LIFESTYLE

ଆପଣ କାକୁଡି ଖାଉଛନ୍ତି କି ? ସାବଧାନ ନଚେତ୍ ହୋଇପାରେ ଅନେକ ସମସ୍ୟା !

ପ୍ରାୟତଃ ସମସ୍ତେ କାକୁଡି ଖାଇଥାଆନ୍ତି । ଆପଣମାନେ ସମସ୍ତେ ଜାଣିଥିବେ ଯେ କାକୁଡି ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ଖରାଦିନରେ ଏହାକୁ ଅଧିକ ମାତ୍ରାରେ ଲୋକମାନେ ସେବନ କରିଥାନ୍ତି । କିଛି ଲୋକ ଏହାକୁ ଦୈନଦିନ ସାଲାଡ କରି ଖାଇଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି କାକୁଡିରେ କ୍ଷତି କାରକ ଗୁଣ ଅଛି ।

କାକୁଡି ଖାଇବା ଦ୍ଵାରା କ’ଣ ସମସ୍ୟା ହୋଇଥାଏ ଜାଣନ୍ତୁ :-

  • ରାତ୍ରି ସମୟରେ କାକୁଡି ଖାଇବା ଉଚିତ୍ ନୁହେଁ । ପୂର୍ବରୁ ଏକ କଥା ପ୍ରଚଳିତ ହୋଇ ଆସିଛି ଯେ, ‘ସକାଳେ ହିରା,ଦିନରେ ଖୀରା ଏବଂ ରାତିରେ ପୀଡା’ । ଏହାର ଅର୍ଥ ହେଉଛି ସକାଳ ସମୟରେ କାକୁଡି ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ, ଦିନରେ ଏହା ସାମାନ୍ୟ ଲାଭ ଦେଇଥାଏ, କିନ୍ତୁ ରାତିରେ ଏହାର ସେବନ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
  •  କାକୁଡିରେ କୁକୁର୍ବିଟାଇନ୍ସ ନାମକ ତତ୍ୱ ରହିଥାଏ । ଆପଣ ଯେତେ କାକୁଡି ଖାଇବେ ସେତେ ପରିମାଣ ଏହି ଟକ୍ସି୍ସିସ ଆପଣଙ୍କ ଶରୀର ଭିତରକୁ ଯିବ । ଏହାଦ୍ୱାରା ଲିଭର,କିଡନୀ, ଗଲବ୍ଲାଡର ଆଦି ଫୁଲି ଯାଇଥାଏ ।
  • ଯଦି ଆପଣଙ୍କ କାଶ, ଥଣ୍ଡା ଜନିତ ସମସ୍ୟା ଅଛି ତେବେ କଦାପି କାକୁଡି ଖାଆନ୍ତୁ ନାହଁ ।
  •  କିଛି ଲୋକ ଅଛନ୍ତି ଯେଉଁମାନେ ଡାଇଟିଂରେ ରହି ସାରା ଦିନରେ ୧୦ ରୁ ୧୨ କାକୁଡି ଖାଇଥାନ୍ତି । ଏହା ଶରୀର ପାଇଁ ଲାଭକାରୀ ହୋଇଥାଏ । କିନ୍ତୁ ଆବଶ୍ୟକତା ଠାରୁ ଅଧିକ ସେବନ କଲେ ଏହା ଶରୀରରେ ବିଷ ପାଲଟି ଯାଇଥାଏ ।

ଆପଣ କାକୁଡି ଖାଉଛନ୍ତି କି ? ସାବଧାନ ନଚେତ୍ ହୋଇପାରେ ଅନେକ ସମସ୍ୟା ! ଆପଣ କାକୁଡି ଖାଉଛନ୍ତି କି ? ସାବଧାନ ନଚେତ୍ ହୋଇପାରେ ଅନେକ ସମସ୍ୟା ! cucumber

ପଢନ୍ତୁ ;

ଘରେ ରଖୁଛନ୍ତି କି ପାଳିତ ପଶୁ ? ତେବେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା

Related posts

ବଦଳୁଥିବା ପାଗ ସହ ନିଜକୁ ରଖନ୍ତୁ ଫିଟ୍ ! ଆସନ୍ତୁ ଜାଣିବା କିଛି ଟିପ୍ସ

Krishna Kumar Manoj

କେଉଁ ସବୁ ଖାଦ୍ୟ ଖାଇଲେ ଚେହେରା ଓ ଶରୀରରେ ଆସିଥାଏ ଚମତ୍କାର ପରିବର୍ତ୍ତନ! ଜାଣନ୍ତୁ ସେ ସମ୍ପର୍କରେ

Krishna Kumar Manoj

ବାସୀ ରୁଟି ସ୍ୱାସ୍ଥ୍ୟପକ୍ଷେ ହିତକର ,ଜାଣନ୍ତୁ ଏହାର ଉପକାରିତା

Krishna Kumar Manoj

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More