February 22, 2019

ସକାଳ ଜଳଖିଆ କୁ ଗୁରୁତ୍ଵ ଦିଅନ୍ତୁ ଓ ଜାଣନ୍ତୁ ଏହା ଶରୀର ପାଇଁ କେତେ ଉପକାରୀ

ସକାଳ ଜଳଖିଆ କୁ ଗୁରୁତ୍ଵ ଦିଅନ୍ତୁ ଓ ଜାଣନ୍ତୁ ଏହା ଶରୀର ପାଇଁ କେତେ ଉପକାରୀ

ଅଧିକାଂଶ ସକାଳ ଜଳଖିଆକୁ ଗୁରୁତ୍ୱ ଦିଅନ୍ତି ନାହିଁ । କିଏ ସକାଳେ ଜଳଖିଆ ଖାଇବା ପସନ୍ଦ କରୁ ନଥିବା ବେଳେ ଆଉ କିଏ କାମ ବ୍ୟସ୍ତତାରେ ଟିକେ ଖାଇଥାନ୍ତି। କିନ୍ତୁ ସକାଳ ଜଳଖିଆ ଶରୀର ପାଇଁ ବହୁତ ଦରକାରୀ । ସକାଳର ଜଳଖିଆ ଓ  ମଧ୍ୟାହ୍ନ ଭୋଜନ ମଧ୍ୟରେ ଲମ୍ୱା ବ୍ୟବଧାନ ରହିଥାଏ। ତେଣୁ ସକାଳେ ଜଳଖିଆ ନିହାତି ଆବଶ୍ୟକ।ଭୋକ ଲାଗୁ କି ନଲାଗୁ ସକାଳେ ଜଳଖିଆ ଆଦୌ ଛାଡ଼ିବା ଉଚିତ ନୁହେଁ ଏବୋଂ ଏହି ସମୟରେ ପେଟପୂରା ଖାଦ୍ୟ ଖାଇବା ଉଚିତ । ସକାଳେ ଜଳଖିଆ ଖାଇଲେ କଣ ଉପକାର ମିଳେ ଆସନ୍ତୁ ଜାଣିବା ।

୧: ସକାଳେ ସ୍ୱାସ୍ଥ୍ୟକର ଜଳଖିଆ ଖାଇବା ଦ୍ୱାରା  ଆପଣ ଦିନସାରା ସତେଜ ଅନୁଭବ କରିବେ ଓ ଶରୀର ସୁସ୍ଥ ରହେ ।

୨: ପ୍ରତିଦିନ ସକାଳେ ଜଳଖିଆ ଖାଉ ନଥିବା ଲୋକଙ୍କ ଓଜନ ବଢ଼ିବାର ଆଶଙ୍କା ଅଧିକ ଥାଏ। ।

୩: ଅତ୍ୟଧିକ ଓଜନ ଏବଂ ସଠିକ ବ୍ୟାୟାମ ଅଭାବରୁ ୯୦ ପ୍ରତିଶତ ଲୋକ ଡାଏବେଟିସରେ ପୀଡ଼ିତ ହୋଇଥାନ୍ତି।  ପ୍ରତିଦିନ ଜଳଖିଆ ନକରିବା ଲୋକଙ୍କ କ୍ଷେତ୍ରରେ ଏହାର ଆଶଙ୍କା ଅଧିକ ରହିଥାଏ।

୪: ନିୟମିତ ସ୍ୱାସ୍ଥ୍ୟକର ଜଳଖିଆ ଖାଇବା ଦ୍ୱାରା ହୃଦଘାତ ପରି ସମସ୍ୟାରୁ ରକ୍ଷା ପାଇପାରିବେ

ସକାଳ ଜଳଖିଆ କୁ ଗୁରୁତ୍ଵ ଦିଅନ୍ତୁ ଓ ଜାଣନ୍ତୁ ଏହା ଶରୀର ପାଇଁ କେତେ ଉପକାରୀ

ଓଡିଆ ସିନେମା ଏମିତି ବି ହେଇପାରେ ଆସନ୍ତା କାଲି ପରଦା ଉପରକୁ ଆସୁଛି

 

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More