି ରୋଗ ପାଇଁ ବରଦାନ ସଦୃଶ ହୋଇଥାଏ କାଗେଜି ଲେମ୍ବୁ ।

କାଗେଜି ଲେମ୍ବୁର ଉପକାରୀତା :-

  • ସକାଳେ ଖାଲିପେଟରେ ଉଷୁମ ପାଣିରେ ୨ ଚାମଚ ଲେମ୍ବୁରସ ଓ ଏକ ଚାମଚ ମହୁ ମିଶାଇ ପିଇଲେ କିଛିଦିନରେ ମୋଟାପଣ ଦୂର ହୋଇଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ଵାରା ମୋଟପଣ ଦୂର ହୋଇଥାଏ ।
  • ଲେମ୍ବୁକୁ ଦୁଇଫାଳ କରି କାଟି ନିଆଁରେ ସେକି କାନମୁଣ୍ଡାରେ ସେକ ଦେଲେ କିଛି ସମୟରେ ମୁଣ୍ଡ ବିନ୍ଧା ଭଲ ହୋଇଯାଏ ।
  • ଉଷୁମ ପାଣିରେ ଲେମ୍ବୁରସ ଓ ମିଶ୍ରିଗୁଣ୍ଡ ମିଶାଇ ସକାଳେ ଓ ସନ୍ଧ୍ୟାରେ ପିଇଲେ ଯକୃତ ରୋଗରେ ଲାଭ ମିଳିଥାଏ ।
  • ଖାଇଲା ପରେ ବାନ୍ତି ହେଉଥିଲେ ଲେମ୍ବୁ ସର୍ବତ ପିଇଲେ ବାନ୍ତି ଦୂର ହୁଏ ।
  • ଉଷୁମ ପାଣିରେ ଲେମ୍ବୁରସ ଓ ମିଶ୍ରିଗୁଣ୍ଡ ମିଶାଇ ସକାଳେ ଓ ସନ୍ଧ୍ୟାରେ ପିଇଲେ ଯକୃତ ରୋଗରେ ଲାଭ ମିଳିଥାଏ ।

ପଢନ୍ତୁ ;

ପାଳଙ୍ଗ ଶାଗ ଖାଇବାକୁ ଯେତିକି ସ୍ୱାଦିଷ୍ଟ, ଶରୀର ପାଇଁ ସେତିକି ସ୍ୱାସ୍ଥ୍ୟପ୍ରଦ ! ଜାଣନ୍ତୁ ପାଳଙ୍ଗ ଶାଗର ଉପକାରିତା

Related posts

ଆପଣଙ୍କ ଦାନ୍ତ ହଳଦିଆ ପଡିଯାଉଛି କି ? ଦାନ୍ତରେ ନୂଆ ଚମକ ଆଣିବାକୁ ଆପଣାନ୍ତୁ ଏହି ଘରୋଇ ଟିପ୍ସ

ENO Beuro

ଆସୁଛି ନବରାତ୍ରି, ଆସନ୍ତୁ ଜାଣିବା ନବରାତ୍ରିରେ ମା’ ଦୁର୍ଗା ଙ୍କୁ କିପରି କରିବେ ଆରାଧନା

ENO Beuro

ଓଜନ ବଢାଇବାରେ ସାହାଯ୍ୟ କରିଥାଏ ସୋୟାବିନ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ENO Beuro

1 comment

Leave a Comment