• Home
  • LIFESTYLE
  • ମହିଳାଙ୍କୁ ହାର୍ଟ ଆଟାକ୍‌ ହେଲେ ତାହାର କେତୋଟି ଲକ୍ଷଣ ଉପରେ ଧ୍ୟାନ ଦିଅନ୍ତୁ 
LIFESTYLE

ମହିଳାଙ୍କୁ ହାର୍ଟ ଆଟାକ୍‌ ହେଲେ ତାହାର କେତୋଟି ଲକ୍ଷଣ ଉପରେ ଧ୍ୟାନ ଦିଅନ୍ତୁ 

ମହିଳାଙ୍କୁ ହାର୍ଟ ଆଟାକ୍‌ ହେଲେ ଜାଣିବେ କିପରି ଯେ ହାର୍ଟ ଆଟାକ୍‌ ହୋଇଛି ବୋଲି ? ମହିଳାଙ୍କୁ ହାର୍ଟ ଆଟାକ୍‌ ହେଲେ ତାହାର କେତୋଟି ବିଶେଷ ଲକ୍ଷଣ ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ମହିଳାଙ୍କୁ ହାର୍ଟ ଆଟାକ୍‌ ହେଲେ ଜାଣିବା କିପରି ?

ହାର୍ଟ ଆଟାକ୍‌ର ଲକ୍ଷଣ :-

  • ମହିଳାଙ୍କ ବେକ , ପିଠି , ଦାନ୍ତ ଓ କାନ୍ଧର ହାଡ ବିନ୍ଧା ହେବା ହାର୍ଟ ଆଟାକ୍‌ ର ଲକ୍ଷଣ । ହାତ ଏବଂ ଗଣ୍ଠିଗୁଡିକ ଟାଣି ହେବା ପରି ଲାଗିବା ମଧ୍ୟ ହାର୍ଟ ଆଟାକ୍‌ର ଲକ୍ଷଣ ।
  • ଛାତିରେ ଯନ୍ତ୍ରଣା ଅନୁଭୂତ ହେଲେ ସତେ ଯେମିତି ଲାଗେ ଛାତିରେ କ’ଣ ଲଦା ହୋଇଛି। ଏଭଳିି ଲକ୍ଷଣ ଦେଖାଦେଲେ ତାହା ହାର୍ଟ ଆଟାକ୍‌ର ଲକ୍ଷଣ ବୋଲି ଧରି ନେବାକୁ ହୋଇଥାଏ ।
  • ଯଦି ପେଟରେ ଯନ୍ତ୍ରଣା ଅନୁଭୂତ ହେଉଛି କିମ୍ବା ଘନଘନ ଝାଳ ନିର୍ଗତ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
  • ଯଦି କେବେ ଆପଣଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭୂତ ହୁଏ, ତେବେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ ।
  • ଅଧିକ ସମୟ ବିଶ୍ରାମ ନେବା ସତ୍ତ୍ୱେ ଯଦି ଆପଣଙ୍କୁ ଥକା ଲାଗୁଥାଏ, କୌଣସି କାମରେ ମନ ଲାଗୁ ନ ଥାଏ, ମନରେ ବାରମ୍ବାର ଭୟ ଜାତ ହେଉଥାଏ । ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ମହିଳାଙ୍କୁ ହାର୍ଟ ଆଟାକ୍‌ ହେଲେ ତାହାର କେତୋଟି ଲକ୍ଷଣ ଉପରେ ଧ୍ୟାନ ଦିଅନ୍ତୁ  heart attack 4

ପଢନ୍ତୁ ;

ଜୀବନରେ ସଫଳତା ଚାହୁଁଛନ୍ତି କି ? ତେବେ ଏହି ୬ଟି କଥା ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ

Related posts

ଆସନ୍ତୁ ଜାଣିବା , ଶିଶୁଙ୍କ ବୁଦ୍ଧି ବଢାଇବା ପାଇଁ କେତେକ ତଥ୍ୟ

Krishna Kumar Manoj

ଝିଅମାନେ କ’ଣ ପାଇଁ ଗୋଡରେ କଳା ସୂତା ପିନ୍ଧନ୍ତି ଜାଣନ୍ତୁ

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ରଖନ୍ତୁ ନାହିଁ ଏହି ବୃକ୍ଷ, ନଚେତ୍ ପଡ଼ିପାରନ୍ତି ଅନେକ ଅସୁବିଧାରେ!

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More