LIFESTYLE

ଉଷୁମ ପାଣିରେ ଗାଧୋଇଲେ ଶରୀରକୁ କି କି ଫାଇଦା ମିଳେ ଆସନ୍ତୁ ଜାଣିବା

ଅଧିକାଂଶ ଲୋକ ଗାଧେଇବାକୁ ଗରମ ପାଣିକୁ ହିଁ ଚୟନ କରିଥାନ୍ତି । ମାତ୍ର ଆପଣ ଜାଣିଛନ୍ତି କି ଗରମ ବା ଉଷୁମ ପାଣିରେ ଗାଧେଇବା ଯୋଗୁଁ ଶରୀରକୁ ବହୁତ ପ୍ରକାରର ଫାଇଦା ମିଳିଥାଏ । ଯଦି ଜାଣି ନାହାଁନ୍ତି ତେବେ ନଜର ପକାନ୍ତୁ ଏହି କେତୋଟି କଥା ଉପରେ ।

ଗରମ ବା ଉଷୁମ ପାଣିରେ ଗାଧୋଇଲେ କ’ଣ ହୁଏ ଜାଣନ୍ତୁ

ତେବେ ବିଭିନ୍ନ ଗବେଷଣାରୁ ଏହା ପ୍ରମାଣ ମିଳିଛି ଯେ, ଉଷୁମ ପାଣି ବ୍ୟବହାର କରିବାଦ୍ୱାରା ଶରୀରର ସୁଗାର ଲେବୁଲକୁ ନିୟନ୍ତ୍ରଣରେ ରଖାଯାଇ ପାରିବ ।ଆମ ଶରୀରରେ ଅନେକ ପ୍ରକାରର ରୋଗ ଜୀବାଣୁ ବାସ କରିଥାନ୍ତି । ତେଣୁ ଏଥିପାଇଁ ହାଲକା ଗରମ ପାଣିରେ ଗାଧୋଇବା ଦ୍ୱାରା ବିଭିନ୍ନ ରୋଗ ଜୀବାଣୁଙ୍କଠାରୁ ଶରୀରକୁ ରକ୍ଷା କରା ଯାଇପାରିବ।

ଉଷୁମ ପାଣିରେ ଗାଧେଇବା ଦ୍ୱାରା ଶରୀରରେ ଥିବା ହାଡ ଓ ମାଂସପେଶୀକୁ ଶକ୍ତି ମିଳିବା ସହ ଶକ୍ତ ମଧ୍ୟ ହୋଇଥାଏ । ଯଦି ଆପଣଙ୍କ ହାଡ କିମ୍ବା ଗଣ୍ଠିରେ କୌଣସି ପ୍ରକାରର ଯନ୍ତ୍ରଣା ହେଉଥାଏ ତେବେ ଏହାକୁ ନିୟମିତ ଭାବରେ ବ୍ୟବହାର କରିବାଦ୍ୱାରା ଏହା ସଂପୂର୍ଣ୍ଣ ଭାବରେ ଦୂର ହୋଇଥାଏ ।

ଥଣ୍ଡା ହେଉ କି ଗରମ, ରାତି ସମୟରେ ଉଷୁମ ପାଣିରେ ଗାଧୋଇବା ଦ୍ୱାରା ଆପଣ ସୁଖ ନିଦ୍ରା ମଧ୍ୟ ଲାଭ କରିପାରିବେ । କାରଣ ଏହା ମାନସିକ ଦୁଃଶ୍ଚିନ୍ତା ଦୂର କରିବାରେ ସହାୟକ ହେବା ସହ ଆପଣଙ୍କୁ ଦେଇଥାଏ ଗଭୀର ନିଦ୍ରା ।
ଉଷୁମ ପାଣିରେ ଗାଧୋଇଲେ ଶରୀରକୁ କି କି ଫାଇଦା ମିଳେ ଆସନ୍ତୁ ଜାଣିବା hot water bath 1
ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖନ୍ତୁ ଏହି ସାମଗ୍ରୀ,ଦୂର ହେବ ବାସ୍ତୁଦୋଷ

 

Related posts

କେଉଁ ଖାଦ୍ୟ ସହ କେଉଁ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟପ୍ରଦ ହୋଇଥାଏ? ଆସନ୍ତୁ ଜାଣିବା

ENO Beuro

ଆସନ୍ତୁ ଜାଣିବା ଅଦାର ଔଷଧିୟ ଗୁଣ

ENO Beuro

ଘରୋଇ ଉପାୟରେ ତ୍ୱଚାକୁ ଆକର୍ଷଣୀୟ କରିବା ପାଇଁ ଆପଣନ୍ତୁ ଏହି ସବୁ ଉପାୟ !

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More