କେଉଁ ସବୁ ରୋଗରୁ ଦୂରେଇ ରଖେ ଲାଲ୍ ଅଙ୍ଗୁର ଜାଣନ୍ତୁ ?

ଲାଲ ରଙ୍ଗର ଅଙ୍ଗୁର ଦେଖିବାକୁ ଯେତିକି ସୁନ୍ଦର ଶରୀର ପାଇଁ ମଧ୍ୟ ସେମିତି ଲାଭକାରୀ । ଏହି ଅଙ୍ଗୁରରେ ଭିଟାମିନ୍‌ ଭରି ରହିଛି । ଏଥିରେ ଆଣ୍ଟିଅକ୍ସିଟେଣ୍ଟ ମାତ୍ରା ଅଧିକ ରହିଛି। ଲାଲ୍ ଅଙ୍ଗୁର ଖାଇବା ଦ୍ୱାରା ଶରୀରକୁ ଭରପୂର ମାତ୍ରାରେ ପୋଷଣ ମିଳିଥାଏ । ଏହାସହ ଅନେକ ରୋଗରୁ ଶରୀରକୁ ରକ୍ଷା କରିଥାଏ ଏହାର ନିୟମିତ ସେବନ ।

ରୋଗରୁ ଦୂରେଇ ରଖେ ଲାଲ୍ ଅଙ୍ଗୁର :-

  • ରକ୍ତ ଚାପ ଜନିତ ସମସ୍ୟା ଥିଲେ ଲାଲ୍ ଅଙ୍ଗୁର ଖାଇବା ଆରମ୍ଭ କରିଦିଅନ୍ତୁ । ଏଥିରେ ଥିବା ପୋଟାସିୟମ ରକ୍ତ ଚାପ ଜିନତ ରୋଗରୁ ରକ୍ଷା କରିଥାଏ । ଯଦି ଶରୀରରେ ପୋଟାସିୟମ ମାତ୍ରା କମ୍ ଥାଏ ତା’ ହେଲେ  ରକ୍ତଚାପ ଜନିତ ସମସ୍ୟା ଦେଖାଦେଇଥାଏ ।
  • ଲାଲ ଅଙ୍ଗୁରରେ ଥିବା ପୋଟାସିୟମ ଉଚ୍ଚ ରକ୍ତ ଚାପ ଆଶଙ୍କା କମ୍ କରିଥାଏ ।
  • ଲାଲ ଅଙ୍ଗୁର ତ୍ୱଚା ପାଇଁ ବହୁତ ଲାଭକାରୀ। ଏହା ତ୍ୱଚାକୁ ସୁସ୍ଥ ରଖିଥାଏ । ଏହାର ରେସବେରାଟ୍ରଲ ଗୁଣ ବ୍ରଣ ଠାରୁ ତ୍ୱଚାକୁ ଦୂରେଇ ରଖେ ।
  • ଲାଲ୍ ଅଙ୍ଗୁର ଆପଣଙ୍କୁ ଏଲଜର୍ଟିକ ସମସ୍ୟାରୁ ଦୂରେଇ ରଖେ। ଏହା ଭିତରେ ଥିବା କରବସେନାଟିନ୍ ଗୁଣ ଆଣ୍ଟି-ଇଫଲେମେଟ୍ରି ହୋଇଥାଏ। ଯାହା ଏଲର୍ଜିରୁ ଦୂରେଇ ରଖେ ।

ପଢନ୍ତୁ ;

ନେଲ୍‌ ପଲିସ୍‌ ଲଗାଇବା ବେଳେ ଏହି ସବୁ କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ

ରକ୍ତ ଚାପ ଜନିତ ସମସ୍ୟା ଥିଲେ ଲାଲ୍ ଅଙ୍ଗୁର ଖାଇବା ଆରମ୍ଭ କରିଦିଅନ୍ତୁ - 4.6

92%

ଲାଲ୍ ଅଙ୍ଗୁର ଆପଣଙ୍କୁ ଏଲଜର୍ଟିକ ସମସ୍ୟାରୁ ଦୂରେଇ ରଖେ - 4.5

90%
4.6/5

Excellent!

କେଉଁ ସବୁ ରୋଗରୁ ଦୂରେଇ ରଖେ ଲାଲ୍ ଅଙ୍ଗୁର ଜାଣନ୍ତୁ ?

ଲାଲ ରଙ୍ଗର ଅଙ୍ଗୁର ଦେଖିବାକୁ ଯେତିକି ସୁନ୍ଦର ଶରୀର ପାଇଁ ମଧ୍ୟ ସେମିତି ଲାଭକାରୀ । ଏହି ଅଙ୍ଗୁରରେ ଭିଟାମିନ୍‌ ଭରି ରହିଛି । ଏଥିରେ ଆଣ୍ଟିଅକ୍ସିଟେଣ୍ଟ ମାତ୍ରା ଅଧିକ ରହିଛି। ଲାଲ୍ ଅଙ୍ଗୁର ଖାଇବା ଦ୍ୱାରା ଶରୀରକୁ ଭରପୂର ମାତ୍ରାରେ ପୋଷଣ ମିଳିଥାଏ । ଏହାସହ ଅନେକ ରୋଗରୁ ଶରୀରକୁ ରକ୍ଷା କରିଥାଏ ଏହାର ନିୟମିତ ସେବନ ।

No Votes Yet

You're not rated yet