LIFESTYLE

ଡାଇବେଟିସ୍‌ରୁ ମୁକ୍ତି ଚାହୁଁଥିଲେ କ୍ଷୀରରେ ଏହି ମସଲା ମିଶାଇ ପିଅନ୍ତୁ

cinnamon milk drinking is better for our health

ଆମ ରୋଷେଇ ଘରେ ଏମିତି ଅନେକ ଜିନିଷ ରହିଛି, ଯେଉଁଥିରେ ଔଷଧୀୟ  ଗୁଣ ଭରପୁର ମାତ୍ରାରେ ରହିଛି। ମାତ୍ର ଏହାର ବ୍ୟବହାର ଓ ଉପକାର ବିଷୟରେ ଆମକୁ  ଜଣାନଥାଏ। ସେହିପରି ଏକ ପଦାର୍ଥ ହେଉଛି ଡାଲଚିନି । ଡାଲଚିନିକି ଆମେ ପ୍ରାୟତଃ ଡାଲମା ଓ ତରକାରୀ ରେ ସ୍ଵାଦ ପାଇଁ ବ୍ୟବହାର କରିଥାଉ ମାତ୍ର ଆପଣ ଜାଣିଛନ୍ତି କି  ଡାଲଚିନିରେ ଅଧିକ ମାତ୍ରାରେ ଔଷଧୀୟ ଗୁଣ ରହିଛି। ଆଉ ଡାଲଚିନିର ଗୁଣ୍ଡକୁ କ୍ଷୀରରେ ମିଶାଇ ପିଇଲେ, ଏହାର ଉପକାରିତା ଦୁଇ ଗୁଣା ବଢ଼ିଯାଏ। ଏବେ ଆସନ୍ତୁ ଜାଣିବା, ଡାଲିଚିନି ଗୁଣ୍ଡକୁ କ୍ଷୀର ସହ ମିଶାଇ ପିଇଲେ ଶରୀରକୁ କି କି ଫାଇଦା ସବୁ ମିଳିଥାଏ।

୧) ଡାଲଚିନି ମିଶ୍ରିତ କ୍ଷୀର ବ୍ଲଡ୍‌ ସୁଗର ଲେବଲ୍‌କୁ ନିୟନ୍ତ୍ରଣ କରିଥାଏ।

୨) ରାତିରେ ଶୋଇବା ପୂର୍ବରୁ ଆପଣ ଗୋଟିଏ କପ୍‌ ଡାଲଚିନି ଗୁଣ୍ଡ ମିଶ୍ରିତ କ୍ଷୀର ସେବନ କରନ୍ତୁ। ଏହା ଦ୍ୱାରା ଖୁବ୍‌ ଭଲ ନିଦ ହେବ।

cinnamon milk
cinnamon milk 

୩) ଡାଲ୍‌ଚିନି ମିଶ୍ରିତ କ୍ଷୀରରେ କର୍କଟ ରୋଗ ନିରାକରଣ ଗୁଣ ରହିଛି। ଏହା ପିଇଲେ ଗଳାର ସମସ୍ୟା ତଥା ଗଳା ଦରଜ ଓ ଗଳା ପଡ଼ିଯିବାରୁ ମୁକ୍ତି ମିଳିଥାଏ।

୪) ଡାଲଚିନି ଗୁଣ୍ଡ ସହ କ୍ଷୀରର ମିଶ୍ରଣ ମଧୁମେହ ସମସ୍ୟା ଦୂର କରିବା ସହ ଇମ୍ୟୁନି ସିଷ୍ଟମ୍‌କୁ ବି ମଜବୁତ୍‌ କରିଥାଏ।

୫) ଡାଲ୍‌ଚିନି ଚୂର୍ଣ୍ଣକୁ କ୍ଷୀରରେ ମିଶାଇ ପିଇଲେ କ୍ଷୀରରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ବଢ଼ିଯାଏ। ଏହା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ପାଇଥାଏ।

ପଢନ୍ତୁ: କ୍ଷୀରରେ ଗୁଡ ମିଶାଇ ପିଇବାଦ୍ଵାରା ମିଳିଥାଏ ଏହିସବୁ ଫାଇଦା! ଜାଣନ୍ତୁ

 

Related posts

ଆସନ୍ତୁ ଜାଣିବା ବରଫକୁ ଆମେ କେଉଁ କେଉଁଥିରେ ବ୍ୟବହାର କରି ପାରିବା ?

ENO Beuro

ପୂଜାପାଠ ବ୍ୟତୀତ କର୍ପୁର ଆଉ କେଉଁ କେଉଁ କାମରେ ଲଗାଯାଏ ଜାଣନ୍ତୁ

ENO Beuro

ଆଖି ତଳ କଳା ଦାଗ ଦୂର କରିବା ପାଇଁ ବ୍ୟବହାର କରନ୍ତୁ ଦହି

ENO Beuro

Leave a Comment