LIFESTYLE

ନିଜକୁ ଫିଟ୍‌ ରଖିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ନିଜକୁ ଫିଟ୍ ରଖିବାକୁ ଭୁଲି ଜାଆନ୍ତି । କିନ୍ତୁ ସମସ୍ତଙ୍କ ଇଛା ଥାଏ କି  ନିଜକୁ ଫିଟ୍ ରଖିବା ପାଇଁ । ସୁସ୍ୱାସ୍ଥ୍ୟ  ସହିତ  ନିଜକୁ ଫିଟ୍‌  ରଖିବା ପାଇଁ  କେତେକ ସ୍ୱତନ୍ତ୍ର ଅଭ୍ୟାସ  ପ୍ରତି ଧ୍ୟାନ ଦେବାକୁ ପଡିବ । ତେବେ ଆସନ୍ତୁ ଜାଣିବା ନିଜକୁ କିପରି ଫିଟ୍ ରଖିବା ?

ନିଜକୁ ଫିଟ୍‌ ରଖିବା ପାଇଁ କିଛି ଟିପ୍ସ :-

  • ଫିଟ୍‌ ଓ ସୁସ୍ଥ  ରହିବା ଲାଗି ବ୍ୟାୟାମର  ପ୍ରମୁଖ  ଭୂମିକା  ରହିଛି । ଏଣୁ ପ୍ରତିଦିନ  ଅତିକମ୍‌ରେ  ୨୦ ମିନିଟ୍‌ର ବ୍ୟାୟାମ ଅଭ୍ୟାସ କରନ୍ତୁ । ତା’ନହେଲେ  ୨୦ ମିନିଟ୍‌  ଚାଲନ୍ତୁ ।  ଏହା ଦ୍ୱାରା ଶରୀର ଫିଟ୍‌ ରହିବ ।  ଏପରି କଲେ   ମନ ସ୍ଫୁର୍ତ୍ତି ରହିବ ।
  •  ସକାଳ ଜଳଖିଆ  ଖାଇବାକୁ କେବେ  ବି ଭୁଲନ୍ତୁ ନାହିଁ । ଯଦି ଟୋଷ୍ଟ,ପରଟା ବା ରୁଟି ଖାଇବାକୁ  ଚାହୁଁଛନ୍ତି ଭଲ, କିନ୍ତୁ ଫଳରସ ବା ଗାଜର, ଟମାଟୋ ଜୁସ୍‌   ସେବନ କରନ୍ତୁ । ତେବେ  ବ୍ରେକ୍‌ଫାଷ୍ଟ ନ ନେବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।
  • ଅନେକ ଲୋକ  ପେଟପୁରା ଖାଇବାରେ  ଅଭ୍ୟସ୍ତ ।  କାରଣ  ସେମାନେ  ଭାବନ୍ତି ଯେଏପରି ଖାଇଲେ  ଦେହ ଭଲ  ରହିବ ।  କିନ୍ତୁ ପ୍ରକୃତରେ ତାହା ଠିକ୍‌ ନୁହେଁ ।
  • ଶରୀର ଉପରେ ନିଦ୍ରାର ଯଥେଷ୍ଟ  ପ୍ରଭାବ ରହିଛି । ନିଦ ସଂପୂର୍ଣ୍ଣ ନ ହେଲେ ବା  ଆବଶ୍ୟକତାଠୁଁ  କମ୍‌ ଶୋଇଲେ  ଏହାର ପ୍ରଭାବ  ମେଟାବଲିଜିମ୍‌, ମୁଡ୍‌, ଏକାଗ୍ରତା ଓ ସ୍ମରଣ  ଶକ୍ତି ଉପରେ  ପଡ଼ିଥାଏ ।
  • ସଂପୂର୍ଣ୍ଣ ମାତ୍ରାରେ  ନିଦ୍ରା ଗଲେ,  ଆପଣଙ୍କ  ଶରୀରରେ  ନୂତନ ଶକ୍ତିର ସଞ୍ଚାର  ହୋଇ ଥାଏ ।  ଏଣୁ ପ୍ରତ୍ୟହ  ସୁନିଦ୍ରା  ଯାଆନ୍ତୁ ।

ନିଜକୁ ଫିଟ୍‌ ରଖିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ exercise

ପଢନ୍ତୁ ;

ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍‌ର ଚର୍ଚ୍ଚିତ ଯୋଡି ଦୀପିକା-ରଣବୀର , କେବେ ବିଭାହ କରିବେ ଜାଣନ୍ତୁ ?

Related posts

ଘରକୁ ଆସିଥିବା ଅତିଥିଙ୍କୁ ଖାଇବାକୁ ଦେବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ?

ENO Beuro

ହୃଦ୍‌ରୋଗ ପାଇଁ ବେଶ ଲାଭଦାୟକ ଗୋଲପ ଫୁଲ! ଆସନ୍ତୁ ଜାଣିବା ଏହି ଫୁଲରେ ଥିବା ଉପକାରୀ ଗୁଣ ସମ୍ପର୍କରେ

ENO Beuro

କେଉଁ କେଉଁ ଗୁଣ ଥିଲେ ଜଣଙ୍କୁ ଖରାପ ସ୍ଵାମୀ କୁହାଯାଇଥାଏ ? ଜାଣନ୍ତୁ ସେ ସମ୍ପର୍କରେ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More