LIFESTYLE

ପିଆଜ ଚା ପିଇବା ଦ୍ଵାରା କେଉଁ ରୋଗରୁ ଉପଶମ ମିଳିଥାଏ ଜାଣନ୍ତୁ ?

ଚାହା ପିଇବାକୁ ସମସ୍ତଙ୍କୁ ଭଲ ଲାଗି ଥାଏ । ସକାଳ ହେଉ କି ସନ୍ଧ୍ୟାରେ ସମସ୍ତେ ଚା ପିଇ ଥାଆନ୍ତି । ଖବରକାଗଜ ସହ ଅନେକ ଚାହାର ମଜା ନେଇଥାନ୍ତି। ଯଦି ଆପଣଙ୍କର ଏହି ଅଭ୍ୟାସ ଅଛି ଟିକେ ପରିବର୍ତ୍ତନ କରନ୍ତୁ ଓ ସାଧା ଚାହା ବଦଳରେ ପିଆଜ ଚାହା ପିଇବା ସହ ଖବରକାଗଜ ପଢ଼ନ୍ତୁ । କାରଣ ସକାଳେ ପିଆଜ ଚାହା ପିଇବା ସ୍ୱାସ୍ଥ୍ୟ ପାଇଁ ବହୁ ପକାରୀ ହୋଇଥାଏ ।

ପିଆଜ ଚା ପିଇବା ଦ୍ଵାରା କେଉଁ ରୋଗରୁ ଉପଶମ ମିଳେ ଜାଣନ୍ତୁ :-

  •  ପିଆଜ ଚାହା ପିଇଲେ ଅନିଦ୍ରା ଦୂର ହୋଇଥାଏ ।
  • ପିଆଜ ଚାହାରେ ଭିଟାମିନ୍-ସି ରହିଛି। ଏହା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।
  • ଏହି ଚାହାରେ କ୍ରୋମିୟମ ରହିଥାଏ। ଯାହା ବ୍ଲଡ ସୁଗର ନୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
  • ପିଆଜ ଚାହା ପିଇଲେ ଖରାପ କଲୋଷ୍ଟ୍ରାଲ ସ୍ଥର ବଢ଼ିବ ନାହିଁ ।
  • ଏଥିରେ କ୍ୱୋରସେଟିନ ନାମକ ଏକ କମ୍ପୋନେଟ୍ ରହିଛି । ଯାହା ଶରୀରକୁ କ୍ୟାନସରରୁ ବଞ୍ଚାଇଥାଏ ।
  • ପିଆଜ ଚାହାରେ ଆଂଟି ଇମ୍ଫ୍ଲାମେଟୋରୀ ଏଲିମେଂଟସ ରହିଛି। ଯାହା ଶରୀରରେ ଯନ୍ତ୍ରଣା ଓ ଫୁଲା ରୋଗକୁ ନିୟନ୍ତ୍ରଣ କରିଥାଏ ।
  • ପିଆଜ ଚାହା ପିଇଲେ ଜ୍ୱର, କାଷ ଓ ଗଳା ଦରଜରୁ ଆରାମ ମିଳିଥାଏ ।
  • ପିଆଜ ଚାହା ପିଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ।

ପଢନ୍ତୁ ;

ଏକାଦଶୀରେ କାହିଁକି ଭାତ ଖାଇବା କଥା ନୁହେଁ? ଜାଣନ୍ତୁ

Related posts

ଭାଲେଣ୍ଟାଇନ ଡେ’କୁ ନିଆରା ଭାବରେ ପାଳନ କରିବାକୁ ଚହୁଁଛନ୍ତି କି?ତେବେ ଜାଣନ୍ତୁ କିଭଳି କରିବେ ଯୋଜନା

ENO Beuro

ହୃଦ୍‌ ଜନିତ ସମସ୍ୟା ଦୂର କରିବା ସହ କୋଲେଷ୍ଟ୍ରଲ ପରିମାଣ ମଧ୍ୟ କମ କରିଥାଏ ଟମାଟୋ ଜୁସ୍‌!

ENO Beuro

ଗରମ ଦିନେ କୁଲର ବ୍ୟବହାର କରୁଛନ୍ତି କି ? ତେବେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ENO Beuro

Leave a Comment