LIFESTYLE

କେଉଁ ସବୁ ରୋଗରୁ ରକ୍ଷା କରେ ଆଖୁରସ ଜାଣନ୍ତୁ?

ଆଖୁରସ କେବଳ ପାଟିକୁ ସୁଆଦିଆ ଲାଗେ ନାହିଁ, ଶରୀର ପାଇଁ ବି ବେଶ୍‌ ଉପକାରୀ । ଏଥିରେ ଔଷଧୀୟ ଗୁଣ ଭରି ରହିଛି । ତେବେ ଆସନ୍ତୁ ଜାଣିବା ଆଖୁରସ ପିଇବା ଦ୍ଵାରା ଆମକୁ କି କି ଫାଇଦା ମିଳେ ?

ଆଖୁରସର ଉପକାରିତା :-

  • ଆଖୁ ରସ ପିଇବା ଦ୍ଵାରା ଥକାପଣକୁ ଦୂର କରିଥାଏ ।
  • ଆଖୁରସରେ ପୋଟାସିୟମ, କ୍ୟାଲସିୟମ, ମାଗ୍ନେସିୟମ ଆଦି ଭରପୂର ମାତ୍ରାରେ  ରହିଛି । ଗୋଟିଏ ଲିଟର ଆଖୁ ରସରେ ୧୮୦ ଗ୍ରାମ କ୍ୟାଲୋରି  ରହିଛି।
  • ଯଦି ଆପଣଙ୍କର ବାନ୍ତି ହେଉଛି, ତା’ହେଲେ ଗୋଟେ ଗ୍ଲାସ ଆଖୁରସରେ ମହୁ ମିଶାଇ ପିଅନ୍ତୁ । ବାନ୍ତି ବନ୍ଦ ହୋଇଯିବ ।
  • ଜଣ୍ଡିସ ରୋଗୀଙ୍କ ପାଇଁ ଆଖୁରସ ଅନେକ ଫାଇଦା ଦେଇଥାଏ । ଯଦି ଆପଣ ଜଣ୍ଡିସ ରୋଗରେ ପୀଡ଼ିତ, ତାହାଲେ ଆଖୁ ରସରେ ଲେମ୍ବୁ ଏବଂ ଲୁଣ ମିଶାଇ ପିଅନ୍ତୁ।

akhu

  • ମଧୁମେହ ରୋଗୀଙ୍କ ପାଇଁ ଆଖୁ ରସ ଖୁବ୍ ଉପକାରୀ । ଏହା ରକ୍ତର ଗ୍ଲୁକୋଜ ମାତ୍ରାକୁ ଠିକ୍ ରଖିଥାଏ ।
  • ସୌନ୍ଦର୍ଯ୍ୟ ବୃଦ୍ଧି ଏବଂ ବ୍ରଣ ଦୂର କରିବାରେ ଆଖୁରସ ସହାୟକ ହୋଇଥାଏ ।
  • ଆଖୁରେ ଭିଟାମିନ୍ ସି ଥିବାରୁ ଏହା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ।
  • ଦାନ୍ତମୂଳରେ କ୍ଷୟ ହେଉଥିଲେ କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ଆଖୁ ରସ ପିଅନ୍ତୁ। ଏ ସମସ୍ୟା ଦୂର ହୋଇଯିବ।

ପଢନ୍ତୁ ;ଆଖିର ଦୃଷ୍ଟି ଶକ୍ତି କମ ହେବାକୁ ନେଇ ଚିନ୍ତିତ ଅଛନ୍ତି କି? ଜାଣିରଖନ୍ତୁ ଏଥିପାଇଁ କିଛି ଘରୋଇ ଉପଚାର!

Related posts

ବିବାହର ପ୍ରଥମ ରାତିରେ ଜୀବନ ସାଥି ସହ କ’ଣ କଥା ହେବା ଉଚିତ ଆସନ୍ତୁ ଜାଣିବା

ENO Beuro

ଆସନ୍ତୁ ଜାଣିବା ଜନ୍ମ ବାର ଅନୁସାରେ ନାରୀମାନଙ୍କର ସ୍ଵଭାବ କଣ ରହିଥାଏ ?

ENO Beuro

ଗଣ୍ଠିସ୍ଥାନରୁ କଳାଦାଗ ଦୂର କରିବା ପାଇଁ ଚାହାନ୍ତି କି ? ତେବେ ଆପଣାନ୍ତୁ କେତୋଟି ସହଜ ଉପାୟ

ENO Beuro

1 comment

Leave a Comment