LIFESTYLE

ତରଭୁଜ ଖାଇବା ଦ୍ଵାରା ଆମକୁ କେଉଁ ସବୁ ଫାଇଦା ମିଳିଥାଏ ଜାଣନ୍ତୁ? 

ଖରାଦିନରେ ସମସ୍ତଙ୍କୁ ତରଭୁଜ ଖାଇବାକୁ ଭଲ ଲାଗେ ଓ ତରଭୁଜରେ ରହିଛି ଅନେକ ଉପକାରୀ ଗୁଣ ମଧ୍ୟ ରହିଛି । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅନେକ ପୋଷାକ ତତ୍ଵ ଦେଇଥାଏ । ତରଭୁଜ ଖାଇବା ଦ୍ଵାରା ଶରୀର ସୁସ୍ଥ ରହିଥାଏ । କେବଳ ତରଭୁଜ ନୁହଁ ତରଭୁଜ ଚୋପାରେ ମଧ୍ୟ ଅନେକ ଫାଇଦା ମିଳିଥାଏ । ତେବେ ଆସନ୍ତୁ ଜାଣିବା ତରଭୁଜ ଖାଇବା ଦ୍ଵାରା ଆମକୁ କେଉଁ ସବୁ ଫାଇଦା ମିଳିଥାଏ ।

ତରଭୁଜ ଓ ତରଭୁଜ ଚୋପା ଉପକାରିତା:-

  • ତରଭୁଜରେ କମ୍‌ କ୍ୟାଲୋରି ଥିବା କାରଣରୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
  • ଏହି ତରଭୁଜରେ ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌ ଭରପୂର ମାତ୍ରାରେ ଥିବାରୁ ରକ୍ତଚାପ ଭଳି ସମସ୍ୟାରୁ ଦୁରେଇ ରଖେ ।
  • ଭିଟାମିନ୍‌-ଏ ଥିବା କାରଣରୁ ଶରୀରରେ ହରମୋନ୍‌ ସ୍ତରକୁ ନିୟନ୍ତ୍ରଣ ରଖିଥାଏ ।
  • ଏହି ଚୋପାରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥିବା କାରଣରୁ ଜାପାନର ଲୋକ ସାଲାଡ ଭାବେ ଖାଇଥାନ୍ତି।
  • ତରଭୁଜ ଚୋପା ଖାଇବା ଦ୍ୱାରା ମନ ଶାନ୍ତି ରୁହେ ଓ ଭଲ ନିଦ ଆସିଥାଏ ।
  • ତରଭୁଜ ଚୋପାରେ ଭିଟାମିନ୍ ଏ, ସି, ଲାଇକୋପିନ୍ ଭରପୂର ଥିବା କାରଣରୁ ଏହାକୁ ଖାଇବା ଦ୍ୱାରା ତ୍ବଚା ସମସ୍ୟା ଦୁରେଇ ଯାଏ ।

ତରଭୁଜ ଖାଇବା ଦ୍ଵାରା ଆମକୁ କେଉଁ ସବୁ ଫାଇଦା ମିଳିଥାଏ ଜାଣନ୍ତୁ?  watermilon

ପଢନ୍ତୁ ;

କଦଳୀ ପତ୍ରରେ ଖାଇବା ଦ୍ଵାରା ଦୂର ହୋଇଥାଏ ବିଭିନ୍ନ ପ୍ରକାଶ ରୋଗ , ଆସନ୍ତୁ ଜାଣିବା ଏହାର ଉପକାରିତା

Related posts

ଓଜନ ବୃଦ୍ଧି କରିବାରେ ନିୟନ୍ତ୍ରଣ କରିଥାଏ ଏହି ପାନୀୟ ! ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ଆସନ୍ତୁ ଜାଣିବା ଏଥର ଭାଲେଣ୍ଟାଇନ ଡ଼େ କେଉଁ ରାଶିଙ୍କ ପାଇଁ ଖାସ ରହିବ

ENO Beuro

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆସନ୍ତୁ ଜାଣିବା କଦଳୀରେ କିପରି କରିବେ ଫେସିଆଲ ପ୍ୟାକ୍

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More