ଆସନ୍ତୁ ଜାଣିବା ଆମ୍ୱ ଟାକୁଆର ଉପକାରୀତା

ଆମ୍ୱ ହେଉଛି ଫଳ ଭିତରେ ରାଜା। ସାଧାରଣତଃ ଆମ୍ୱ ଖାଇବାକୁ ସମସ୍ତେ ଭଲ ପାଆନ୍ତି । ଏହାର ସ୍ୱାଦ ଯେତିକି ମଧୁର ଏହାର ଟାକୁଆ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ସେତିକି ଲାଭକାରୀ । ତା’ହେଲେ ଆସନ୍ତୁ ଜାଣିବା ଆମ୍ୱ ଟାକୁଆରେ କ’ଣ ସବୁ ଭରି ରହିଛି ଔଷଧୀୟ ଗୁଣ ?

ଆମ୍ୱ ଟାକୁଆର ଉପକାରୀତା :-

  • ଯଦି ଆପଣଙ୍କ ମୁଣ୍ଡରେ ଉଙ୍କୁଣୀ ରହିଛି ଆମ୍ୱ ଟାକୁଆକୁ ଗୁଣ୍ଡ କରି ଏଥିରେ ଲେମ୍ୱୁ ରସ ମିଶାଇ ମୁଣ୍ଡରେ ଲଗାନ୍ତୁ। ଏହାଦ୍ୱାରା ଉଙ୍କୁଣୀ ମରି ଯିବେ ।
  • ଆମ୍ୱ ଟାକୁଆ ସେବନ ଦ୍ୱାରା କୋଲେଷ୍ଟ୍ରରଲ ସ୍ତରକୁ ନିୟନ୍ତ୍ରିତ କରିଥାଏ। ଏହା ରକ୍ତ ସଞ୍ଚାଳନକୁ ଠିକ୍‌ କରି ଖରାପ କୋଲେଷ୍ଟ୍ରରଲ ସ୍ତରକୁ ଠିକ୍ କରିବାରେ ସହାୟକ ହୋଇଥାଏ।
  • ଆମ୍ୱ ଟାକୁଆ, ଶୁଖିଲା ବେଲ ଓ ମିଶ୍ରି ସମାନ ଅନୁପାତରେ ବାଟି ଦିଅନ୍ତୁ । ଏହାପରେ ଦିନରେ ୨ ଚାମଚ ତନିଥର ଖାଇବା ଦ୍ୱାରା  ଝାଡାବାନ୍ତିରୁ ମୁକ୍ତି ପାଇବେ ।
  • ଏହାକୁ ଅଳ୍ପ ମାତ୍ରାରେ ଖାଇବା ଦ୍ୱାରା  ଉଚ୍ଚ ରକ୍ତଚାପ ଜିନିତ ସମସ୍ୟାରୁ ରକ୍ଷା ମିଳିଥାଏ। ଏହାର ବ୍ୟବହାର ହୃଦ୍‌ରୋଗକୁ ମଧ୍ୟ ରକ୍ଷା କରେ ।

ପଢନ୍ତୁ ;

ଧୋନୀ-ରାୟଡୁଙ୍କ ବିସ୍ଫୋରକ ବ୍ୟାଟିଂ, ଛକା ମାରି ଜିତାଇଲେ ଧୋନୀ

ଯଦି ଆପଣଙ୍କ ମୁଣ୍ଡରେ ଉଙ୍କୁଣୀ ରହିଛି ଆମ୍ୱ ଟାକୁଆକୁ ଗୁଣ୍ଡ କରି ଏଥିରେ ଲେମ୍ୱୁ ରସ ମିଶାଇ ମୁଣ୍ଡରେ ଲଗାନ୍ତୁ - 91%

91%

ଏହାକୁ ଅଳ୍ପ ମାତ୍ରାରେ ଖାଇବା ଦ୍ୱାରା  ଉଚ୍ଚ ରକ୍ତଚାପ ଜିନିତ ସମସ୍ୟାରୁ ରକ୍ଷା ମିଳିଥାଏ - 88%

88%
89.5%

Very Good!

ଆସନ୍ତୁ ଜାଣିବା ଆମ୍ୱ ଟାକୁଆର ଉପକାରୀତା

ଆମ୍ୱ ହେଉଛି ଫଳ ଭିତରେ ରାଜା। ସାଧାରଣତଃ ଆମ୍ୱ ଖାଇବାକୁ ସମସ୍ତେ ଭଲ ପାଆନ୍ତି । ଏହାର ସ୍ୱାଦ ଯେତିକି ମଧୁର ଏହାର ଟାକୁଆ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ସେତିକି ଲାଭକାରୀ । ତା’ହେଲେ ଆସନ୍ତୁ ଜାଣିବା ଆମ୍ୱ ଟାକୁଆରେ କ’ଣ ସବୁ ଭରି ରହିଛି ଔଷଧୀୟ ଗୁଣ ?

No Votes Yet

You're not rated yet