LIFESTYLE

ସୌନ୍ଦର୍ଜ୍ୟ ବୃଦ୍ଧିରେ ସହାୟ ମେହେନ୍ଦୀ ବା ହେନା ସ୍ୱାସ୍ଥ୍ୟ ପକ୍ଷେ କେତେ ହିତକର ଆସନ୍ତୁ ଜାଣିବା

ସୌନ୍ଦର୍ଜ୍ୟ ବୃଦ୍ଧିରେ ସହାୟ ମେହେନ୍ଦୀ ସ୍ୱାସ୍ଥ୍ୟ ପକ୍ଷେ କେତେ ହିତକର ଆସନ୍ତୁ ଜାଣିବା

ସାଧାରଣତଃ ମେହେନ୍ଦୀ ଝିଅମାନଙ୍କର ଖୁବ ପସନ୍ଦ । ହାତର ସୌନ୍ଦର୍ଜ୍ୟ ବଢେବାରେ ଏହା ଖୁବ ସହାୟ ହେଇଥାଏ । ସୌନ୍ଦର୍ଜ୍ୟ ବୃଦ୍ଧି ସହ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଉପକାରୀ । ମେହେନ୍ଦୀ ବା ହେନା ସ୍ୱାସ୍ଥ୍ୟ ପକ୍ଷେ କେତେ ହିତକର ଆସନ୍ତୁ ଜାଣିବା ।

  • ହେନା ଗଛର ପତ୍ର ଉଚ୍ଚ ରକ୍ତଚାପ କମ୍ କରିବାରେ ସାହାଯ୍ୟ କରେ। ମେହେନ୍ଦି ପତ୍ରକୁ ବାଟି ହାତ ଓ ତଳିପାଦରେ ଲଗାନ୍ତୁ। ଏପରି କଲେ ଉଚ୍ଚ ରକ୍ତଚାପରୁ ଆରାମ ମିଳେ।
  • ମେହେନ୍ଦୀ ଓ ଜଡ଼ାଗଛର ପତ୍ରକୁ ସମାନ ପରିମାଣରେ ବାଟି ଦିଅନ୍ତୁ। ଏହି ମିଶ୍ରଣକୁ ଆଣ୍ଠୁଗଣ୍ଠିରେ ଲଗାନ୍ତୁ। ଆପଣ ଆରାମ ଅନୁଭବ କରିବେ।
  • କେଶ ଝଡୁଥିଲେ, ରୂପୀ ସମସ୍ୟା ଥିଲେ କିମ୍ବା ମୁଣ୍ଡ ଚର୍ମ କୁଣ୍ଡାଇ ହେଉଥିଲେ ହେନା ପତ୍ରକୁ ବାଟି ଲଗାଇଲେ ଏଥିରୁ ଉପସମ ମିଳେ ।
  • ଚର୍ମ ସମ୍ବଧୀୟ କୌଣସି ରୋଗ ଥିଲେ, ମେହେନ୍ଦି ଗଛର ଛାଲିକୁ ପାଣିରେ ସିଝାଇ କିଛିଦିନ ପିଇଲେ ଲାଭ ମିଳିଥାଏ ।
  • ମାଇଗ୍ରେନ୍ ଯୋଗୁଁ ହେଉଥିବା ଯନ୍ତ୍ରଣାରୁ ମେହେନ୍ଦି ଆରାମ ଦିଏ। ଯଦି ଆପଣ ବି ଏହି ଯନ୍ତ୍ରଣା ଭୋଗୁଛନ୍ତି, ୨୦୦ ଗ୍ରାମ ପାଣିରେ ୧୦୦ ଗ୍ରାମ ମେହେନ୍ଦି ପତ୍ରକୁ ଗୁଣ୍ଡ କରି ଭିଜାଇ ଦିଅନ୍ତୁ। ସକାଳେ ସେହି ପାଣିକୁ ଛାଣି ପିଅନ୍ତୁ। ଏଭଳି କଲେ ମାଇଗ୍ରେନ୍ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ।

ସୌନ୍ଦର୍ଜ୍ୟ ବୃଦ୍ଧିରେ ସହାୟ ମେହେନ୍ଦୀ ସ୍ୱାସ୍ଥ୍ୟ ପକ୍ଷେ କେତେ ହିତକର ଆସନ୍ତୁ ଜାଣିବା

ଓଡିଆ ସିନେମା ଏମିତି ବି ହେଇପାରେ ବିଷୟରେ ଯାଣନ୍ତୁ

Related posts

ଜିରା ପାଣି ପିଇବା ଦ୍ଵାରା ନିୟନ୍ତ୍ରଣ ହୋଇଥାଏ ଉଚ୍ଚ ରକ୍ତଚାପ ! ଜାଣନ୍ତୁ ଏହି ପାଣିରେ ଥିବା ଉପକାରୀ ଗୁଣ ସମ୍ପର୍କରେ

ENO Beuro

କେଉଁ ସବୁ ଖାଦ୍ୟ ଖାଇଲେ ଚେହେରା ଓ ଶରୀରରେ ଆସିଥାଏ ଚମତ୍କାର ପରିବର୍ତ୍ତନ! ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ଖରାଦିନେ ଲିଚୁ ଖାଇବା ସ୍ୱାସ୍ଥ୍ୟପ୍ରତି ହିତକର ! ଜାଣନ୍ତୁ ଏହାର ଉପକାରିତା

ENO Beuro

Leave a Comment