LIFESTYLE

ଖରାଦିନେ ଲିଚୁ ଖାଇବା ସ୍ୱାସ୍ଥ୍ୟପ୍ରତି ହିତକର ! ଜାଣନ୍ତୁ ଏହାର ଉପକାରିତା

ଖରାଦିନେ ମିଳୁଥିବା ବିଭିନ୍ନ ଫଳ ଭିତରେ ଲିଚୁର ସ୍ୱତନ୍ତ୍ର ସ୍ଥାନ ରହିଛି। ଏହା ସ୍ୱାଦେର ଯେମିତି ରସାଳ ଓ ମିଠା। ଶରୀର ପାଇଁ ସେହିଭଳି ଉପକାରୀ ମଧ୍ୟ । କାର୍ବୋହାଇଡ୍ରେଟ୍ , ଭିଟାମିନ୍ ଏ , ସି ଓ ବି କମ୍ପେ୍ଲକ୍ସରେ ଭରପୂର ଲିଚୁରେ ପଟାସିୟମ, କ୍ୟାଲସିୟମ୍ , ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ଆଇରନ୍ ଭଳି ପୋଷକତତ୍ତ୍ୱ ମଧ୍ୟ ରହିଛି ।

ଲିଚୁର ଉପକାରିତା :-

  • ଆଜମା ଭଳି ରୋଗରୁ ଉପଶମ ପାଇବା ପାଇଁ ଲିଚୁକୁ ପ୍ରତିଦିନ ଖାଆନ୍ତୁ , ଆପଣ ନିଜେ ଜାଣି ପାରିବେ ଏହାର ଫରକ ।
  • ଲିଚୁ ବିଟା କ୍ୟାରୋଟିନରେ ଭରପୂର ହୋଇଥିବାରୁ ଏହାକୁ ଖାଇଲେ ଶରୀର ଉପରେ ତାହାର ଅନୁକୂଳ ପ୍ରଭାବ ପଡିଥାଏ । ଏହି କାରଣରୁ ହୃଦରୋଗ ହେବା ଆଶଙ୍କା ହ୍ରାସପାଏ ।
  • ଲିଚୁ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ଅନେକାଂଶରେ ମୁକ୍ତି ମିଳିଥାଏ । ଏହା ସହ ମେଦବହୁଳତା ଦୂର ନିମନ୍ତେ ଲୁଚିକୁ ଖାଦ୍ୟରେ ବ୍ୟବହାର କରାଯାଇପାରିବ ।
  • କ୍ୟାନସର କୋଷିକାଗୁଡିକର ବୃଦ୍ଧିକୁ ଲିଚୁ ରୋକିଥାଏ । ତେଣୁ ଏହାଦ୍ୱାରା କ୍ୟାନସର ହେବା ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ ।
  • ଏହା ଶରୀରର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ ।

ପଢନ୍ତୁ ;

ହାତ ଗୋଡ ଝିମ ଝିମ ହେଇଯାଉଛି କି? ଜାଣିରଖନ୍ତୁ ଏହାର ଉପଚାର

Related posts

ଧନିଆ ପତ୍ରରେ ଅଛି ଔଷଧିୟ ଗୁଣ,ଆସନ୍ତୁ ଜାଣିବା

ENO Beuro

ଧନତେରାସ ରେ ଭୁଲରେ ବି କିଣନ୍ତୁନି ଏସବୁ ଜିନିଷ, ହେଇପାରେ ସମସ୍ୟା

ENO Beuro

ପ୍ରତିଦିନ ସକାଳ ଜଳଖିଆ ରେ ଗୋଟିଏ ସେଓ ଖାନ୍ତୁ ଓ ଶରୀରକୁ ସୁସ୍ଥ ରଖନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More