• Home
  • LIFESTYLE
  • ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ
LIFESTYLE

ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

ସୁସ୍ଥ ରହିବା ପାଇଁ ସମସ୍ତେ ଚାହାଁନ୍ତି ।  ତେବେ ସୁସ୍ଥ ରହିବା ପାଇଁ ସମସ୍ତ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାଆନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେଇବୁ ସୁସ୍ଥ ରହିବା ପାଇଁ କିଛି ସହଜ ଉପାୟ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

ସୁସ୍ଥ ରହିବା ପାଇଁ ସରଳ ଉପାୟ :-

  • ପ୍ରଥମତଃ ସର୍ବଦା କାର୍ଯ୍ୟବ୍ୟସ୍ତ ରହନ୍ତୁ । ପ୍ରତି ଦିନ ଅତିକମ୍‌ରେ ଅଧ ଘଣ୍ଟା ଖୋଲା ପବନରେ ଚାଲାଚଲି କରନ୍ତୁ ।
  • ନିୟମିତ ବ୍ୟାୟାମ କିମ୍ବା ଯୋଗ କରନ୍ତୁ । ସନ୍ଧ୍ୟା କିମ୍ବା ସକାଳ ସମୟରେ କିଛି ସମୟ ଚଲା ବୁଲା କରନ୍ତୁ । ଏହା ଦ୍ଵାରା ଶରୀର ସୁସ୍ଥ ରହିବ ।
  • ଶରୀର ଓ ମସ୍ତିଷ୍କକୁ ଚଳ-ଚଞ୍ଚଳ ଏବଂ ସ୍ଫୂର୍ତ୍ତିଲା ରଖିବା ଲାଗି ଶସ୍ୟ, ଫଳ ଏବଂ ପନି-ପରିବା ଖାଆନ୍ତୁ ।
  • ଷାଠିଏ ବର୍ଷ ଟପିବା ପରେ ଦୈନିକ ୧୦୦୦-୧୨୦୦ ଆଇୟୁ ଭିଟାମିନ୍‌ ଡି-୩, ୬୦୦-୯୦୦ମିଲିଗ୍ରାମ୍‌ ଡିଏଚ୍‌ଏ ଓମେଗା-୩ ଏସ୍‌ ଏବଂ ଡାକ୍ତରଙ୍କ ପରାମର୍ଶ ନେଇ ସ୍ୱଳ୍ପ ପରିମାଣର ଆସ୍ପିରିନ୍‌ ଖାଆନ୍ତୁ ।
  • ସଂତୃପ୍ତ ଚର୍ବି ବା ସାଚୁରେଟେଡ୍‌ ଫ୍ୟାଟ୍‌ଠାରୁ ଦୂରେଇ ରହନ୍ତୁ। ରାତିରେ ୭ରୁ୮ ଘଣ୍ଟା ବିଶ୍ରାମ କରନ୍ତୁ ।
  • ବିଶେଷ କରି ଅବସାଦମୁକ୍ତ ରହିବା ପାଇଁ ଧ୍ୟାନ କରନ୍ତୁ ବା ଶ୍ୱାସକ୍ରିୟା ନିୟନ୍ତ୍ରଣ ଅଭ୍ୟାସ କରନ୍ତୁ । ଧୂମପାନ କରନ୍ତୁ ନାହିଁ ।

ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ morning walk

ପଢନ୍ତୁ ;

ଶନିବାରକୁ ଘୁଞ୍ଚିଲା ସଲମାନଙ୍କ ଜାମିନ ଶୁଣାଣି

Related posts

ଆପଣଙ୍କ ମୁହଁରେ ଥିବା କଳା ଦାଗ ପାଇଁ ଚିନ୍ତିତ ଅଛନ୍ତି କି? ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

Krishna Kumar Manoj

ସକାଳୁ ଖାଲିପାଦରେ ଓଦା ଘାସ ଉପରେ ଚାଲିବା ଦ୍ୱାରା ମିଳିଥାଏ ଅନେକ ଫାଇଦା! ଜାଣନ୍ତୁ

Krishna Kumar Manoj

ବୈବାହିକ ଜୀବନକୁ ସୁଖମୟ କରିବାକୁ ଚାହୁଁଛନ୍ତି କି ? ତେବେ ଏହି ବୟସରେ ବିଭାହ କରନ୍ତୁ

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More