• Home
  • LIFESTYLE
  • ହଳଦି ମିଶ୍ରିତ କ୍ଷୀର ପିଇବା ଦ୍ଵାରା କେଉଁ ରୋଗ ଭଲ ହୁଏ ଜାଣନ୍ତୁ?
LIFESTYLE

ହଳଦି ମିଶ୍ରିତ କ୍ଷୀର ପିଇବା ଦ୍ଵାରା କେଉଁ ରୋଗ ଭଲ ହୁଏ ଜାଣନ୍ତୁ?

ସାଧାରଣତଃ ଦେଖିବାକୁ ଗଲେ ହଳଦି ସମସ୍ତ କାମରେ ଲାଗିଥାଏ । ହଳଦି ମିଶ୍ରିତ କ୍ଷୀର ପିଇବା ଲାଭ ଦାୟକ । ଳଦି ମିଶ୍ରିତ କ୍ଷୀର ଆମ ଶରୀର ପାଇଁ ଲାଭଦାୟକ । ହଳଦିରେ ଆଂଟିସେପ୍ଟିକ୍ ବା ଆଂଟିବାୟୋଟିକ୍ ଗୁଣ ରହିଥାଏ । ସେହିଭଳି କ୍ଷୀରରେ କ୍ୟାଲସିୟମର ମାତ୍ରା ରହିଥାଏ । ତେବେ ଆସନ୍ତୁ ଜାଣିବା ହଳଦି ମିଶ୍ରିତ କ୍ଷୀରର ପିଇବା ଦ୍ଵାରା କେଉଁ ରୋଗ ଭଲ ହୋଇଥାଏ ।

ହଳଦି ମିଶ୍ରିତ କ୍ଷୀରର ଉପକାରିତା :-

  • ଅତ୍ୟଧିକ ଥଣ୍ଡା ହୋଇଥିଲେ ହଳଦି ମିଶ୍ରିତ କ୍ଷୀର ପିଅନ୍ତୁ , ଦେଖିବେ ବହୁତ ଜଲଦି ଥଣ୍ଡା ଭଲ ହୋଇଯିବ ।
  • ଯଦି ଆପଣଙ୍କୁ ନିଦ୍ରାହୀନତାର ସମସ୍ୟା ଅଛି ଅର୍ଥାତ ରାତିରେ ନିଦ ନହେଉଛି ତେବେ ହଳଦି ମିଶ୍ରିତ କ୍ଷୀର ପିଇବା ବହୁ ଉପକାରୀ ଅଟେ
  • ହଳଦିକୁ ଚୂନରେ ମିଶାଇ ଖଣ୍ଡିଆ ହୋଇଥିବା ସ୍ଥାନରେ ଲଗାଇଲେ ଦରଜ କମ୍ ହୋଇଥାଏ । ସେହିପରି ହଳଦିକୁ କ୍ଷୀରରେ ମିଶାଇ ପିଇଲେ ଶରୀରକୁ ଆରାମ ଦେଇଥାଏ।

milk ହଳଦି ହଳଦି ମିଶ୍ରିତ କ୍ଷୀର ପିଇବା ଦ୍ଵାରା କେଉଁ ରୋଗ ଭଲ ହୁଏ ଜାଣନ୍ତୁ? Turmeric milk 1

  • କ୍ଷୀର ପିଇବା ଦ୍ୱାରା ତ୍ୱଚାର ପ୍ରାକୃତିକ ଚମକ ଆସିଥାଏ । ହଳଦିକୁ ବେସନ ସହିତ ମିଶାଇ ତ୍ୱଚାରେ ଲଗାଇଲେ ଉପଯୋଗ କରିପାରିବେ । ଏହା ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରେ ।
  • କ୍ଷୀରରେ ହଳଦି ମିଶାଇ ପିଇବା ଦ୍ୱାରା ରକ୍ତରେ ସୁଗାର ମାତ୍ରା କମ ହୋଇଥାଏ । କିନ୍ତୁ ଅଧିକ ହଳଦି ଖାଇବା ଦ୍ୱାରା ସୁଗାରର ନିର୍ଦ୍ଧାରିତ ମାତ୍ରା କମ ହେବାର ସମ୍ଭାବନା ମଧ୍ୟ ଥାଏ ।

ପଢନ୍ତୁ ;

ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍‌ର ଚର୍ଚ୍ଚିତ ଯୋଡି ଦୀପିକା-ରଣବୀର , କେବେ ବିଭାହ କରିବେ ଜାଣନ୍ତୁ ?

Related posts

ସୂର୍ଯ୍ୟକିରଣଜନିତ ଟ୍ୟାନରୁ ତ୍ଵଚାକୁ ରକ୍ଷା କରିବାକୁ କମଳା ଏହି ଅଂଶକୁ ବ୍ୟବହାର କରନ୍ତୁ

Krishna Kumar Manoj

ମୁଗରେ କିପରି ପ୍ରସ୍ତୁତ କରିବେ ପରଟା? ଜାଣିରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ 

Krishna Kumar Manoj

ଭାଲେଣ୍ଟାଇନ୍ ଦିବସରେ କ’ଣ ଉପହାର ଦେବେ ଆପଣଙ୍କ ମନର ମଣିଷକୁ ଆସନ୍ତୁ ଜାଣିବା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More