LIFESTYLE

ସକାଳୁ ଖାଲି ପେଟରେ ଉଷୁମ ପାଣି ପିଇଲେ କି ଉପକାର ମିଳେ ଆସନ୍ତୁ ଜାଣିବା

ଶରୀର ପାଇଁ ପାଣି ବହୁତ ଉପକାରୀ। ପ୍ରଚୁର ପାଣି ପିଇବା ଦ୍ଵାରା ନାନା ପ୍ରକାର ରୋଗରୁ ରକ୍ଷା ମିଳିବା ସହ ତ୍ଵଚାରେ ଉଜ୍ଜଳତା ଆସେ । ଆଉ ଯଦି ଆମେ ଉଷୁମ ପାଣି ପିଇବା ତେବେ ତାହା ମଧ୍ୟ ଶରୀର ପାଇଁ ବେଶ ଲାଭକାରୀ । ପ୍ରତ୍ୟୁଷରୁ ଉଠି ଖାଲି ପେଟରେ ୨ ଗ୍ଲାସ ଉଷୁମ ପାଣି ପିଅନ୍ତୁ । ପାଣି ପିଇବାର ୩୦ ମିନିଟ୍ ପର୍ଯ୍ୟନ୍ତ ଖାଦ୍ୟ ଗ୍ରହଣ କରିବା ଅନୁଚିତ୍। ଆରମ୍ଭରେ ୨ ଗ୍ଲାସ ପାଣି ପିଇବା ଭଲ ଲାଗି ନପାରେ କିନ୍ତୁ ଆସ୍ତେ ଆସ୍ତେ ଆପଣ ଏହାକୁ ଅଭ୍ୟାସ କରିପାରିବେ ଓ ଏହାର ଉପକାରିତା ଅନୁଭବ କରିପାରିବେ। ସକାଳୁ ଖାଲି ପେଟରେ ଉଷୁମ ପାଣି ପିଇଲେ କି ଉପକାର ମିଳେ ଆସନ୍ତୁ ଜାଣିବା।

ଉଷୁମ ପାଣିର ଉପକାରିତା:-

  • ପେଟ ଦୋଷରୁ ମୁକ୍ତି ମିଳେ।
  • ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
  • ନାକ, କାନ ,ଗଳା ସମସ୍ୟାର ଉପଶମ ହୋଇଥାଏ।
  • ମୁଣ୍ଡ ବ୍ୟଥା/ଅଧକପାଳି  ମଧ୍ୟ ଦୂର ହୁଏ।
  • କୋଲେଷ୍ଟରଲ୍ ସମସ୍ୟା ଦୂର ହୁଏ।
  • ଆସ୍ଥମା ସମସ୍ୟାରୁ ମୁକ୍ତି ମିଳେ।

ସକାଳୁ ଖାଲି ପେଟରେ ଉଷୁମ ପାଣି ପିଇଲେ କି ଉପକାର ମିଳେ ଆସନ୍ତୁ ଜାଣିବା  ସକାଳୁ ଖାଲି ପେଟରେ ଉଷୁମ ପାଣି ପିଇଲେ କି ଉପକାର ମିଳେ ଆସନ୍ତୁ ଜାଣିବା ସକାଳୁ ଖାଲି ପେଟରେ ଉଷୁମ ପାଣି ପିଇଲେ କି ଉପକାର ମିଳେ ଆସନ୍ତୁ ଜାଣିବା

ପଢନ୍ତୁ ;ଓଡିଆ ଅଭିନେତା ଆକାଶ ଦାସ ନାୟକ ଙ୍କ ବିଷୟରେ ଜାଣନ୍ତୁ ।

 

 

Related posts

ଉତ୍ତମ ଜୀବନଶୈଳୀରୁ ସୁସ୍ଥ ହୃତପିଣ୍ଡ କିପରି ପାଇବେ ନଜର ପକାନ୍ତୁ

ENO Beuro

କେଶ ସମସ୍ୟାକୁ ଦୂର କରେ ଗେଣ୍ଡୁ ଫୁଲ ,ଜାଣନ୍ତୁ କିପରି ?

ENO Beuro

ଆପଣଙ୍କ ନଖକୁ ସୁନ୍ଦର କରିବାକୁ ଚହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ସରଳ ଉପାୟ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More