• Home
  • LIFESTYLE
  • ହଳଦୀର ଭରପୁର ଅଛି ଔଷଧୀୟ ଗୁଣ , ହଳଦୀ ବ୍ୟବହାର କରିବା ଦ୍ଵାରା କେଉଁ ରୋଗ ଦୂର ହୁଏ ଜାଣନ୍ତୁ 
LIFESTYLE

ହଳଦୀର ଭରପୁର ଅଛି ଔଷଧୀୟ ଗୁଣ , ହଳଦୀ ବ୍ୟବହାର କରିବା ଦ୍ଵାରା କେଉଁ ରୋଗ ଦୂର ହୁଏ ଜାଣନ୍ତୁ 

ହଲଦୀର ଉପକାରିତା

ହିନ୍ଦୁ ପରମ୍ପରା ଅନୁସାରେ ହଳଦୀକୁ ଶୁଭରଙ୍ଗ ଭାବରେ ବ୍ୟବହାର କରାଯାଇଥାଏ ।  ବିବାହ ଭଳି ଏକ ସାମାଜିକ କର୍ମରେ ହଳଦୀର ପ୍ରମୁଖ ଭୂମିକା ରହିଛି । ଏହା ବ୍ୟତିତ ହଳଦୀର ବହୁତ ଔଷଧୀୟ ଗୁଣ ମଧ୍ୟ ରହିଛି । ଯାହା କି ଆପଣ ଜାଣି ନ ଥିବେ । ତେବେ ଆସନ୍ତୁ ଜାଣିବା ସେ ସବୁ ବିଷୟରେ ।

ନୂଆ କରି ଜୀବନ ଆରମ୍ଭ କରିବାକୁ ଯାଉଥିବା ନବ ଦମ୍ପତିଙ୍କ ସଂପର୍କର ପବିତ୍ରତା ପାଇଁ ହଳଦୀର ଭୂମିକା ଗୁରୁତ୍ୱପୂର୍ଣ୍ଣ । ହଳଦୀ ଏକ ମସଲା ନୁହଁ । ଏଥିରେ ବହୁତ ଔଷଧୀୟ ଗୁଣ ଭରି ରହିଛି । ଲିବର ଅସୁବିଧାରୁ ମୁକ୍ତି ପାଇବାକୁ ହଳଦୀ ବହୁତ ମହତ୍ଵ ପୂର୍ଣ ।

ହଳଦୀରେ ଚର୍ମ ରୋଗ ପ୍ରତିରୋଧକ ଶକ୍ତି ରହିଛି । ବିବାହ ସମୟରେ ନାନା ପ୍ରକାରର ପ୍ରସାଧନ ସାମଗ୍ରୀ ବ୍ୟବହୃତ ହେଉଥିବା ହେତୁ ଚର୍ମ ରୋଗର ଆଶଙ୍କା ରହିଥାଏ, ତେଣୁ ସେ ସବୁକୁ ଆଖି ଆଗରେ ରଖି ଘର ଲୋକେ ବର ଓ କନ୍ୟାଙ୍କୁ ବିବାହ ପୂର୍ବରୁ ହଳଦୀ ଲଗାଇ ଦେଇଥାଆନ୍ତି ।  ଯେମିତି ତାଙ୍କର ମୁହଁର କୈାଣସି କ୍ଷତି ହେବ ନାହିଁ ।

ହଳଦୀ ଲଗାଇବା ଦ୍ୱାରା ମୁହଁରୁ ବ୍ରଣ, କଳାଦାଗ ଆଦି ଦୂର ହେବା ସହ ମୁହଁ ପୂର୍ବାପେକ୍ଷା ଉଜ୍ୱଳ ଦିଶିଥାଏ । ପ୍ରତିଦିନ ହଳଦୀ ଲଗାଇବା ଦ୍ଵାରା ଏ ସବୁରୁ ମୁକ୍ତି ମିଳିଥାଏ ।

ହଳଦୀର ଭରପୁର ଅଛି ଔଷଧୀୟ ଗୁଣ , ହଳଦୀ ବ୍ୟବହାର କରିବା ଦ୍ଵାରା କେଉଁ ରୋଗ ଦୂର ହୁଏ ଜାଣନ୍ତୁ  haldi 1

ପଢନ୍ତୁ ;

ଇରଫାନ ଖାନ୍‌ଙ୍କ ଅଜଣା ରୋଗକୁ ନେଇ ଚର୍ଚ୍ଚା : ଚିକିତ୍ସାଲାଗି ବିଦେଶ ଯିବେ

Related posts

ଆସନ୍ତୁ ଜାଣିବା ଲେମନ ଟି ପିଇବା ଦ୍ୱାରା କି କି ଫାଇଦା ମିଳିଥାଏ ?

Krishna Kumar Manoj

ଯାଣନ୍ତୁ , କଠିନ ସମୟରେ ମଧ୍ୟ ଖୁସିରେ ରହିବାର ୧୦ଟି ଅକାଟ୍ୟ ଉପାୟ

Krishna Kumar Manoj

ଅତ୍ୟଧିକ ଟମାଟୋ ଖାଇବା ଦ୍ଵାରା ଶରୀର ଉପରେ କି ପ୍ରଭାବ ପକାଇ ଥାଏ ଜାଣନ୍ତୁ ?

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More