LIFESTYLE

ନିଜ ଶରୀରର ଏହି ଅଂଶରେ ତେଲ ଲଗାନ୍ତୁ , ନିରୋଗ ଓ ସ୍ଵାସ୍ଥ୍ୟକର ଜୀବନ ଯାପନ କରନ୍ତୁ

ଅନେକ ଥର ଲୋକମାନେ କୌଣସି ଚର୍ମ କିମ୍ବା ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ , ମହଙ୍ଗା ଔଷଧ ଓ ବିଭିନ୍ନ ଉତ୍ପାଦ ବ୍ୟବହାର କରନ୍ତି । କିନ୍ତୁ ଏତେ ସବୁ ଖର୍ଚ୍ଚ ନ କରି କେବଳ ନାଭିରେ ତେଲ ଲଗାଇବା ଦ୍ଵାରା ହିଁ ସହଜରେ ଚର୍ମଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହି ଉପାୟ ଚର୍ମ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ ।

ଆସନ୍ତୁ ଜାଣିବା , ନାଭିରେ ତେଲ ଲଗେଇବାର ବିଭିନ୍ନ ଫାଇଦା

  • ଆଜିକାଲି ଅନେକ ଲୋକଙ୍କର ବ୍ରଣ ସମସ୍ୟା ଦେଖାଦେଉଛି , ଯାହା ଦ୍ଵାରା ସୌନ୍ଦର୍ଜ୍ୟରେ ଗ୍ରହଣ ଲାଗିଲା ପରି ଜଣାପଡେ । ମାତ୍ର ନିତ୍ୟ ଶୋଇବା ପୂର୍ବରୁ ଓ ଉଠିବା ପରେ ନାଭିରେ ନିମ ତେଲ ଲଗେଇବା ଦ୍ଵାରା ଏହି ସମସ୍ୟାରୁ ଅତିଶୀଘ୍ର ମୁକ୍ତି ମିଳିଥାଏ ।
  • ନୀତିଦିନ ରାତିରେ ଶୋଇବା ପୂର୍ବରୁ ନାଭିରେ ସୋରିଷ ତେଲ ଲଗେଇବା ଦ୍ଵାରା ଓଠ ଜନିତ ସମସ୍ୟା ଦୂର ହୁଏ ଓ ଓଠ ନରମ ଆଉ ଗୋଲାପି ହୋଇଥାଏ ।
  • ଶୀତଦିନରେ ଶୁଷ୍କ ତ୍ଵଚା ସମସ୍ୟାରୁ ମୁକ୍ତି ପାଇବା ପାଇଁ ନୀତିଦିନ ନାଭିରେ ନଡିଆ ତେଲ ଲଗେଇବା ଦରକାର । ଏହା ଦ୍ଵାରା ତ୍ଵଚା ଉଜ୍ଜଳ ଓ ମସୃଣ ହୋଇଥାଏ ।
  • ନାଭିରେ ସୋରିଷ ତେଲ ଲଗେଇବା ଦ୍ଵାରା ଆଣ୍ଠୁ ଯନ୍ତ୍ରଣାରୁ ମୁକ୍ତି ମିଳେ ।
  • ଆପଣଙ୍କ ତ୍ଵଚାରେ ଚମକ ଆଣିବାକୁ ପ୍ରତ୍ୟହ ନାଭିରେ ବାଦାମ ତେଲ ଲଗାନ୍ତୁ ।

belly button

ପଢନ୍ତୁ , ସୂର୍ଯ୍ୟକିରଣଜନିତ ଟ୍ୟାନରୁ ତ୍ଵଚାକୁ ରକ୍ଷା କରିବାକୁ କମଳା ଏହି ଅଂଶକୁ ବ୍ୟବହାର କରନ୍ତୁ

Related posts

ସକାଳୁ ଉଠି ଖାଲି ପେଟରେ ପାଣି ପିଇବା ଦ୍ଵାରା ଆମକୁ କି ଫାଇଦା ମିଳେ ଜାଣନ୍ତୁ ?

ENO Beuro

ଏବେ ମଣିଷକୁ ମଶା କାମୁଡିଲେ ମରିବେ ମଶା

ENO Beuro

ଏସିଡ଼ିଟି ଭଳି କଠିନ ସମସ୍ୟାକୁ ଦୂର କରିବା ପାଇଁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More