ନିଜେ ପରୀକ୍ଷା କରି ଦେଖନ୍ତୁ, ହାତରେ ପିଆଜ ଘଷିବା ଦ୍ଵାରା କି ଫାଇଦା ମିଳିଥାଏ

ନିଜେ ପରୀକ୍ଷା କରି ଦେଖନ୍ତୁ, ହାତରେ ପିଆଜ ଘଷିବା ଦ୍ଵାରା କି ଫାଇଦା ମିଳିଥାଏ

ପାଖାପାଖି ସବୁ ଲୋକଙ୍କ ଘରେ ପିଆଜ ତ ନିଶ୍ଚିତ ମିଳିବ । କିଛିବି ଡାଲି, ତରକାରୀ କିମ୍ବା ଅନ୍ୟ ରୋଷେଇ ପିଆଜ ବିନା ଅଧୁରା ହେଇଥାଏ । ଆପଣମାନେ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ ପିଆଜ କେବଳ ରୋଷେଇକୁ ସ୍ଵାଦିଷ୍ଟ କରେନି ଶରୀର ପାଇଁ ମଧ୍ୟ ଖୁବ ଉପାଦେୟ । ଖାଇବା ବନେଇବା ସହ ଛୋଟ ଛୋଟ କ୍ଷତ କିମ୍ବା ରୋଗକୁ ମଧ୍ୟ ଠିକ କରିବାରେ ପିଆଜର ମହତ୍ଵପୂର୍ଣ୍ଣ ଗୁଣ ରହିଛି ।

  • ବ୍ରଣ : ପିଆଜକୁ ବାଟି ତାର ରସକୁ ମୁହଁରେ ଲଗାଇଲେ ମୁହଁରୁ ବ୍ରଣ ସମସ୍ୟା ଦୂର ହୁଏ ।
  • ହାତ ଜଳା ପୋଡା ସମସ୍ୟା : ଯଦି ହାତ କିଛି କାରଣରୁ ପୋଡୁଚି ତେବେ ପିଆଜର ବ୍ୟବହାର କରି ପାରିବେ । ପିଆଜକୁ ପୋଡୁଥିବା ସ୍ଥାନରେ ଘଷିଲେ ଆରମ ମିଳେ । କାରଣ ପିଆଜ ବହୁତ ଥଣ୍ଡା ହେଇଥାଏ ଏବୋଂ ଏଥିରେ ରୋଗ ନିବାରଣ ଔଷଧ ରହିଛି ।
  • ବିରୁଡି କାମୁଡିଲେ : ଯଦି ମହୁମାଛି କିମ୍ବା ବିରୁଡି କାମୁଡେ ତେବେ ପିଆଜର ରସ ଦ୍ଵାରା ବହୁତ ଜଲଦି ଆରାମ ମିଳେ ।
  • କଣ୍ଟା ପଶିଲେ : ଯଦି ହାତରେ କିମ୍ବା ଗୋଡରେ ଛୋଟ କଣ୍ଟା ପଶି ଯାଇଛି, ତେବେ ଖଣ୍ଡେ ପିଆଜକୁ ସେହି ସ୍ଥାନରେ କିଛି ସମୟ ପର୍ଯ୍ୟନ୍ତ ଘସନ୍ତୁ । ଏହାଦ୍ବାରା କଣ୍ଟା ବାହାରିଆସିବା ଓ ଆରମ ମିଳିବ ।
  • ଆଣ୍ଠୁଗଣ୍ଠି ପୀଡା : ଯଦି ଆଣ୍ଠୁଗଣ୍ଠିରେ ପୀଡା ହେଉଛି ତେବେ ପିଆଜର ରସ ଓ ସୋରିଷ ତେଲ ଘଷିଲେ ଆରାମ ମିଳେ ।
  • ଖଣ୍ଡିଆ ହେଲେ : ଯଦି ଖଣ୍ଡିଆ ହେଇଛି ତେବେ ତୁରନ୍ତ ପିଆଜ ରସ ସେ ସ୍ଥାନରେ ଲଗାନ୍ତୁ । ଏଥିରେ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ଥିବାରୁ ସଂକ୍ରମଣ ହେବାରୁ ରକ୍ଷା ମିଳିବ ।
  • କେଶ ଝଡା : କେଶ ଝଡିଲେ ପିଆଜର ରସ ଲଗାନ୍ତୁ । ଏହାଦ୍ୱାରା ବହୁତ ଫାଇଦା ମିଳିବ । କେଶ ଝଡା କମ ହେବା ସହ ଗହଳ ଓ କୋମଳ ହେବ ।

ନିଜେ ପରୀକ୍ଷା କରି ଦେଖନ୍ତୁ, ହାତରେ ପିଆଜ ଘଷିବା ଦ୍ଵାରା କି ଫାଇଦା ମିଳିଥାଏ

ପଢନ୍ତୁ, ସିବିଏସ୍ଇ ଢାଞ୍ଚାରେ ହେବ ଯୁକ୍ତ୨ ପରୀକ୍ଷା, ପ୍ରଶ୍ନପତ୍ର ରେ ହେବନି ପରିବର୍ତନ – ପ୍ରବୋଧ କୁମାର ପଣ୍ଡା