News

ପ୍ରଚଣ୍ଡ ଶୀତ ଲହରୀରେ ଥରୁଛି ସାରା ଓଡିଶା

ଜାଡରେ ଥରୁଛି ସାରା ଓଡ଼ିଶା। ବିଶେଷକରି କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଦାରିଙ୍ଗବାଡି, ବାଲିଗୁଡ଼ା ସମେତ ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ପାରଦ ଖସିବାରେ ଲାଗିଛି। ଫୁଲବାଣୀରେ ତାପମାତ୍ରା ୭ଡିଗ୍ରୀ ତଳକୁ ଖସିଛି।

ସ୍ଵାଭାବିକଠୁ ୭ ଡିଗ୍ରୀ ଯାଏଁ କମିଲା

ଆସନ୍ତା ୨ରୁ ୩ ଦିନ ଯାଏଁ ଏଭଳି ଶୀତ ଅନୁଭୁତ ହେବ । ଆଜି ଦାରିଙ୍ଗିବାଡ଼ିରେ ପାରଦ ୭.୫ ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୭ ଡିଗ୍ରୀ ତଳେ ଥିବା ରେକର୍ଡ କରାଯାଇଛି । ରାତିର ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ କମ୍ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହା ସହିତ ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ମଧ୍ୟ ଦେଖିବାକୁ ମିଳିଛି ।

cold-wave

ଅନ୍ୟପକ୍ଷରେ ଗତକାଲି ୭ଟି ସହର ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଆଉ ଆଜି ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ଆସିଛି।

ପଢନ୍ତୁ;ବଜ୍ରକାପ୍ତା ଉଦ୍ଧାର,୨ ମହିଳାଙ୍କ ସହ ୫ ଅନ୍ତଃରାଜ୍ୟ ବ୍ୟବସାୟୀ ଗିରଫ

Related posts

ଶ୍ରୀ ଜଗର୍ନ୍ନାଥ ଧାମ ରେ କଡା ସୁରକ୍ଷା ବ୍ୟବସ୍ଥା, ୧୦୦ ମିଟର ପରିସୀମା ମଧ୍ୟରେ କୌଣସି ଦୋକାନ ରହିବନି

ENO Beuro

ମୁଖ୍ୟମନ୍ତ୍ରୀ:ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ଲାଗୁ ହେବ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା

ENO Beuro

ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ଦ୍ୱାରା କର୍କଟ ରୋଗୀଙ୍କ ପାଇଁ ନୂତନ ସ୍ୱାସ୍ଥ୍ୟ ବୀମା ଯୋଜନା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More