LIFESTYLE

ଆଗକୁ ଆସୁଛି ବର୍ଷାଦିନ , ଜାଣନ୍ତୁ କେମିତି କରିବେ ଡାଏଟ୍‌‍ ପ୍ଳାନ ?

ସୁସ୍ଥ ରହିବାର ଟିପ୍ସ

ବର୍ଷାଦିନେ ଖୋଲା ଆକାଶ ତଳେ ଭିଜିବାକୁ ସମସ୍ତଙ୍କୁ ଭଲ ଲାଗିଥାଏ । ବର୍ଷାଦିନେ ଦେହ ଖରାପ ହେବା ଏକ ସାଧାରଣ କଥା। ଏହି ସମୟରେ ଥଣ୍ଡା ଲାଗିବା, ଜ୍ୱର ହେବା, ପେଟ ଖରାପ, ଡେଙ୍ଗୁ, ମ୍ୟାଲେରିଆ ଆଦି ରୋଗରୁ ସାବଧାନ ରହିବା ନିହାତି ଜରୁରୀ । ତେବେ ଆସନ୍ତୁ ଜାଣିବା ବର୍ଷାଦିନେ କିପରି ସୁସ୍ଥ ରହିବେ ?

ବର୍ଷାଦିନ ପାଇଁ ସ୍ପେସାଲ ଡାଏଟ୍ :-

  • ବର୍ଷାଦିନେ ଅଧିକ ମାଛ, ମାଂସ କିମ୍ବା ଅଣ୍ଡା ଖାଇବା ଦେହ ପାଇଁ ଭଲ ନୁହେଁ । ଏହି ସମୟରେ ଅଧିକ ପରିମାଣରେ ସବୁଜ ପରିପନିବା ଖାଆନ୍ତୁ ।
  • ଏହି ଦିନେ ଚେଷ୍ଟା କରନ୍ତୁ ଶୁଖିଲା ଖାଦ୍ୟ ଖାଇବା ପାଇଁ । କିନ୍ତୁ ଅଧିକ ମସଲାଯୁକ୍ତ ଖାଦ୍ୟ ଶରୀରରେ ପାଣିର ଭାରସାମ୍ୟ ନଷ୍ଟ କରିଥାଏ ।
  • ବେଶି ଲୁଣି ଖାଦ୍ୟ ଖାଆନ୍ତୁ ନାହିଁ । ଅଧିକ କୌଣସି ଖାଦ୍ୟ ମଧ୍ୟ ଖାଇବା ଉଚିତ୍ ନୁହେଁ । ଏହି ପ୍ରକାର ଖାଦ୍ୟାଭ୍ୟାସ ଆପଣଙ୍କୁ ଅଧିକ ପାଣି ପିଇବା ପାଇଁ ବାଧ୍ୟ କରେ ।
  • ଏହି ଦିନେ ପ୍ରତିଦିନ ଗରମ ପାଣି ପିଇବେ , ବାହାର ପାଣି କିମ୍ବା ବାହାର ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ବିଶେଷ କରି ଫାଷ୍ଟ ଫୁଡ , ଗୁପଚୁପ , ଦହିବରା ଆଦି ଖାଦ୍ୟ ଠୁ ଦୂରେଇ ରୁହନ୍ତୁ ।
  • ସୋରିଷ ତେଲ, ସାଲାଡ୍, କଟା ଫଳ, ଆଚାର, ଖଟା ଇତ୍ୟାଦି ନ ଖାଇବା କିମ୍ବା କମ୍ ଖାଇବା ଭଳ । ଏହିସବୁ ଖାଦ୍ୟରୁ ସହଜରେ ସଂକ୍ରମଣ ହୋଇଥାଏ ।
  • ନିମ୍ବପତ୍ର, ମେଥିଶାଗ, କଲରା ଅଧିକ ପରିମାଣରେ ଖାଇବାକୁ ଚେଷ୍ଟା କରନ୍ତୁ । ବର୍ଷାଦିନେ ସଠିକ ଖାଦ୍ୟାଭ୍ୟାସ ହିଁ ଆପଣଙ୍କୁ ସୁସ୍ଥ ରହିବାରେ ସାହାଯ୍ୟ କରିବ ।

ଆଗକୁ ଆସୁଛି ବର୍ଷାଦିନ , ଜାଣନ୍ତୁ କେମିତି କରିବେ ଡାଏଟ୍‌‍ ପ୍ଳାନ ? vegitable

ପଢନ୍ତୁ ;

କ୍ୟାନସରରୁ ମୁକ୍ତି ଦେଇଥାଏ କାଜୁ! ଆସନ୍ତୁ ଜାଣିବା ଏହାକୁ ଖାଇଲେ ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ

Related posts

କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି କି? ଏଥିରୁ ମୁକ୍ତି ପାଇବାକୁ କରନ୍ତୁ ଏହି ଆସନ

Krishna Kumar Manoj

ଜଣ୍ଡିସ ରୋଗ ଦୂର କରିବା ପାଇଁ କେଉଁ ଜୁସ ପିଇବା ଶରୀର ପାଇଁ ଲାଭଦାୟକ ଜାଣନ୍ତୁ ?

Krishna Kumar Manoj

ସୁସ୍ଥ ଓ ନୀରୋଗ ଜୀବନ ଚାହୁଁଛନ୍ତି କି ? ତେବେ ବଦଳାନ୍ତୁ ନିଜର ଜୀବନଶୈଳୀ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More